Latest Odisha News

BREAKING NEWS

Yearly Archives

2021

କାର ଦୁର୍ଘଟଣାରେ ଜଣେ ମୃତ, ସାଉଥ୍-କୋ କନିଷ୍ଠ ଯନ୍ତ୍ରୀଙ୍କ ସମେତ ୨ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଯାଉଥିବା ବେଳେ କାରର…

ଫେବ୍ରୁଆରୀ ୫ ସୁଦ୍ଧା ସରିବ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ପ୍ରକ୍ରିୟା; ଉତ୍ତରପ୍ରଦେଶ

ନୂଆଦିଲ୍ଲୀ: ଜାନୁଆରୀ ୨୮ ଏବଂ ୨୯ ରେ ୪୫୦୦ ଅଧିବେଶନରେ କୋଭିଡ-୧୯ ଟିକାକରଣ ଅଭିଯାନ ଅଂଶ ଭାବରେ ଉତ୍ତରପ୍ରଦେଶ ସରକାର ୪,୮୦,୦୦୦ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାକରଣ କରିବାକୁ ଯୋଜନା କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ସେମାନେ ଫେବୃଆରୀ ୫ ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ…

ରାମ ମନ୍ଦିର ନିର୍ମାଣ ନିମନ୍ତେ ଦେଶବାସୀଙ୍କୁ ଉଦାର ଦାନ ପାଇଁ ଯୋଗୀ ଆଦିତ୍ୟ ନାଥଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଦେଶର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବରେ ଅଯୋଧ୍ୟା ସହରର ସମ୍ପ୍ରସାରଣ ତଥା ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ମନ୍ଦିରର ନିର୍ମାଣ କାର୍ଯ୍ୟ ପାଇଁ ସେ ଉଦାର ଦାନ ମଧ୍ୟ ଆହ୍ୱାନ କରିଛନ୍ତି।…

ଭାଷାକୁ ନେଇ ୨ ରାଜ୍ୟ ମଧ୍ୟରେ ସୀମା ଯୁଦ୍ଧ, ନେତା କହିଲେ- ‘କର୍ଣ୍ଣାଟକରେ ମିଶିବ ମୁମ୍ବାଇ’

ନୂଆଦିଲ୍ଲୀ: ମହାରାଷ୍ଟ୍ର-କର୍ଣ୍ଣାଟକ ୨ ରାଜ୍ୟ ମଧ୍ୟରେ ସୀମା ବିବାଦ ନେଇ ନେତାଙ୍କ ବୟାନ ବାଜି ତେଜିବାରେ ଲାଗିଛି । ମହାରାଷ୍ଟ୍ର ସୀମାକୁ ଲାଗି ରହିଥିବା କର୍ଣ୍ଣାଟକର ମରାଠୀ ଭାଷାଭାଷୀ ଅଞ୍ଚଳ ବାସୀଙ୍କ ଉପରେ ଅତ୍ୟାଚାର କରାଯାଉଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଭିଯୋଗ…

ଦିନକରେ ଦେଶରୁ ୧୧ ହଜାର କରୋନା ପଜିଟିଭ୍ ଚିହ୍ନଟ, ୧୪ ହଜାର ସୁସ୍ଥ

ନୂଆଦିଲ୍ଲୀ: ଦେଶରେ ଧିରେଧିରେ ଦୈନିକ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୧ ହଜାର ୬୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୧୪ ହଜାର ୩୦୧ ସଂକ୍ରମିତ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ…

ଖୁବ୍‌ ଶୀଘ୍ର ଆସିବ ନୂଆ ଟିକା: ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଜାନୁଆରୀ ୧୬ ରୁ ଦେଶରେ କରୋନା ବିରୋଧରେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଆରମ୍ଭ ହେବା ପରେ ଆହୁରି ଅନେକ ଟିକା ଲଞ୍ଚ୍‌ ହେବାକୁ ଯାଉଛି। ଅନ୍ଲାଇନ୍‌ରେ ରିୟାଦରେ ଫ୍ୟୁଚର ଇନଭେଷ୍ଟମେଣ୍ଟ ଇନିସିଏଟିଭ୍ ର ଚତୁର୍ଥ…

ଦିଲ୍ଲୀରେ ଭୁମିକମ୍ପର ଝଟକା ଅନୁଭୂତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଗୁରୁବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୨.୮ ମପା ଯାଇଥିଲା । ଏନେଇ ବିଭାଗ ପକ୍ଷରୁ ଟ୍ବିଟ୍ କରାଯାଇଛି।…

ଆଜି ବିଶ୍ୱ ଅର୍ଥନୈତିକ ଫୋରମ୍ (ଡବ୍ଲୁଇଏଫ୍) ସଂଳାପକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଶ୍ୱ ଅର୍ଥନୈତିକ ଫୋରମ୍ (ଡବ୍ଲୁଏଫ୍) ଡାଭୋସ୍ ସଂଳାପକୁ ସମ୍ବୋଧିତ କରିବେ। ଏହି ସଂଳାପ ଅପରାହ୍ନ ୫.୩୦ ରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଏକ ଟୁଇଟ୍‌ରେ କହିଛନ୍ତି ଯେ ସେ ଆସନ୍ତା…

ରାଷ୍ଟ୍ରପତି ପୁରସ୍କାର ପାଇବ‌େ ଶୁୁଭକାନ୍ତ ପ୍ରଧାନ

ଭୁବନେଶ୍ବର: ଚଳିତ ବର୍ଷ ରାଷ୍ଟ୍ରପତି ପୁରସ୍କାର ପାଇବ‌ାକୁ ଯାଉଛନ୍ତି ଶୁୁଭକାନ୍ତ ପ୍ରଧାନ। ଯିଏକି କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟ ଅଧିନସ୍ଥ ରାଜସ୍ବ ଗୁଇନ୍ଦା ନିର୍ଦ୍ଦ‌େଶାଳୟ (ଡି.ଆର୍ ଆଇ) ଭୁବନେଶ୍ବରର ସିନିୟର୍ ଇଣ୍ଟ‌େଲିଜେନ୍ସ ଅଫିସର ଭାବ‌େ କାର୍ଯ୍ୟରତ। ଶୁଭକାନ୍ତ ୨୦୨୧ ବର୍ଷ ଲାଗି…

ବେଜିଂର ବିସ୍ତାରବାଦୀ ମାନସିକତାକୁ ନେଇ ଚୀନକୁ ଜୋ ବାଇଡେନଙ୍କ ଚେତାବନୀ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବାର ଗୋଟିଏ ସପ୍ତାହ ଭିତରେ ଜୋ ବାଇଡେନ୍ ବେଜିଂଙ୍କୁ ଚେତାବନୀ ଦେଇଛନ୍ତି । ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆରେ ବେଜିଂର ବିସ୍ତାରବାଦୀ ମାନସିକତାକୁ ନେଇ ବର୍ଷିଛନ୍ତି ବାଇଡେନ । ଏକାଧିକ ବୟାନରେ ବାଇଡେନ୍ ପ୍ରଶାସନ ଓ ବରିଷ୍ଠ ସୁରକ୍ଷା…