Latest Odisha News

BREAKING NEWS

Yearly Archives

2021

୮୧ ଜଣ ଡାକ୍ତରଙ୍କ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର : ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଖାଲି ଥିବା ଓଡ଼ିଶା ମେଡିକାଲ ଓ ସ୍ବାସ୍ଥ୍ୟସେବା (ଓଏମ୍‌ଏଚ୍‌ଏସ) ଗ୍ରୁପ-ଏ (ଜୁନିଅର ବ୍ରାଞ୍ଚ)ରେ ଡାକ୍ତର ପଦବୀ ପୂରଣ କରିବାକୁ ଯାଉଛନ୍ତି । ଓଡ଼ିଶା ରାଜ୍ୟ…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜନଶୁଣାଣି ପୋର୍ଟାଲ ଏବଂ ଓଡ଼ିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍ ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱେବ୍‌ ପୋର୍ଟାଲ ଲୋକାର୍ପିତ କରିଛନ୍ତି । ଗୋଟିଏ ହେଉଛି ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗର ଜନଶୁଣାଣୀ ପୋର୍ଟାଲ ଏବଂ ଦ୍ୱିତୀୟଟି ହେଉଛି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ…

କେରଳରେ ନୋରାଭାଇରସ୍ ଆତଙ୍କ

କେରଳ : କେରଳର ପରିସ୍ଥିତି ଏବେ ବି ସ୍ଥିର ଅବସ୍ଥାକୁ ଫେରିନାହିଁ । ସେପଟେ କେରଳରେ ନୋରାଭାଇରସ୍  ଆତଙ୍କ ଯୋଗୁଁ ଉତ୍ତେଜନା ଦେଖାଦେଇଛି ।  କେରଳରେ ୧୩ ଟି ନୋରୋଭାଇରସ୍ ରୋଗ ଚିହ୍ନଟ ହୋଇଛି । କେରଳରେ ନୋରୋଭାଇରସ୍ ରୋଗର ବୃଦ୍ଧିକୁ ଦୃଷ୍ଟିରେ ରଖି ସୀମାନ୍ତ ଜିଲ୍ଲା କୋଡାଗୁ ଏବଂ କର୍ଣ୍ଣାଟକର…

ମହାକାଶର ଭୟଙ୍କର ଜୀବାଣୁ ପୃଥିବୀ ଉପରେ କରିପାରନ୍ତି ଆକ୍ରମଣ !

ମେଲବୋର୍ଣ୍ଣ: ମହାକାଶର ରହସ୍ୟ ବୁଝିବା କଷ୍ଟକର ବ୍ୟାପାର । ଏବେ ମାନବଜାତି ମହାକାଶ ଉପରେ ଗବେଷଣା କରିବା ସହ ଯାତ୍ରା ମଧ୍ୟ କରୁଛି । ତେବେ ଯେତିକି ଲାଭବାନ କରୁଛି ପରୋକ୍ଷରେ ଆଉ ଏକ ବିପଦକୁ ଡାକିଆଣୁଛି । ଆଡିଲେଡ ମହାକାଶ ଗବେଷଣାକାରୀମାନେ ଭୟଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି । ସେମାନଙ୍କ…

ଭିମସାରରେ ଚିହ୍ନଟ ହେଲେ ଆଉ ୧୭ ପଜିଟିଭ୍

ବୁର୍ଲା : ବୁର୍ଲା ଭିମସାର ମେଡିକାଲ କଲେଜରେ ଚିହ୍ନଟ ହେଲେ ଆଉ ୧୭ କରୋନା ଆକ୍ରାନ୍ତ । ଆଜି ଆଉ ୧୭ ଏମବିବିଏସ୍ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଭିମସାର ମେଡିକାଲ କଲେଜର ଡିନ୍ ପ୍ରଫେସର ଜୟଶ୍ରୀ ଦୋରା । ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ…

[ଭିଡିଓ] ପ୍ରିୟ ଜିପ୍ ଧରି ପାଟନା ରାସ୍ତାରେ ବୁଲିଲେ ଲାଲୁ ପ୍ରସାଦ ଯାଦବ

ପାଟନା : ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପୁରୁଣା ଅନ୍ଦାଜକୁ ଫେରିଛନ୍ତି । ଆଜି ଲାଲୁ ପ୍ରସାଦ ଯାଦବ ପାଟନା ରାସ୍ତାରେ ନିଜର ପୁରୁଣା ଜିପ୍ କୁ ଚଲାଉଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ଅନେକ ଲୋକମାନେ ଏହି ଜିପ୍ ଚଲାଉଥିବାର ଦେଖିଥିଲେ। ଲାଲୁ ମଙ୍ଗରବାର ରାତିରୁ ଏହି ଜିପ୍ ଚଲାଇବା…

ବାପା ହେଲେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଭୁବନେଶ୍ୱର କୁମାର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତ୍ନୀ ନୁପୂର ଏକ ଘରୋଇ ଡାକ୍ତରଖାନାରେ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏହା ସେମାନଙ୍କ ପ୍ରଥମ ସନ୍ତାନ । ୪ର୍ଥ ବିବାହ ବାର୍ଷିକୀ ଅବସରରେ ସେମାନଙ୍କୁ ଏହି ଗୁଡ…

ବାହାଘର ଶୋଭାଯାତ୍ରା ବେଳେ ମାଡିଗଲା ଟ୍ରକ, ୩ ମୃତ, ୪ ଗୁରୁତର

ମାଲକାନଗିରି : ମାଲକାନଗିରି ପାଣ୍ଡିପାଲିରେ ଅଘଟଣ । ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍ । ବରଯାତ୍ରୀ ଶୋଭାଯାତ୍ରା ବେଳେ ମାଡ଼ିଗଲା ଟ୍ରକ୍‌ । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା…

ଆସନ୍ତାକାଲି ସୁବର୍ଣ୍ଣପୁରରେ ବଣ୍ଟାଯିବ BSKY ସ୍ମାର୍ଟ କାର୍ଡ

ସୁବର୍ଣ୍ଣପୁର : ସାରା ରାଜ୍ୟରେ ବଣ୍ଟନ କରାଯାଉଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ । ଏହି କ୍ରମରେ ଆସନ୍ତାକାଲି ସୁବର୍ଣ୍ଣପୁରରେ ବଣ୍ଟାଯିବ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ । ଭର୍ଚ୍ଚୁଆଲରେ ଉପସ୍ଥିତ ରହି କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ…

ନନ୍ଦନକାନନରେ କୁମ୍ଭୀରଙ୍କ ଦେହରେ ଲାଗିବ ଟ୍ରାନ୍ସମିଟର

ଭୁବନେଶ୍ବର : ନନ୍ଦନକାନନରେ ଥିବା ଘଡ଼ିଆଳ କୁମ୍ଭୀରଙ୍କ ଉପରେ ରହିବ ତୀକ୍ଷ୍ନ ନଜର । ଏଣିକି କୁମ୍ଭୀରଙ୍କ ଦେହରେ ଲଗାଯିବ ସାଟେଲାଇଟ ଟ୍ରାନ୍ସମିଟର ଓ ହାଇଟେକ୍ ଟ୍ରାନ୍ସମିଟର । ଦୁଇଟି ପର୍ଯ୍ୟାୟରେ ୮ଟି କୁମ୍ଭୀର ଦେହରେ ଲଗାଯିବ ଏହି ଟ୍ରାନ୍ସମିଟର । କୁମ୍ଭୀରଙ୍କ ଗତିବିଧି ସମ୍ପର୍କରେ ତଥ୍ୟ…