ବିଜେପିକୁ ରାକ୍ଷାସଙ୍କ ଦଳ କହିଲେ ଦିଦି
କୋଲକାତା: ଆଗାମୀ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇପଡିଥିଲା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଦିନ ଭାରତୀୟ ଜନତା ପାର୍ଟିକୁ ଅଶାନ୍ତି ଏବଂ ଆତଙ୍କବାଦୀ ଦଳ ବୋଲି କହିଛନ୍ତି।
ପଶ୍ଚିମବଙ୍ଗର ନନ୍ଦକୁମାର ଅଞ୍ଚଳରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ମମତା…