Latest Odisha News

BREAKING NEWS

Yearly Archives

2021

ଜମ୍ମୁ କଶ୍ମୀର ସୋପିଆନରେ ଏନକାଉଣ୍ଟର, ଟଳିଲେ ୩ ଆତଙ୍କୀ

ଜମ୍ମୁ କଶ୍ମୀର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ । ଜମ୍ମୁ କଶ୍ମୀର ସୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ରାତି ପ୍ରାୟ ୨ଟା ବେଳେ ସୋପିଆନର ମନିହାଲ ଅଞ୍ଚଳରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ସଂପୃକ୍ତ ଅଞ୍ଚଳରେ…

ହୃଦସ୍ପନ୍ଦନ ବନ୍ଦ କରୁଛି ‘ହୁକ୍କା’

ବଦଳୁଛି ଲାଇଫ ଷ୍ଟାଇଲ । ନୂଆ ନୂଆ ଏକ୍ସପେରିମେଣ୍ଟ କରିବା ପାଇଁ ଆଗଭର ହେଉଛନ୍ତି ଯୁବପୀଢି । ଆଉ ଏହି ସମୟରେ ନିଶାର ଜାଲରେ ଫସିଯାଉଛନ୍ତି ଯୁବାବର୍ଗ । ଯୁବାବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ଦ୍ବୈତନଗରୀରେ ଖୋଲିଚାଲିଛି ଶହ ଶହ ହୁକ୍କା ବାର । କାରଣ ଏହିକିଛି ବର୍ଷ ହେବ ବଦଳିଲାଣି ନିଶାର…

ଶ୍ରୀଜିଉଙ୍କୁ ୩୧ କିଲୋଗ୍ରାମର ରୂପା ଦାନ କଲେ ଶ୍ରଦ୍ଧାଳୁ

ପୁରୀ: ଜୈନକ ଭକ୍ତ ରବିବାର ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ୩୧ କିଲୋଗ୍ରାମ ରୂପା ଦାନ କରିଛନ୍ତି। ସମ୍ପୃକ୍ତ ଦାତା ଜଣକ ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ କାର୍ଯ୍ୟାଳୟରେ ରୂପା ହସ୍ତାନ୍ତର କରିଥିଲେ। ଏହି ରୂପା ଜଗନ୍ନାଥ ମନ୍ଦିର ପରିସରରେ…

ଆଜି ସାତକୋଶିଆରୁ ବାହୁଡ଼ିବ ବାଘୁଣୀ ‘ସୁନ୍ଦରୀ’

ଅନୁଗୋଳ: ସାତକୋଶିଆରୁ ଫେରିଯିବ ସୁନ୍ଦରୀ । ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟର ଘୋରେଲାକୁ ବାହୁଡ଼ିବ । ସୁନ୍ଦରୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ା ଜଙ୍ଗଲରେ ବନ୍ଦୀ ବାଘୁଣୀର ସ୍ଥିତି ଅନୁଧ୍ୟାନ କରିଛନ୍ତି ମଧ୍ୟପ୍ରଦେଶରୁ ଆସିଥିବା ୭ ଜଣିଆ…

ଆଜି ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିର ଆସୁଛନ୍ତି ରାଷ୍ଟ୍ରପତି

ପୁରୀ: ଆଜି ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ୱରରୁ ବାହାରି ସକାଳ ୯ଟା ୫ମିନିଟରେ ଶ୍ରୀମନ୍ଦିରରେ ପହଞ୍ଚିବେ । ପାଖାପାଖି ୪୦ ମିନିଟ ମନ୍ଦିର ଭିତରେ ରହିବେ ରାଷ୍ଟ୍ରପତି । ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ସହ ମା’ ବିମଳା ଓ ମହାଲକ୍ଷ୍ମୀ ମନ୍ଦିର ଯିବେ ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ମାର୍ଚ୍ଚ ୨୨ ତାରିଖ ସୋମବାର ମୀନ ୯ ଦିନ ଫାଲଗୁନ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ଭୁକ୍ତ ନବମୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର ଆଜିର ଘାତ ବାର- ମିଥୁନ ରାଶିର ଆଜିର ଘାତ ଚନ୍ଦ୍ର- କନ୍ୟା…

ଦେବାଶିଷ ପାଣିଗ୍ରାହୀଙ୍କ ଇଂରାଜୀ କବିତା ସଙ୍କଳନ ଉନ୍ମୋଚିତ

ଭୁବନେଶ୍ୱର : ବିଶ୍ୱ କବିତା ଦିବସ ଅବସରରେ ବିଶିଷ୍ଟ ଲେଖକ ତଥା କବି ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କ ଇଂରାଜୀ କବିତା ସଙ୍କଳନ 'ମେଲୋଡ଼ ଉଇଥ ୟର୍ସ' ସ୍ଥାନୀୟ ଅକ୍ସଫୋଡ଼ ବୁକ ଷ୍ଟୋରରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ କଥାକାର ରାମଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।…

ନକଲି ମଦ ମାମଲାରେ ହୋମିଓପାଥିକ ଡାକ୍ତର ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରେ ନକଲି ମଦ ମାମଲାରେ ହୋମିଓପାଥିକ ଡାକ୍ତର ତଥା ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ସୂଚନାନୁସାରେ, ଗତ ଜାନୁଆରୀ ୭ରେ ବୈଦ୍ୟନାଥପୁର ପୋଲିସ ପକ୍ଷରୁ ମଦ ତିଆରି ୟୁନିଟ୍ ଉପରେ ଚଢ଼ାଉ କରିଥିଲା। ହେଲେ ମୁଖ୍ୟ ଅଭିଯୁକ୍ତ ହରିଶ ଚନ୍ଦ୍ର ସାହୁ ଫେରାର…

ଜଙ୍କିଆରେ ବୋମା ସହ ଟେକା ପଥର ମାଡ଼, ୫ ଆହତ

ଟାଙ୍ଗି : ଟାଙ୍ଗି ଜଙ୍କିଆ ଥାନା ଓଳସିଂ ପଞ୍ଚାୟତ ଡମଣଭୂମି ଗାଁରେ ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଉଭୟ ଗୋଷ୍ଠୀ ବୋମାମାଡ଼ ସାଙ୍ଗକୁ ଟେକା ପଥର ମାଡ଼ କରିଛନ୍ତି । ଟେକା ପଥର ମାଡ଼ରେ ୫ ଜଣ ଆହତ ହୋଇଚନ୍ତି । ସମସ୍ତ…

ଟିମ୍ ଇଣ୍ଡିଆ ଦଣ୍ଡିତ

ଅହମ୍ମଦାବାଦ: ୫ମ ଟି୨୦ରେ ବିଜୟ ହାସଲ କରି ଇଂଲଣ୍ଡ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ୩-୨ରେ ସିରିଜ ହାତେଇ ନେଇଛି । ତେବେ ଅନ୍ତିମ ଦିନିକିଆରେ ଧିମା ବୋଲିଂ ହାର ନେଇ ଟିମ୍ ଇଣ୍ଡିଆ ଆଇସିସି ଦ୍ୱାରା ଦଣ୍ଡିତ ହୋଇଛି । ଜରିମାନା ବାବଦକୁ ପ୍ରତ୍ୟେକ ଖେଳାଳିଙ୍କ ମ୍ୟାଚ ଫି’ର ୪୦ ପ୍ରତିଶତ…