Latest Odisha News

BREAKING NEWS

Yearly Archives

2021

ପ୍ରତ୍ୟାହାର ହେଲା କୃଷି ଆଇନ୍‌, କେନ୍ଦ୍ରର ନିଷ୍ପତ୍ତି ଉପରେ ମୋହର ମାରିଲା କ୍ୟାବିନେଟ୍

ନୂଆଦିଲ୍ଲୀ : ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । କେନ୍ଦ୍ରର ପ୍ରତ୍ୟାହାର ନିଷ୍ପତ୍ତି ଉପରେ ମୋହର ମାରିଛି କ୍ୟାବିନେଟ୍ । ସଂସଦର ଶୀତକାଳୀନ ଅଧିବେଶନରେ ଆସିବ ବିଲ୍ । କ୍ୟାବିନେଟରେ ଏହି ନିଷ୍ପତ୍ତି ପରେ ସଂସଦରେ ଆଗତ ହେବ କୃଷି ଆଇନ…

ତପସ୍ୱିନୀଙ୍କୁ ବାହା ହୋଇଛନ୍ତି ବୋଲି ମାନିଲେ ଡାକ୍ତର ସୁମିତ ସାହୁ

ବ୍ରହ୍ମପୁର : ବ୍ରହ୍ମପୁର ବ୍ରହ୍ମାନଗର ଦ୍ୱିତୀୟ ଲାଇନରେ ତପସ୍ୱିନୀ ଡାକ୍ତରଙ୍କ ଘରେ ଧାରଣାରେ ବସିବା ଘଟଣାରେ ମୁହଁ ଖୋଲିଛନ୍ତି ଡାକ୍ତର ସୁମିତ ସାହୁ । ଉଭୟଙ୍କ କୋର୍ଟ ମ୍ୟାରେଜ ହୋଇଥିବା ନେଇ ସ୍ୱିକାର କରିଛନ୍ତି ସୁମିତ । ପ୍ରଥମେ ମହିଳା ଜଣକ ହିଁ ଗଣ୍ଡୋଗୋଳ କରି ୪୯୮ ମାମଲା ରୁଜୁ…

ସ୍ୱିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ମାଗଡାଲେନା

ଷ୍ଟକହୋମ: ସ୍ୱିଡେନ ରାଜନୀତି ଇତିହାସରେ ଆଜି ନୂତନ ଅଧ୍ୟାୟ ଯୋଡି ହୋଇଯାଇଛି । ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଡେମୋକ୍ରାଟ ନେତ୍ରୀ ମାଗଡାଲେନା ଆଣ୍ଡରସନ ବହୁମତ ପାଇଛନ୍ତି । ସେ ବର୍ତମାନର ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫଭେନଙ୍କ ଉତରାଧିକାରୀ ହେବେ । ମାଗଡାଲେନା ଦେଶର…

ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗରିବଙ୍କୁ ମିଳିବ ମାଗଣା ରାସନ, କ୍ୟାବିନେଟରେ ମିଳିଲା ମଞ୍ଜୁରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ଆଉ ୪ମାସ ବୃଦ୍ଧି କରାଯାଇଛି । ମହାମାରୀ କରୋନା ଜନିତ ଯନ୍ତ୍ରଣାକୁ ଲାଘବ କରିବା ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଆଜି ବଡ଼ ଘୋଷଣା କରିଛନ୍ତି । ହିତାଧିକାରୀ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମାଗଣାରେ ରାସନ…

କୋଭିଡ୍ ଭାରିଆଣ୍ଟ ପରିବର୍ତ୍ତନ କଲେ ବିପଦ ଆସିପାରେ ; ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ୱର : ଦେଶରେ ଏବେ କରୋନା ସଂକ୍ରମଣ ହାର କମ୍ ରହୁଥିବା ବେଳେ ରାଜ୍ୟରେ ସଂକ୍ରମଣ କମ୍ ରହିଛି।ତେବେ ଏହା ଯେମିତି ଆଗକୁ ଆହୁରୀ କମିବ ସେନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଆଖ ପାଖ ଦେଶରୁ ଆମ ଦେଶକୁ କରୋନା ସଂକ୍ରମଣ…

[ଭିଡିଓ] ଫିଲ୍ମ ସୂର୍ଯ୍ୟବଂଶୀ ଗୀତର ତାଳେତାଳେ ନାଚିଲେ ହିମାଳୟର ଭିକ୍ଷୁକ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ପ୍ରତିଦିନ ସାମ୍ନାକୁ ଆସେ ଯାହା ଲୋକଙ୍କ ଧ୍ୟାନ ଆକର୍ଷଣ କରିଥାଏ । ଅନେକ ଭାଇରାଲ୍ ଭିଡିଓରେ କିଛି ଲୁକ୍କାୟିତ ପ୍ରତିଭା ମଧ୍ୟ ସାମ୍ନାକୁ ଆସିଥାଏ । ଏହି ଧାରାରେ ହିମାଳୟରେ ରହୁଥିବା କିଛି ଭିକ୍ଷୁକଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ।…

ଏହି ମହାନ ବ୍ୟକ୍ତିମାନେ କପିଲ ଶର୍ମା ଶୋଠାରୁ ଏବେ ବି ନିଜକୁ ଦୂରେଇ ରଖିଛନ୍ତି

ମୁମ୍ବାଇ: କପିଳ ଶର୍ମାଙ୍କ କମେଡି ଶୋ ଦି କପିଲ ଶର୍ମା ଶୋ ବଲିଉଡ ଫିଲ୍ମ ପ୍ରମୋଶନର ଏକ ଭଲ ପ୍ଲାଟଫର୍ମ ସାଜିଛି । ଦର୍ଶକଙ୍କ ପସନ୍ଦ ସତ୍ୱେ ଫିଲ୍ମ ଇଣ୍ଡଷ୍ଟ୍ରି ତଥା ଅନ୍ୟ ବିଭାଗର ମହାନ ବ୍ୟକ୍ତିମାନେ ବାରମ୍ବାର ନିମନ୍ତ୍ରଣ ସତ୍ୱେ ଶୋରେ ଯୋଗ ଦେବାକୁ ପସନ୍ଦ କରି ନାହାନ୍ତି । ସେମାନଙ୍କ…

ଦୁର୍ଘଟଣାଗ୍ରସ୍ତଙ୍କୁ ଆପାତକାଳୀନ ସହାୟତା ଓ ସେବା ପ୍ରଦାନ ସମ୍ପର୍କିତ ପ୍ରଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା

ବାଲେଶ୍ୱର: ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଆପାତ୍ତକାଳୀନ ସହାୟତା ଓ ସେବା ପ୍ରଦାନ ସମ୍ପର୍କିତ ପ୍ରଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ପ୍ରୋଜେକ୍ଟ ରକ୍ଷକ ଆରମ୍ଭ ହୋଇଛି । ବାଲେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆନୁକୂଲ୍ୟରେ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ସମ୍ମିଳନୀ କକ୍ଷରେ ଦୁଇ…

କେବେ ଦେଖିଛନ୍ତି ବିରଳ ଧଳା ହରିଣ ?

ଭୁବନେଶ୍ୱର: ଗୁଗଲରେ ସର୍ଚ୍ଚ କରିବା ମାତ୍ରେ ହରିଣଙ୍କର ଭଳିକିଭଳି ଫଟୋ ଓ ଭିଡିଓ ସାମ୍ନାକୁ ଆସିଥାଏ । ହେଲେ ବୋଧ ହୁଏ ଆପଣ କେବେ ଧଳା ହରିଣ ଦେଖିନଥିବେ । ତେବେ ନିକଟରେ ଦୁଇଟି ଧଳା ହରିଣଙ୍କ ଫଟୋ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ପ୍ରକୃତରେ ଧଳା ହରିଣ ଦେଖାଯିବା…

[ଭିଡିଓ] ବିବାହ ବେଦୀ ଛାଡି ପରୀକ୍ଷା ହଲରେ ଗୁଜରାଟି କନ୍ୟା

ଭୁବନେଶ୍ୱର: ଶିକ୍ଷାକୁ ଅଗ୍ରାଧିକାର ଦେଇ ଜଣେ ଯୁବତୀ ନିଜ ବିବାହ ଦିନ ପରୀକ୍ଷା ଦେଲେ । ବିବାହ ବେଦୀରେ ହାତଗଣ୍ଠି ପଡିବା ପୂର୍ବରୁ ସେ କନ୍ୟା ବେଶରେ ପରୀକ୍ଷା ହଲରେ ଆସି ପହଂଚିଥିଲେ । ଏହି ଘଟଣାର ଭିଡିଓଟି ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଗୁଜରାଟ ରାଜକୋଟ…