Latest Odisha News

BREAKING NEWS

Yearly Archives

2021

ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହେଉଛିି । ଏଥିରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପ୍ରଭାରୀ ଡ଼ି ପୁରଣ୍ଡେଶ୍ୱରୀ, ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ ତଥା ବିଜେପି…

ପ୍ରଦୂଷଣକୁ ନେଇ ସରକାରଙ୍କ ଉପରେ ପୁଣି ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଧବାର ଦିନ ସୁପ୍ରିମକୋର୍ଟ ପୁଣି ଥରେ ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣ ଉପରେ ଶୁଣାଣି ଆରମ୍ଭ କରିଛନ୍ତି। ଏହି ସମୟରେ ସୁପ୍ରିମକୋର୍ଟ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସରକାର କେଉଁ କାର୍ଯ୍ୟ କରିଛନ୍ତି ସେ ନେଇ ପୁଣି ଥରେ ପ୍ରଶ୍ନ ପଚାରିଛନ୍ତି। କେବଳ ଏତିକି ନୁହେଁ, ପ୍ରଧାନ…

କ୍ରିପ୍ଟୋକରେନ୍ସିକୁ ବ୍ୟାନ୍‌ କରିପାରନ୍ତି ମୋଦୀ ସରକାର; ଚିନ୍ତାରେ ମସ୍କ!

ନୂଆଦିଲ୍ଲୀ: କ୍ରିପ୍ଟୋକରେନ୍ସିକୁ ବ୍ୟାନ୍‌ କରିପାରନ୍ତି ମୋଦୀ ସରକାର। ଏ ନେଇ କେନ୍ଦ୍ରସରକାର ଅଧିକ ଶକ୍ତ ହେଉଥିବା ଜଣାପଡିଛି। ବାସ୍ତବରେ ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ କ୍ରିପ୍ଟୋକରେନ୍ସି ସହ ଜଡିତ ଏକ ବିଲ୍ ଆଣିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି। ଭାରତରେ ସମସ୍ତ ପ୍ରକାରର…

ଅପମାନିତ ହେଲେ କେନ୍ଦ୍ର ମନ୍ତ୍ରି ସ୍ମୃତି ଇରାନୀ: କପିଲ ଶର୍ମା ଶୋର ଗାର୍ଡ ସେଟକୁ ଛାଡିଲାନି

ମୁମ୍ବାଇ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଏକ ଟିଭି କାର୍ଯ୍ୟକ୍ରମ ଶୋରେ ଘୋର ଅପମାନିତ ହେବାକୁ ପଡିଛି । ରିପୋର୍ଟ ମୁତାବକ କପିଲ ଶର୍ମାଙ୍କ ଶୋରେ ସ୍ମୃତି ଇରାନୀ ଯୋଗ ଦେବା ପାଇଁ ନିମନ୍ତ୍ରିତ ହୋଇଥିଲେ । ମାତ୍ର ଦୁଃଖର କଥା ଶୋ’ର ଗାର୍ଡ ତାଙ୍କୁ ଭିତରକୁ ଛାଡି ନ ଥିଲା । କେନ୍ଦ୍ର…

ଫିଲ୍ମ ‘ଆଦିପୁରୁଷ’ ପାଇଁ ୧୫୦ କୋଟି ନେଇଛନ୍ତି ପ୍ରଭାସ!

ନୂଆଦିଲ୍ଲୀ: ସାଉଥ୍‌ ସୁପରଷ୍ଟାର ପ୍ରଭାସ ଇଣ୍ଡଷ୍ଟ୍ରିର ଜଣେ ବିଗ୍‌ ବଜେଟ୍‌ ଆକ୍ଟର ମଧ୍ୟରୁ ଜଣେ ତାଙ୍କର ଏକ ଭିନ୍ନ ଲୋକପ୍ରିୟତା ରହିଛି। ତାଙ୍କ ଲୋକପ୍ରିୟତା ଯେତିକି ତାଙ୍କ ପାଉଣା ମଧ୍ୟ ବେଶ୍‌ ଦମ୍‌ଦାର ରହିଥାଏ। ବ୍ଲକବ୍ଲଷ୍ଟର ମୁଭି ‘ବାହୁବଲୀ’ ପାଇଁ ବେଶି ଲୋକପ୍ରିୟତା ହାସଲ…

ପ୍ରଥମ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆକୁ ଟିପ୍ସ ଦେଉଛନ୍ତି ରାହୁଲ ଦ୍ରାବିଡ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): କାଲିଠୁ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ । କାନପୁରରେ ଖେଳାଯିବ ପ୍ରଥମ ଟେଷ୍ଟ । ମୋଟ୍ ଦୁଇଟି ଟେଷ୍ଟ ଖେଳାଯିବ । ଏହି ଟେଷ୍ଟ ସିରିଜ୍ ଜିତିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଝାଳବୁହା ଅଭ୍ୟାସ ଚଳାଇଛନ୍ତି ଖେଳାଳି । ପ୍ରତିଟି ଖେଳାଳିଙ୍କୁ ଟିପ୍ସ…

କାଠ ବୋଝେଇ ପିକ୍ ଅପ ଗାଡ଼ି ଓ କାର ଜବତ କଲା ବନ ବିଭାଗ, ଜଣେ ଗିରଫ

କାମାକ୍ଷାନଗର: କାଠ ବୋଝେଇ ପିକ୍ ଅପ ଗାଡ଼ି ଓ କାରକୁ ଜବତ କରିଛି ବନ ବିଭାଗ । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବାଟଗାଁର ଠେଙ୍ଗିଆମୁଣ୍ଡା ନିକଟରୁ ଏକ କେନ୍ଦୁକାଠ ବୋଝେଇ ପିକଅପ ଗାଡ଼ି ଏବଂ ଦାମୀ କାର ଜବତ ହୋଇଛି । ଏହାସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ହେଲେ…

ଏପ୍ରିଲ ୨ରୁ ଆରମ୍ଭ ହେବ ଆଇପିଏଲ ସିଜନ ୧୫ !

ଚେନ୍ନାଇ:ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ଏପ୍ରିଲ ୨ରୁ ଆରମ୍ଭ ହୋଇପାରେ ବୋଲି ପ୍ରତିଷ୍ଠିତ କ୍ରିକେଟ ୱେବସାଇଟରେ ଖବର ପ୍ରକାଶ ପାଇଛି । ତାରିଖ ଘୋଷଣା କରାଯାଇ ନ ଥିଲେ ମଧ୍ୟ ସମସ୍ତ ଫ୍ରାଂଚାଇଜଙ୍କୁ ଏପ୍ରିଲ୨ର ପ୍ରଥମ ମ୍ୟାଚ ପାଇଁ ପ୍ରସ୍ତୁତ ରହିବାକୁ ବିସିସିଆଇ ପକ୍ଷରୁ କୁହାଯାଇଛି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ଗଜପତି ମହାରାଜ ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଏକ ମଡେଲ ଅନାବରଣ କରିଥିଲେ । ପ୍ରକଳ୍ପ…

ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ଆଜିଠୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ସନ୍ଧ୍ୟା ୫ଟାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ବେଳେ ବିଏସଏଫର ଅଧିକାର କ୍ଷେତ୍ର ବୃଦ୍ଧି…