Latest Odisha News

BREAKING NEWS

Yearly Archives

2021

କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା :ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ,୧ ମିନିଟ୍ ନୀରବ ପ୍ରାର୍ଥନା

ଭୁବନେଶ୍ୱର : କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ବିଧାନସଭାରେ ଶୋକପ୍ରସ୍ତାବ ଆଗତ । ସିଡିଏସଙ୍କ ସମେତ ୧୩ ଜଣଙ୍କ ବିୟୋଗରେ ଶୋକପ୍ରସ୍ତାବ । ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସମର୍ଥନ ଜଣାଇଲେ । ସିଡିଏସ୍ ବିପିନ…

ରାୟଗଡ଼ା ଜିଲ୍ଲାରେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ଉଦଘାଟିତ

ଗୁଣୁପୁର: ରାୟଗଡ଼ା ଜିଲ୍ଲାରେ ଭାରତୀୟ ସାମ୍ବାଦିକ ସଂଘ ଦ୍ୱାରା ଅନୁବନ୍ଧିତ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ଉଦଘାଟିତ ହୋଇଯାଇଛି । ରାଜ୍ୟ ଉପସଭାପତି ଆଶୁତୋଷ ରଥ ଏବଂ ନିର୍ବାଚନ ଅଧିକାରୀ ପରମାନନ୍ଦ ମିଶ୍ରଙ୍କ ଦ୍ୱାରା ପ୍ରଥମେ କର୍ମକର୍ତ୍ତା ଚୟନ ହୋଇଥିଲା । ଜିଲ୍ଲା ସଭାପତିଭାବେ ଅନିଲ…

କ୍ୟାପିଟାଲ୍ ହାଇସ୍କୁଲରେ କରୋନା, ୨ ନବମ ଶ୍ରେଣୀ ଛାତ୍ର ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : କ୍ୟାପିଟାଲ ହାଇସ୍କୁଲରେ ପଶିଲା କରୋନା । ନବମ ଶ୍ରେଣୀର ଦୁଇ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ।  ସ୍କୁଲରେ ବିଏମ୍‌ସି ପକ୍ଷରୁ ଟେଷ୍ଟିଂ କ୍ୟାମ୍ପ କରାଯାଇଥିଲା । ମୋଟ୍ ୩୭୨ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା । ସେଥିରୁ ୨ ଜଣ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨ ଛାତ୍ର…

ପଦୋନ୍ନତି ପାଇଁ ଶିକ୍ଷକଙ୍କ ଦାବି

ଭବାନୀପାଟଣା: ସରକାରଙ୍କ ନିୟମ ଅନୁଯାୟୀ ନିକଟ ଅତୀତରେ ସ୍ତର-୫(ବି)ରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ସ୍ତର-୪ ଓ ସ୍ତର-୪ରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ସ୍ତର-୩କୁ ପଦୋନ୍ନତି ଦିଆଯାଇଛି । ଯାହାଫଳରେ ଅଧିକାଂଶ ସ୍ତର-୫(ବି) ପଦବୀ ଖାଲି ହୋଇସାରିଛି । ସ୍ତର-୫(ଏ)ରେ ଥିବା ଶିକ୍ଷକ…

କ୍ୟାମେରାରେ କଏଦ ହେଲା କଳାବାଘ

ଦଶପଲ୍ଲା : କ୍ୟାମେରାରେ କଏଦ ହେଲା କଳାବାଘ । ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ତ ବାଣିଗୋଛାର ବାଈଶୀପଲ୍ଲୀ ଅଭୟାରଣ୍ୟ ଅଂଚଳରେ ଏକ ବିରଳ କଳା ଚିତାବାଘ ଚିହ୍ନଟ କରାଯାଇଛି । ଅଭୟାରଣ୍ୟ ମଧ୍ୟରେ ଲାଗିଥିବା ଟ୍ରାପ୍ କ୍ୟାମେରାରେ ଏହି ବାଘ ଚିହ୍ନଟ ହୋଇଛି। ଏହାର ବୟସ ପ୍ରାୟ ୩ରୁ ୪ ବର୍ଷ…

ସିଡିଏସ୍ ରାଓ୍ୱତଙ୍କ ହେଲିକପ୍ଟର ଦୁର୍ଘଟଣା ପୂର୍ବର ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପନ ରାଓ୍ୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ପୂର୍ବର ଏକ ଭିଡିଓ ସାମନାକୁ ଆସିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଭିଡିଓ । ଯେଉଁଥିରେ ହେଲିକପ୍ଟର ଉଡ଼ାଣ…

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ସଙ୍ଗରୋଧରେ ୧୧୫ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୮୦ ଜଣ କୋଭିଡ଼ ସଂକ୍ରମିତ ରହିଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୪ଜଣ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ…

ବିଧାନସଭା ସଚିବ ଓ ତାଙ୍କ ଡ୍ରାଇଭର କରୋନା ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ସଚିବ କରୋନା ପଜିଟିଭ୍ ଚିହ୍ନଟ । ବିଧାନସଭା ସଚିବ ଦାଶରଥୀ ଶତପଥୀ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ଡ୍ରାଇଭର ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ଦାଶରଥୀ ଶତପଥୀଙ୍କ ବ୍ୟକ୍ତିଗତ ସଚିବ କରୋନା ସଂକ୍ରମିତ ହୋଇଥିଲେ । ସେ ଥଣ୍ଡାରେ ଆକ୍ରାନ୍ତ…

ସରିଲା ୭ ଦିନିଆ ମହଲତ, ଆଜି ଏସଡିଜେଏମ୍ କୋର୍ଟରେ ହୋଇପାରେ ଶୁଣାଣି

ବ୍ରହ୍ମପୁର: ସରିଲା ୭ ଦିନିଆ ମହଲତ, ଆଜି ଏସଡିଜେଏମ୍ କୋର୍ଟରେ ହୋଇପାରେ ଶୁଣାଣି  । ବ୍ରହ୍ମପୁରର ଦମ୍ପତି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ମାମଲାର ଆଜି ଏସଡିଜେଏମ୍ କୋର୍ଟରେ ଶୁଣାଣି ହୋଇପାରେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଭୟ ଆସ୍କାରେ ଏକ ଘରେ ୭ ଦିନ ପାଇଁ ରହିଥିଲେ । ଆଜି…

କୂଅରେ ପଡ଼ି ଯୁବକଙ୍କ ମୃତ୍ୟୁ

କାମାକ୍ଷାନଗର: କୂଅରେ ପଡ଼ି ଯୁବକଙ୍କ ମୃତ୍ୟୁ । ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁରେ ଘଟିଛି ଏହିଭଳି ଅଘଟଣା । ମୃତ ଯୁବକ ଜଣକ ହେଲେ ବସୋଇ ଗାଁ ଗୋଠବୁରୀ ସାହିର ବିରଞ୍ଚି ସାହୁ । ସୂଚନା ଅନୁସାରେ, ଗତ କାଲି ରାତିରେ ବିରଞ୍ଚି ନିଜ ପଡ଼ୋଶୀଙ୍କ ଘରକୁ ଯାଉଥିବାବେଳେ ଅସାବଧାନତା…