ହଲିଉଡ୍ ଚଳଚ୍ଚିତ୍ରର ନିର୍ଦ୍ଦେଶକ ହୋଇଥାନ୍ତେ କଙ୍ଗନା…ଫିଲ୍ମ ‘କୁଇନ୍’ ପାଇଁ ବଦଳିଗଲା ଜୀବନ
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ଅଭିନୟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। କଙ୍ଗନା ରାଣାୱତ ଫିଲ୍ମ କୁଇନ୍ ପାଇଁ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି। ତାଙ୍କ ଚଳଚ୍ଚିତ୍ର କୁଇନ୍ ୨୦୧୪ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଆଜି…