Latest Odisha News

BREAKING NEWS

Yearly Archives

2020

ନିଖୋଜର ତିନି ଦିନ ପରେ ବାଳିଆପାଳ ଅଞ୍ଚଳ ନାବାଳିକାଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲିଆପାଳ ଥାନା ଅଞ୍ଚଳରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ସୁନ୍ଦରକୋଇଲି ଗାଁର ଏକ ପୋଖରୀ ହୁଡ଼ାରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ବୟସ ୭ ବର୍ଷ ହେବ । ଗତ ଶୁକ୍ରବାରଠାରୁ ସେ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ଝିଅକୁ ନପାଇବାରୁ ପରିବାର ଲୋକେ…

ଟାର୍ଗେଟରେ ବର୍ଷା ! ସୋସିଆଲ୍ ମିଡିଆ ଟ୍ରୋଲକୁ ନେଇ ମୁହଁ ଖୋଲିଲେ ଜାଗ୍ରତି

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ସହ ଏକ ଫଟୋକୁ ନେଇ ସୋସିଆଲ୍ ମିଡିଆରେ ଟ୍ରୋଲ ପରେ ମୁହଁ ଖୋଲିଛନ୍ତି ସାମ୍ବାଦିକା ଜାଗ୍ରତି ଶୁକ୍ଳା । ଅନୁଭବ-ବର୍ଷା ପ୍ରସଙ୍ଗରେ ଚୁପ୍‌ ରହିଥିବା ଜାଗ୍ରତି ତାଙ୍କୁ ବିବାଦ ଭିତରକୁ ଟଣା ଯାଇଥିବାରୁ କ୍ଷୁବ୍ଧ ହୋଇଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ…

ବାଲେଶ୍ୱରରୁ ପୁଣି ବ୍ରାଉନସୁଗର ଜବତ, ଜଣେ ଗିରଫ

ବାଲେଶ୍ୱର: ପୁଣି ବାଲେଶ୍ୱରରୁ ବ୍ରାଉନସୁଗର ଜବତ । ଜେଲ ସାମନାକୁ ସାଢ଼େ ୪ଲକ୍ଷ ଟଙ୍କାର ଧଳା ଜହର ଜବତ କରିଛି ସହଦେବଖୁଣ୍ଟା ଥାନା ପୋଲିସ । ଶେଖ ମହମ୍ମଦ ବାବୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତା ନିକଟରୁ ଜବତ ହୋଇଛି ୪୪ଗ୍ରାମ ବ୍ରାଉନସୁଗର । ଶେଖ ମହମ୍ମଦ ବାବୁ ନିକଟରୁ…

ପିଲାଚୋର ସନ୍ଦେହରେ ଯୁବକଙ୍କୁ ନିର୍ଧୁମ ମାଡ଼; ଉଦ୍ଧାର କଲା ପୋଲିସ

ଢେଙ୍କାନାଳ: ଗତ କିଛିଦିନ ହେବ ରାଜ୍ୟରେ ପିଲା ଚୋରି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟ ଖେଳି ଯାଇଛି। ତେବେ ଢେଙ୍କାନାଳରେ ପିଲା ଚୋରି କରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ନିର୍ଧୁମ ପିଟିଛନ୍ତି ଲୋକେ। ସୂଚନା ଅନୁଯାୟୀ ଢେଙ୍କାନାଳ ସହରର ମିନା ବଜାର…

ନୂଆ କୃଷି ଆଇନକୁ ବିରୋଧ: ଉପବାସରେ ଦେଶର ଅନ୍ନଦାତା

ନୂଆଦିଲ୍ଲୀ: ଜିଦରେ ଅଟଳ ଚାଷୀ । ବାହାରି ପାରୁନି ସମାଧାନର ବାଟ । ବଢୁଛି ମୋଦି ସରକାରଙ୍କ ଟେନସନ୍ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ଚଳାଇଥିବା ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି । ଆଜି ଦିଲ୍ଲୀର ସିଂଘୁ, ଟିକରି, ଗାଜିପୁର, ପଲଓ୍ୱଲ ସୀମାରେ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୫ଟା…

କାର୍‌-ପିକ୍‌ଅପ୍‌ ଭ୍ୟାନ୍ ମୁହାଁମୁହିଁ ଧକ୍‌କା; ଡ୍ରାଇଭର ଗୁରୁତର

ନରାଜ: କଟକ ଜିଲ୍ଲା ବାରଙ୍ଗ ସୁଭାଷ ସେତୁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍ ମୁହାଁମୁହିଁ ଧକ୍‌କା। ଫଳରେ କାର ଚାଳକ ଗୁରୁତର ହୋଇଥିବା ସୂଚନା। ସୂଚନାନୁସାରେ, ରବିବାର ବିଳମ୍ବିତ ରାତିରେ ତ୍ରିଶୁଳିଆ ଛକପଟୁ କଟକ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ବିପରୀତ…

ରାଜ୍ୟ କ୍ୟାବିନେଟର ଆଜି ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଆଜି ସନ୍ଧ୍ୟା ୫ ଟାରେ ଅନୁଷ୍ଠିତ ହେବ। ସୂଚନାନୁସାରେ, କ୍ୟାବିନେଟ୍‌ର ଏହି ଜରୁରୀ ବୈଠକରେ ପ୍ରାୟ ୭ଟି ପ୍ରସ୍ତାବ ଉପରେ ମୋହର…

ଆମେରିକାରେ ଆଜିଠୁ କରୋନା ଟିକାକରଣ

ନୂଆଦିଲ୍ଲୀ : ସାରା ବିଶ୍ୱରେ ମହାମାରୀ କରୋନା ତାଣ୍ଡବ ରଚୁଥିବା ବେଳେ ଏହାକୁ ନେଇ ଆସିଛି ଏକ ଆଶ୍ୱସ୍ତିକର ଖବର। ଆମେରିକାରେ ଆଜିଠୁ ଆରମ୍ଭ ହେଉଛି କୋଭିଡ ଟିକାକରଣ। କୋଭିଡ୍‌-୧୯ ଏପର୍ଯ୍ୟନ୍ତ ସାରା ବିଶ୍ବରେ ପାଖାପାଖି ୭ କୋଟି ୨୨ ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମଣ କରିଥିବା ବେଳେ ପ୍ରାୟ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା ୧୪-୧୨-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା୧୪ ରିଖ ସୋମବାର ବିଛା ୨୯ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର   ଘାତ ବାର-: ମିଥୁନ ରାଶିର    ଘାତ ଚନ୍ଦ୍ର-: ସିଂହ କନ୍ୟା ଓ ମକର…

୨୪ ଘଣ୍ଟା ମିଳିବ ବ୍ୟାଙ୍କିଂ ସୁବିଧା, ମଧ୍ୟରାତ୍ରରୁ ଆରମ୍ଭ ହେଉଛି ସେବା

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହେବାକୁ ଯାଉଛି ରିୟଲ ଟାଇମ୍ ଗ୍ରୋସ୍ ସେଟେଲମେଣ୍ଟ ସିଷ୍ଟମ ବା ଆରଟିଜିଏସ୍ ସୁବିଧା । ଆଜି ରାତି ୧୨ଟା ୩୦ରୁ ପ୍ରତିଦିନ ୨୪ ଘଣ୍ଟା ଏହା କାମ କରିବ । ଏହା ଦ୍ବାରା ଡିଜିଟାଲ ନେଣଦେଣ କରୁଥିବା ଲୋକଙ୍କୁ ଅନେକ ସୁବିଧା ହେବ । ଏହା ସହ ଦିନ ରାତି ଏହି ସୁବିଧା ପାଉଥିବା…