Latest Odisha News

BREAKING NEWS

Yearly Archives

2021

ଆମେରିକା ପ୍ରତିରକ୍ଷା ଗବେଷଣା ସଂସ୍ଥା ନାସାର କାର୍ଯ୍ୟକାରୀ ମୁଖ୍ୟ ହେଲେ ଭବ୍ୟା

ୱାଶିଂଟନ୍: ସ୍ପେସ୍ ଏଜେନ୍ସି ନାସାର କାର୍ଯ୍ୟକାରୀ ମୁଖ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଭବ୍ୟା ଲାଲ। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ବିଡେନଙ୍କ ଦ୍ବାରା ନାସାର ପରିବର୍ତ୍ତନ ଉପରେ ଗଠନ ହୋଇଥିବା ସମୀକ୍ଷା ଦଳର ସେ ସଦସ୍ୟ ରହିଛନ୍ତି। ନାସା ପକ୍ଷରୁ ଏକ…

ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଚାଳକ ମୃତ

ସାନଖେମୁଣ୍ଡି(ଗଞ୍ଜାମ): ସ୍କୁଟିକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଜରଡ଼ା ଥାନା କେଲୁଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି ପୋଲିସ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ…

ଖୋଲିବ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ: ରିମାଣ୍ଡରେ ଗିରଫ ବୟଫ୍ରେଣ୍ଡକୁ ମାରାଥନ୍ ଜେରା

ଯାଜପୁର: ଖୋଲିବ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା । ଗିରଫ ବୟଫ୍ରେଣ୍ଡ କହିବ କେମିତି ଓ କେଉଁ ପରିସ୍ଥିତିରେ ଝଡ଼ିଗଲେ ଝରାଫୁଲ ? ଗିରଫ ରାକେଶ ସ୍ୱାଇଁକୁ ତିନି ଦିନିଆ ରିମାଣ୍ଡରେ ନେଇ ଜରା କରୁଛି ଯାଜପୁର ପୋଲିସ । କୁଆଖିଆ ଥାନାରେ ପଚରାଉଚରା କରୁଛନ୍ତି ଯାଜପୁର ରୋଡ୍…

୯ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ ଦୈନିକ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ତଳକୁ ଖସିଛି। ଏନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୮,୬୩୫ ଜଣ…

RTOରେ ଆଉ ଲାଗିବନି ଲମ୍ବା ଲାଇନ୍, ଲାଗୁ ହେବ ଟୋକନ୍ ବ୍ୟବସ୍ଥା

ଭୁବନେଶ୍ୱର: ଏଣିକି ରାଜ୍ୟର ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବା ଆରଟିଓରେ ଆଉ ଭିଡ଼ ହେବନି । ଘଣ୍ଟା ଘଣ୍ଟା ଲୋକଙ୍କୁ ଲାଇରେ ଠିଆ ହେବାକୁ ପଡ଼ିବନି । ଖୁବଶୀଘ୍ର ଆରମ୍ଭ ହେବ ଟୋକନ୍ ବ୍ୟବସ୍ଥା । ଏନେଇ ରାଜ୍ୟ ପରିବହନ ବିଭାଗ (STA) ଓ ନ୍ୟାସନାଲ୍ ସ୍ମଲ୍ ଇଣ୍ଡଷ୍ଟ୍ରିଜ୍…

ଲାଲବାହିନୀର ଯୋଜନା ପଣ୍ଡ: ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇବା ପାଇଁ ମାଓବାଦୀ କରିଥିବା ଯୋଜନା ପଣ୍ଡ ହୋଇଛି । ଏକ ବଡ଼ ଧରଣର ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଗଲେ ସିଆରପିଏଫ୍ ଯବାନ । ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ ଉଦ୍ଧାର ହୋଇଛି । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନିପ୍ପା ଜଙ୍ଗଲରେ…

ପୁରୀ ବୁଲିବାକୁ ଆସି ଆକ୍ରମଣର ଶିକାର ହେଲେ ପଶ୍ଚିମବଙ୍ଗର ଦମ୍ପତ୍ତି

ପୁରୀ: ପୁରୀରେ ପର୍ଯ୍ୟଟକଙ୍କୁ ମାଡ଼ ଅଭିଯୋଗ। ପୁରୀ ବୁଲିବାକୁ ପଶ୍ଚିମବଙ୍ଗର ଏକ ଦମ୍ପତ୍ତି ଆକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନାନୁସାରେ, ପଶ୍ଚିମବଙ୍ଗର ଏହି ଦମ୍ପତ୍ତି ରସିଦ ନେଇ ହରିହର ଛକରୁ ଵସ୍ ଯୋଗେ ଚିଲିକା ଯାଇଥିଲେ। ତେବେ ଫେରିବା ସମୟରେ ସେମାନଙ୍କୁ…

ଆସନ୍ତା ୬ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ଅନ୍‌ଲାଇନ୍‌ରେ ହେବ ଫର୍ମ ପୂରଣ…

ଥରୁଛି ଓଡିଶା; ସକାଳ ୯ଟା ଯାଏଁ ଘରୁ ବାହାରିବା ମୁସ୍କିଲ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। କିଛି ଦିନ ଧରି କମିଯାଇଥିବା ଶୀତର ପ୍ରକୋପ ଏବେ ଆସ୍ତେ ଆସ୍ତେ ବଢିବାରେ ଲାଗିଛି। ସକାଳୁ ସକାଳୁ ପାରଦ ଖସିଯାଉଥିବା କାରଣରୁ ଅସମ୍ଭାଳ ଜାଡରେ ଥରୁଛନ୍ତି ଲୋକେ। ସକାଳ ୯ ତା ଯାଏଁ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇ ଯାଉଛି। ବିଶେଷ କରି…

ପୋଲିଓ ବୁନ୍ଦା ଖାଇ ୨୦ ଦିନର ଶିଶୁ ପ୍ରାଣ ହରାଇଥିବା ଅଭିଯୋଗ

ରାଜନଗର: ପୋଲିଓ ବୁନ୍ଦା ଖାଇବା ପରେ ପ୍ରାଣ ହରାଇଛି ୨୦ ଦିନର ଜଣେ ଶିଶୁପୁତ୍ର। ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଶିଶୁଟିର ପରିବାର ଲୋକେ। କରୋନା ପାଇଁ ଅନେକ ଦିନର ବ୍ୟବଧାନ ପରେ ଦେଶରେ ପୁଣି ପୋଲିଓ ବୁନ୍ଦାକାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତେବେ ଗତକାଲି ରାଜନଗର ଅଞ୍ଚଳର ଜଣେ ୨୦ ଦିନର…