Latest Odisha News

BREAKING NEWS

Yearly Archives

2021

[ଭିଡିଓ] ମଣ୍ଡପରେ ନିଆଁ ଲାଗିଥିଲା, ଲୋକେ ବସି ଭୋଜି ଖାଉଥିଲେ

ଭୁବନେଶ୍ୱର: ଜାରି ରହିଛି ମ୍ୟାରେଜ ସିଜିନ୍ । ଅନେକ ଲୋକ ନିଜ ବିବାହ ଦିନକୁ ଅପେକ୍ଷା କରିଥିଲାବେଳେ ଆଉ କିଛି ଭୋଜିଭାତରେ ସାମିଲ ହେବାକୁ ପସନ୍ଦ କରିଥାନ୍ତି । ତେବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓଟି କିନ୍ତୁ ସମସ୍ତଙ୍କୁ ଚକିତ କରିଛି । ମୁମ୍ବାଇ ଥାନେ ଅଂଚଳର…

ପ୍ରଥମ ଟେଷ୍ଟ ଡ୍ର: ୨ ଭାରତୀୟଙ୍କ ଯୋଗୁ ନ୍ୟୁଜିଲାଣ୍ଡର ସମ୍ମାନ ବଂଚିଲା

କାନପୁର: ଅନ୍ତିମ ଦିବସରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଯୋଗୁ ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟ ଡ୍ରରେ ସମାପ୍ତ ହୋଇଛି । ୨୮୪ ରନର ଟାର୍ଗେଟକୁ ପିଛା କରି ନ୍ୟୁଜିଲାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଶେଷ ଭାଗରେ ବ୍ୟାଟ୍ସମ୍ୟାନ…

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଡ଼ିସେମ୍ବର ୨ରେ ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁରରେ ଗୋଟିଏ କି ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଭାରତୀୟ ପାଣିପାଗ କେନ୍ଦ୍ରର…

ପଦ୍ମଶ୍ରୀ ନନ୍ଦ ସାର ଅସୁସ୍ଥ, ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି

ଯାଜପୁର : ଅସୁସ୍ଥ ହୋଇପଡ଼ିଛନ୍ତି ପଦ୍ମଶ୍ରୀ ନନ୍ଦ ସାର । ସୁକିନ୍ଦା ବ୍ଲକ କନ୍ତିରା ଗାଁର ନନ୍ଦ କିଶୋର ପୃଷ୍ଟିଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି। ନନ୍ଦ ସାର କିଛି ଦିନ ଧରି ଜ୍ୱରରେ ପିଡିତ ଥିଲେ। ଆଜି ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ…

ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ସଦସ୍ୟ ନିଲମ୍ବିତ

ଦିଲ୍ଲୀ: ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ଜଣ ସଦସ୍ୟ ନିଲମ୍ବିତ । ବାକି ଥିବା ଶୀତ ଅଧିବେଶନ ଅବଧି ପର୍ଯ୍ୟନ୍ତ ସମ୍ପୃକ୍ତ ସଦସ୍ୟମାନଙ୍କୁ ନିଲମ୍ବିତ କରାଯାଇଛି । ଆଜି ସଂସଦରେ ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ କୃଷି ଆଇନ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗମା କରିଥିଲେ…

ଗଣଶିକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାରୁ ବିଜେପି ଯୁବମୋର୍ଚ୍ଚାର ୯ ଜଣ ଥାନାରେ ଅଟକ

ଯାଜପୁର : ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ପଡ଼ିଲା ମହଙ୍ଗା । ଗଣଶିକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଯାଜପୁର ଯୁବ ମୋର୍ଚ୍ଚାର ୯ ଜଣ କର୍ମୀ ଥାନା ରେ ଅଟକ । ଆଜି ଯାଜପୁର ବିରଜା ହାଇସ୍କୁଲ ପରିସରରେ ସ୍କୁଲ ରୂପାନ୍ତରଣ ଉଦଘାଟନ କୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆସିବାକୁ ଥିବା ବେଳେ…

[ଭିଡ଼ିଓ] ପିପିଲି ଗଣଦୁଷ୍କର୍ମ ମାମଲାରେ ବିଜେଡ଼ିକୁ କଂଗ୍ରେସର ଟାର୍ଗେଟ

ଭୁବନେଶ୍ୱର: ଥମୁନି ମମିତା ଝଡ଼ । ଏବେ ପୁଣି କଂଗ୍ରେସ ଦୋହରାଇବ ପିପିଲି ଗଣଦୁଷ୍କର୍ମ ମାମଲା । ଏହି ଗଣଦୁଷ୍କର୍ମ ମାମଲାରେ ବିଜେଡ଼ିକୁ ଟାର୍ଗେଟ କରାଯାଇଛି । ଏ ନେଇ ବିଧାନସଭାରେ ବିଜେଡ଼ିକୁ ଘେରିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ । ପିପିଲି ଗଣଦୁଷ୍କର୍ମର ତଦନ୍ତ କମିଶନରଙ୍କ ରିପୋର୍ଟ…

ଫିଲ୍ମରେ ସୁଯୋଗ ଦେବା ପାଇଁ ଆଦିତ୍ୟଙ୍କୁ ୨୦ କୋଟି ଦେଇଥିଲେ ରଣବୀରଙ୍କ ବାପା !

ମୁମ୍ବାଇ: ବିବଦୀୟ ଫିଲ୍ମ କ୍ରିଟିକ ଓ ଅଭିନେତା କମାଲ ଆର ଖାଁ ଆଜି ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି । ସେ କହିଛନ୍ତି ରଣବୀର ସିଂଙ୍କ ବାପା ଜଗଜିତ ସିଂ ଭବନାନୀ ପୁଅକୁ ହୀରୋ କରିବା ପାଇଁ ଆଦିତ୍ୟ ଚୋପ୍ରାଙ୍କୁ ୨୦କୋଟି ଟଙ୍କା ଦେଇଥିଲେ । ସୂଚନାଯୋଗ୍ୟ, ରଣବୀର ୟଶରାଜ ବ୍ୟାନରର ବ୍ୟାଣ୍ଡ ବାଜା…

ବେସାହାରା ଲୋକଙ୍କ ସାହାରା ପାଲଟିଛନ୍ତି ମହିଳା ସବ୍ ଇନ୍ସପେକ୍ଟର ଅନିଲା ପରାଶର

ଇନ୍ଦୋର: ରାସ୍ତାକଡ଼ରେ ଦିନରାତି ବିତଉଥିବା ଲୋକଙ୍କ ପାଇଁ ଶୀତଦିନ ଆସିଲେ ମୁସ୍କିଲ ହୋଇପଡ଼େ । ପୁଣି ବୃଦ୍ଧବୃଦ୍ଧାଙ୍କ ଅବସ୍ଥା ଆହୁରି ନକହିଲେ ଚଳେ । ନିଜକୁ ଘୋଡ଼େଇବା ପାଇଁ କାହା କାହା ପାଖରେ କମ୍ବଳ କିମ୍ବା ଗରମ ପୋଷାକଟିଏ ମଧ୍ୟ ନଥାଏ । ଏପରିକି ଯେ ପ୍ରବଳ ଥଣ୍ଡା ଯୋଗୁଁ ଅନେକ ଜୀବନ ମଧ୍ୟ…

ଓମିକ୍ରନ ଭାରିଆଣ୍ଟକୁ ନେଇ ଭୟଭୀତ ନହୋଇ ଧୈର୍ଯ୍ୟ ସହ ମୁକାବିଲା କରିବା :ଧର୍ମେନ୍ଦ୍ର ପ୍ରଧାନ

ଦିଲ୍ଲୀ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତ୍ତା । ଓମିକ୍ରନ ଭାରିଆଣ୍ଟ ପାଇଁ ଭୟଭୀତ ନହୋଇ ଧୈର୍ଯ୍ୟର ସହ ମୁକାବିଲା କରିବା ଓ ଟିକା ନେବା ପାଇଁ ସମସ୍ତଙ୍କୁ ପ୍ରୋତ୍ସାହନ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।…