Latest Odisha News

BREAKING NEWS

Yearly Archives

2021

କରୋନା ମୁକାବିଲା: ସିଏମ୍ ରିଲିଫ ଫଣ୍ଡ୍‌କୁ ୫୦ ଲକ୍ଷ ଟଙ୍କା ଦେଲେ ସୁପର୍‌ଷ୍ଟାର୍‌ ରଜନୀକାନ୍ତ

ମୁମ୍ବାଇ: କୋଭିଡ୍‌ ରୋଗୀଙ୍କ ଲାଗି ସହାୟତାର ହାତ ବଢାଇଲେ ସୁପରଷ୍ଟାର ରଜନୀକାନ୍ତ। ଏ ନେଇ ସୋମବାର ସେ ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ଭେଟିଥିଲେ। ଦେଶ କରୋନାଭାଇରସର ଦ୍ୱିତୀୟ ତରଙ୍ଗ ସହ ମୁକାବିଲା କରୁଥିବା ବେଳେ ସୁପରଷ୍ଟାର୍‌ ରଜନୀକାନ୍ତ ସିଏମ୍‌ ରିଲିଫ…

ଆସନ୍ତା ମାସରେ ଆମାଜନ ପ୍ରାଇମ୍‌ରେ ରିଲିଜ ହେବ ବିଦ୍ୟା ବାଲାନଙ୍କ ‘ଶେର୍‌ନୀ’

ମୁମ୍ବାଇ: ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଅଭିନୀତ ଚଳଚ୍ଚିତ୍ର 'ଶେର୍‌ନୀ'। ଏ ନେଇ  OTT ପ୍ଲାଟଫର୍ମ ପକ୍ଷରୁ ଆଜି ଘୋଷଣା କରାଯାଇଛି। ଫିଲ୍ମ ଜୁନ୍‌ରେ ରିଲିଜ କରିବ। ଫିଲ୍ମ ଶେର୍‌ନିର ନିର୍ଦ୍ଦେଶକ ହେଉଛନ୍ତି ଅମିତ ମାସୁକର। ଏଥିରେ…

ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର କଳାବଜାରି; ଗିରଫ ହେଲେ ବ୍ୟବସାୟୀ ନବନୀତ କାଲ୍ରା

ନୂଆଦିଲ୍ଲୀ: ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର କଳା ବଜାରି ଅଭିଯୋଗରେ ଦିଲ୍ଲୀ ବ୍ୟବସାୟୀ ନବନୀତ କାଲ୍ରାଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଖବର ଅନୁଯାୟୀ ଗୁରୁଗ୍ରାମରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରୁ କାଲ୍ରାଙ୍କୁ ଗିରଫ କରାଯାଇଛି। ସମ୍ପ୍ରତି ଚଢାଉ ସମୟରେ କାଲ୍ରାଙ୍କ…

ଗୋଡାଉନ୍‌ରେ ଅଗ୍ନିକାଣ୍ଡ; ଜଳିଗଲା ୨୫ ଲକ୍ଷ ଟଙ୍କାର ଟିକା

ଇନ୍ଦୋର: ସମଗ୍ର ଦେଶରେ ଟିକାର ଘୋର ଅଭାବ ଦେଖାଦେଇଛି। ଯାହା ଫଳରେ ବିଭିନ୍ନ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ବିଳମ୍ବଳରେ ଚାଲିଛି। ଏହାଛଡ଼ା ଟିକା ଅଭାବ ଯୋଗୁ ଟିକାର ପ୍ରଥମ ଏବଂ ଦ୍ବିତୀୟ ଡୋଜ୍‌ ମଧ୍ୟରେ ବ୍ୟବଧାନକୁ ମଧ୍ୟ ବଢାଇ ଦିଆଯାଇଛି। ଏହି ସମୟରେ ମଧ୍ୟପ୍ରଦେଶର ଇନ୍ଦୋରର ଏକ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ପ୍ରସାରିତ ଅସ୍ମିତା  ଜୀବନର ଗୌଣ ସତ୍ତା କଳ୍ପନାରେ ବ୍ୟାପି ଯାଏ ସାରାଟା ଆକାଶ । ଏମିତି ଗୋଟେ ଧାଡି଼ ବୋଧହୁଏ ଭାବି ପାରିଥିଲା ମୋ ବାଳୁତ ମନ ଭାବନାକୁ ଗଣ୍ଠିଲି କରି ବାନ୍ଧି ପାରୁନଥିବା କେଉଁ ଏକ କନକନିଆ ପିଲାଦିନେ । ଛଅ କି ସାତ ବର୍ଷ ବୟସରେ ସ୍ବପ୍ନଟେ ଦେଖିଥିଲି ଗୋଧୂଳି ଆକାଶକୁ…

ବଢୁଛି ବ୍ଲାକ୍‌ ଫଙ୍ଗସ୍‌ର ଭୟ; ଏହି ରାଜ୍ୟରେ ଆସିଲା ବ୍ଲାକ୍‌ ଫଙ୍ଗସ୍ ହେତୁ ପ୍ରଥମ ମୃତ୍ୟୁ ମାମଲା

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ପ୍ରଥମ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏ ନେଇ ସୋମବାର ରିଷିକେଶ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ ଉତ୍ତରାଖଣ୍ଡର ୧୫ କୋଭିଡ୍‌ ରୋଗୀଙ୍କ ମଧ୍ୟରେ ବ୍ଲାକ୍‌ ଫଙ୍ଗସ୍ ସଂକ୍ରମଣ ଦେଖିବାକୁ ମିଳିଛି। ସେମାନଙ୍କୁ…

ଗ୍ରାଜୁଏଟ୍‌ ହେଲେ ଆର୍ଯ୍ୟନ୍‌ ଶାହାରୁଖ୍‌ ଖାନ୍‌; ୟୁଏସ୍‌ସିରୁ ଆର୍ଯ୍ୟନ୍‌ଙ୍କ ଫଟୋ ଭାଇରାଲ୍‌

ମୁମ୍ବାଇ: ଶାହରୁଖ ଖାନଙ୍କ ବଡ ପୁଅ ଆର୍ଯ୍ୟନ ଖାନଙ୍କ ନୂଆ ଫଟୋ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଫଟୋଟି ହେଉଛି ଆର୍ଯ୍ୟନଙ୍କ ସ୍ନାତକ ସମାରୋହର। ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ସାଉଥ୍ କାଲିଫର୍ନିଆ ୟୁନିଭରସିଟିରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।…

କରୋନା ସ୍ଥିତି ଓ ମୁକାବିଲା ନେଇ ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ଆଜି ବସୁଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢ଼େ 5ଟାରେ ବୈଠକ ବସିବ । ବିଧାନସଭା କନଫରେନ୍ସ ହଲରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ହୋଇଛି । ଭର୍ଚୁଆଲରେ ବି ସାମିଲ ହୋଇପାରିବେ ଉଭୟ ସରକାରୀ ଓ…

ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ

ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କର ସୋମବାର ଦିନ ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। "ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସ୍ୱତନ୍ତ୍ର…

ଖୋଲିଲା କେଦାରନାଥ ମନ୍ଦିର; ଭକ୍ତଙ୍କ ପ୍ରବେଶକୁ ନାହିଁ ଅନୁମତି

ଉତ୍ତରାଖଣ୍ଡ: ଆଜି କେଦାରନାଥ ମନ୍ଦିରର ପୋର୍ଟାଲ ଖୋଲାଯାଇଛି। ସକାଳ ୫ ଟାରୁ ମନ୍ଦିର ଖୋଲାଯାଇଛି। ଗତ ବର୍ଷ ନଭେମ୍ବର ୧୬ରୁ ମନ୍ଦିର ବନ୍ଦ ରହିଥିଲା। ଉତ୍ତରାଖଣ୍ଡ ସରକାର କହିଛନ୍ତି ଯେ ଯଦିଓ ମନ୍ଦିରର ପୋର୍ଟାଲ ଖୋଲାଯାଇଛି କିନ୍ତୁ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତଙ୍କ…