Latest Odisha News

BREAKING NEWS

Yearly Archives

2021

ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ନେଇ ଆସନ୍ତାକାଲିଠୁ ବିଜେଡିର ଆନ୍ଦୋଳନ

ଭୁବନେଶ୍ୱର : ରନ୍ଧନ ଗ୍ୟାସ ଅହେତୁକ ଦରବୃଦ୍ଧିକୁ ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ବିଜୁ ଜନତା ଦଳ ବିଜୁ ଛାତ୍ର ଜନତା ଏବଂ ବିଜୁ ମହିଳା ଜନତା ଦଳ ତରଫରୁ ଆସନ୍ତା କାଲିଠାରୁ ୩ ଦିନ ଧରି ଓଡିଶାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିବ ବିଜେଡି । କଟକ ,ସମ୍ବଲପୁର ,ବ୍ରହ୍ମପୁର ଆରଡିସି…

ଅଚାନକ ରାସ୍ତାରେ ହେଲା ଟଙ୍କା ବର୍ଷା; ବୋହିନେଲେ ଲୋକେ

ନୂଆଦିଲ୍ଲୀ: ନିକଟରେ ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ  ଦେଖିବାକୁ ମିଳିଛି ଯେ ପୁଳା ପୁଳା ନୋଟ୍ ବିଡା ରାସ୍ତାରେ ପଡିଛି ଏବଂ ଲୋକେ ଟଙ୍କା ବୋହି ନେୁଛନ୍ତି। ରାସ୍ତାରେ ଥିବା ଲୋକମାନେ ଏହାକୁ ଅତି ଆନନ୍ଦରେ ସେମାନଙ୍କୁ ଉଠାଇନେଉଥିବାର ଦେଖିବାକୁ ମିଳିଛି।…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୂଜାର୍ଚ୍ଚନା ଆରମ୍ଭ ,୨୪ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଆସନ୍ତା ୨୪ ତାରିଖର ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ଭିତ୍ତି ପ୍ରସ୍ତର ସ୍ଥାପନା ପୂର୍ବରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଏନେଇ ଯଜ୍ଞ ମଣ୍ଡପ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଁଞ୍ଚିଥିବା ବେଳେ ଆସନ୍ତା କାଲି…

ଆବଶ୍ୟକ ପଡ଼ିଲେ ପୁଣି ଫେରିବ କୃଷି ଆଇନ!

ଲକ୍ଷ୍ନ‌ୌ: ମୋଦୀଙ୍କ ୩ଟି କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ରା ରବିବାର ଦିନ ତିନୋଟି ବିବାଦୀୟ କୃଷି ଆଇନକୁ ରଦ୍ଦ କରାଯାଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ଏବଂ ପରେ ଦରକାର ପଡ଼ିଲେ ଏହି ଆଇନ ପୁଣି ଫେରିପାରେ…

ଉନ୍ମୋଚିତ ହେଲା ସୂର୍ଯ୍ୟମଣି ମିଶ୍ରଙ୍କ “କ୍ଷମତାର ଚରିତ୍ର”

ଭୁବନେଶ୍ୱର : ପେନ ଇନ୍ ବୁକ୍ସ ଆନୁକୂଲ୍ୟରେ ସ୍ଥାନୀୟ ଏକ ହୋଟେଲରେ ପ୍ରାବନ୍ଧିକ ସୂର୍ଯ୍ୟମଣି ମିଶ୍ରଙ୍କ ପ୍ରବନ୍ଧ ସଙ୍କଳନ “କ୍ଷମତାର ଚରିତ୍ର” ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କବି ହର ପ୍ରସାଦ ଦାସ, କଥାଶିଳ୍ପୀ ଦାଶ ବେହେହୁର, ବରିଷ୍ଠ ସାମ୍ବାଦିକ ଭାସ୍କର…

୪ ଦିନ ପରେ ପୁଣି ଫେରିବ ଶୀତ

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟରେ ରାତି ତାପମାତ୍ରା ବୃଦ୍ଧି ପାଇଛି। ପ୍ରାୟ ସମସ୍ତ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି । ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ଏବେ ୨୨ ଡିଗ୍ରି ରହିଛି, ଯାହାକି ସ୍ବାଭାବିକଠାରୁ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ଅଧିକ।…

ଜଣେ ଲେଖକ ଆଜୀବନ କେବଳ ନିଜକୁ ହିଁ ଲେଖି ଚାଲିଥାଏ : ଶିବାଶିଷ ପାଢ଼ୀ

ଶିବାଶିଷ ପାଢ଼ୀ , ସ୍ଵତନ୍ତ୍ର ତାଙ୍କ କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କାହାଣୀ କେଉଁଠି ବି ଫୁଟିଉଠି ପାରେ। କେବଳ ଫୁଟେ ନାହିଁ , ତା ‘…

[ଭିଡ଼ିଓ] କାଶୀପୁର ବ୍ଲକରେ ବଢୁଛି ଡାଇରିଆ ଆତଙ୍କ, ୮ଦିନରେ ୪ ମୃତ

କାଶୀପୁର : ରାୟଗଡ଼ା କାଶୀପୁର ବ୍ଲକ ଡିଡିଘାଟ ଗାଁରେ ଡାଇରିଆ ଆତଙ୍କ । ୮ ଦିନରେ ୪ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏନେଇ ଆତଙ୍କିତ ହୋଇପଡ଼ିଛନ୍ତି ଗାଁର ଲୋକେ । କିଛି ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରୁ ଫେରିବା ପରେ ପୁଣି ଥରେ ଗାଁରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ…

କମୁନି ପ୍ରଦୂଷଣ; ଏବେ ବି ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ: ରବିବାର ସକାଳ ସୁଦ୍ଧା ଦିଲ୍ଲୀର ବାୟୁ ଗୁଣବତ୍ତା “ଅତ୍ୟନ୍ତ ଖରାପ” ପରିସ୍ଥିତିରେ ରହିଛି। ରବିବାର ସକାଳ ୯ ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୮୨ ରେକର୍ଡ କରାଯାଇଥିଲା। ୨୪ ଘଣ୍ଟାର ହାରାହାରି AQI ଶନିବାର ଦିନ ୩୭୪ ଥିଲା। ଫରିଦାବାଦ (୩୪୭), ଗାଜିଆବାଦ…

୭ ଘଣ୍ଟା ପରେ ପୁଣି ଜିଇଁ ଉଠିଲେ ମୃତ ବ୍ୟକ୍ତି

ନୂଆଦିଲ୍ଲୀ: ୭ ଘଣ୍ଟା ପରେ ପୁଣି ଜିଇଁ ଉଠିଲେ ମୃତ ବ୍ୟକ୍ତି। ଏମିତି ଏକ ବିଚିତ୍ର ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି। ଖବର ଅନୁଯାୟୀ, ଶ୍ରୀକେଶ ନାମକ ଜଣେ ବ୍ୟକ୍ତିଙ୍କର ଗାଡି ଧକ୍କାରେ ଦୁର୍ଘଟଣା ହେବାରୁ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରମାନେ ତାଙ୍କୁ…