ଗପ: ବାଜେ ଲୋକଟା
ଶ୍ୱେତପଦ୍ମା ପାଢ଼ୀ
ମଙ୍ଗୁ ଖୁବ୍ କାମିକା ରାଜ ମିସ୍ତ୍ରୀ । ଅନ୍ୟ ମିସ୍ତ୍ରୀ ଯୋଉ କାମକୁ ତିନି ଚାରି ଦିନରେ କରିବେ ମଙ୍ଗୁ ତାକୁ ଗୋଟେ ଦିନରେ ସାରିବ । ସକାଳ ଆଠ କି ନ ଟା ସୁଦ୍ଧା…