Latest Odisha News

BREAKING NEWS

Yearly Archives

2021

ଖ୍ରୀଷ୍ଟମାସ ପରେଡ୍‌ ବେଳେ ଭୟଙ୍କର ଅଘଟଣ; ବୟସ୍କ ଓ ଶିଶୁଙ୍କ ଉପରେ ମାଡିଗଲା ଗାଡି

ନୂଆଦିଲ୍ଲୀ: ମିଲ୍‌ୱାକି ଉପକଣ୍ଠରେ ରବିବାର ଦିନ ଖ୍ରୀଷ୍ଟମାସ ପରେଡରେ ସାମିଲ୍‌ ହୋଇଥିବା ଲୋକଙ୍କ ଉପରେ ଏସୟୁଭି ମାଡିଯାଇଥିଲା। ଏହି ଗାଡି ୪୦ ରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ଶିଶୁଙ୍କୁ ନିର୍ଦ୍ଦିଷ୍ଟ ଭାବରେ ଟାର୍ଗେଟ କରିଥିବା ଜଣାପଡ଼ିଛି। ନଗର ପୋଲିସର ସୂଚନାନୁସାରେ, ଏପର୍ଯ୍ୟନ୍ତ ଏହି…

ହାତୀକୁ କାବୁ କରିବାକୁ ନାକେଦମ ବନ ବିଭାଗ, ୫ ଅଧିକାରୀ ଆହତ

ଦୁର୍ଦ୍ଦାନ୍ତ ଦନ୍ତା ରାମୁ ବେକରେ ରେଡିଓ କଲାର ଲଗାଇବା କାର୍ଯ୍ୟକ୍ରମ ସାମୟିକ ବନ୍ଦ ରହିଛି । ରେଡିଓ କଲାର ଲଗାଇବା ବେଳେ ହାତୀ ଆକ୍ରମଣରେ ୫ ଜଣ ଅଧିକାରୀ ଆହତ ହୋଇଛନ୍ତି । ବେଙ୍ଗାଳୁରୁରୁ ଆସିଥିବା ବିଶେଷଜ୍ଞଙ୍କ କାନ୍ଧ ଭାଙ୍ଗି ଯାଇଥିବା ବେଳେ ଜଣେ ଫରେଷ୍ଟର ଗୁରୁତର ହୋଇଛନ୍ତି । ଏହା ପରେ…

ଭିଜିଲାନ୍ସ ପଞ୍ଝାରେ ICDS ସୁପରଭାଇଜର,୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

ନୂଆପଡା : ଭିଜିଲାନ୍ସ ଜାଲରେ ICDSର ସୁପର ଭାଇଜର । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚାଟିଆଗୁଡା ସେକ୍ଟର ସୁପରଭାଇଜର ହର୍ଶମଣୀ ଦେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସ୍ଥାନୀୟ ସାଗୁନଭାଡି ୨ ନମ୍ବର ସେଣ୍ଟର ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି କରାଇ ଦେବା ପାଇଁ କହି ୮୦ ହଜାର…

ବ୍ରହ୍ମପୁର ବାଳସୁଧାର ଗୃହରୁ ୬ଜଣ ଅନ୍ତେବାସୀ ଚମ୍ପଟ

ବ୍ରହ୍ମପୁର: ବାଳସୁଧାର ଗୃହରୁ ୬ଜଣ ଅନ୍ତେବାସୀ ଚମ୍ପଟ । ସୁଧାର ଗୃହର ଝରକା ରେଲିଂ ତାଡ଼ି ଭୋର ୪ଟାରୁ ଚମ୍ପଟ ମାରିଛନ୍ତି । ବ୍ରହ୍ମପୁରରେ ଥିବା ବାଳସୁଧାର ଗୃହରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ୬ଜଣ ଅନ୍ତେବାସୀ ଚମ୍ପଟ…

ବଢିବ ଶୀତର ପ୍ରକୋପ; ଥରିବ ରାଜ୍ୟ

ଭୁବନେଶ୍ୱର: ୪୮ ଘଣ୍ଟା ପରେ ଓଡିଶାର ତାପମାତ୍ରା ହ୍ରାସ ପାଇବା ସହିତ ଶୀତର ପ୍ରକୋପ ବଢିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଦୁଇ ଦିନ ପରେ ରାଜ୍ୟରେ ରାତିରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ…

ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ିର ବିକ୍ଷୋଭ

ଭୁବନେଶ୍ୱର: ରାଜରାସ୍ତାରେ ବିଜେଡ଼ିର ଗର୍ଜନ । ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ିର ବିକ୍ଷୋଭ ଆରମ୍ଭ ହୋଇଯାଇଛି । ରାଜରାସ୍ତାରେ ବିଜେଡି ଯୁବ ଛାତ୍ର ଓ ମହିଳା ସଙ୍ଗଠନର ନାରା । ଦରଦାମ୍ ସବୁ ନିୟନ୍ତ୍ରଣ ନହେବା ଯାଏ ବିଜେଡିର ଆନ୍ଦୋଳନ ଜାରି ରହିବ । ଅଚ୍ଛେ ଦିନର ସ୍ୱପ୍ନ ଦେଖାଇ…

‘ଅନୁପମା’ ଆକ୍ଟର ମାଧବୀ ଗୋଗ୍‌ଟେଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ 'ଅନୁପମା'ରେ ରୁପାଲି ଗାଙ୍ଗୁଲିଙ୍କ ମାଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ମାଧବୀ ଗୋଗ୍‌ଟେଙ୍କ ଦେହାନ୍ତ ହୋଇଛି। ଖବର ଅନୁଯାୟୀ, ସେ କରୋନା ଆକ୍ରାନ୍ତ ଥିଲେ। ସେ ନଭେମ୍ବର ୨୧ରେ ମୁମ୍ବାଇର ସେଭେନ ହିଲ୍ସ…

ପୋଲ ତଳୁ ଅଜଣା ମୃତଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲା ନାଥସାହିରେ ଥିବା ପେଟ୍ରୋଲ ପମ୍ପ ନିକଟ ପୋଲ ତଳୁ ମୃତଦେହ ଉଦ୍ଧାର । ଏଯାଏଁ ମୃତବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଛି । ମୃତଦେହଟି ପୋଲ ତଳେ ଥିବା ପାଇପଲାଇନ୍ ନିକଟରେ ପଡ଼ିରହିଥିଲା । ଆଜି ସକାଳୁ ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ପୁରୁଣା ବଜାର ପୋଲିସକୁ ଖବର…

ଆଜି ‘ବୀର ଚକ୍ର’ ସମ୍ମାନରେ ସମ୍ମାନିତ ହେବେ ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଦ୍ବାରା ଆଜି ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବୀର ଚକ୍ର ସମ୍ମାନ ପ୍ରଦାନ କରାଯିବ। ଅଭିନନ୍ଦନ ବର୍ଦ୍ଧମାନ ଭାରତୀୟ ବାୟୁସେନାର ଜଣେ ଅଧିକାରୀ। ଭାରତ-ପାକିସ୍ଥାନ ସୀମାରେ ଥିବା ୱାଗା ସୀମାରେ ଭାରତୀୟ ସମୟ ମାର୍ଚ୍ଚ ୧,…

ପଞ୍ଜାବର ପଠାନକୋଟ ଆର୍ମି କ୍ୟାମ୍ପର ତ୍ରିବେଣୀ ଫାଟକ ନିକଟରେ ଗ୍ରେନେଡ଼ ବିସ୍ଫୋରଣ

ପଠାନକୋଟ: ସୋମବାର ସକାଳେ ପଞ୍ଜାବର ପଠାନକୋଟର ଧୀରପୁଲ ନିକଟ ଭାରତୀୟ ସେନାର ତ୍ରିବେଣୀ ଫାଟକ ନିକଟରେ ଗ୍ରେନେଡ଼ ବିସ୍ଫୋରଣ ହୋଇଛି । ପୋଲିସ କହିଛି, ଦୁଇଜଣ ଅଜଣା ବ୍ୟକ୍ତି ଏକ ବାଇକରେ ଆସି ଏକ ଗ୍ରେନେଡ଼କୁ ଆର୍ମି ଗେଟ୍ ଭିତରକୁ ଫୋପାଡ଼ି ଦେଇଥିଲେ । ଗ୍ରେନେଡ଼ର କିଛି ଅଂଶ ଉଦ୍ଧାର କରାଯାଇ…