Latest Odisha News

BREAKING NEWS

Yearly Archives

2021

ଡ଼ଙ୍ଗା ଭସାଇବାବେଳେ ଭାସିଯାଇଥିବା ନାବାଳକର ମୃତଦେହ ଉଦ୍ଧାର

କାମାକ୍ଷାନଗର: ଡ଼ଙ୍ଗା ଭସାଇବାକୁ ଯାଇଥିବାବେଳେ ନଦୀରେ ଭାସିଯାଇଥିବା ନାବାଳକକୁ ଉଦ୍ଧାର କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ଢ଼େଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀ ବୁଦେ୍ଧଶ୍ୱର ଘାଟରେ ଡ଼ଙ୍ଗା ଭସାଇବାକୁ ଯାଇଥିଲେ ରୋଶନ ନାୟକ । ଏହି ସମୟରେ ନଦୀରେ ସେ ଭାସିଯାଇଥିଲେ । ଜଣେ ମାଛ…

[ଭିଡ଼ିଓ] କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ପୀଠରେ ୧୪୪ଧାରା

ଭୁବନେଶ୍ୱର: ଧର୍ମ ମାସର ଶେଷ ଦିନରେ ବିଭିନ୍ନ ଜଳାଶୟ ଗୁଡ଼ିକରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଗହଳି । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ଜଳାଶୟ ଓ ମନ୍ଦିରଗୁଡ଼ିକରେ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଥିଲା । ହେଲେ ଆଜି ଯାଜପୁର ବଞ୍ଝାରପୁର ବରୁଣେଶ୍ୱର ମନ୍ଦିରରେ ନିୟମର ଖୋଲାଖୋଲି…

ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

ଭୁବନେଶ୍ୱର : ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ । କିଛି ଦିନ ତଳେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଅନ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି…

[ଭିଡ଼ିଓ] ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ଵର ବେଶ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ଵର ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ପାରମ୍ପରିକ ରୀତି ମତେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ବିରାଜିତ ତିନି ଠାକୁରଙ୍କୁ ରାଜରାଜେଶ୍ୱର ବେଶରେ ସଜିତ କରାଯାଇଥାଏ । ଆଜି ଅବକାଶ ନୀତି ଶେଷ ହେବା ପରେ…

ଆନ୍ଧ୍ରପ୍ରଦେଶ କଡ଼ାପାରେ ଆକସ୍ମିକ ବନ୍ୟା ବିତ୍ପାତ ,୩ ମୃତ ୩୦ ନିଖୋଜ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶରେ ପୁଣି ବନ୍ୟା ବିତ୍ପାତ । ଆନ୍ଧ୍ରପ୍ରଦେଶ କଡ଼ାପା ଜିଲ୍ଲାରେ ହଠାତ୍ ବନ୍ୟା ହେବା ଯୋଗୁଁ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ବ୍ୟକ୍ତି ନିଖୋଜ ଅଛନ୍ତି । ସୂଚନା ଅନୁସାରେ ଗୋଟିଏ ଜଳ ଭଣ୍ଡାରରେ ଘାଇ ହେବାରୁ ଚେୟୁର ନଦୀ କୂଳଲଙ୍ଘି କେତେକ ଅଞ୍ଚଳ…

ପ୍ରବଳ ବର୍ଷାରେ କାନ୍ଥ ପଡ଼ି ତାମିଲନାଡ଼ୁରେ ୪ପିଲାଙ୍କ ସମେତ ୯ମୃତ

ତାମିଲନାଡ଼ୁ: ତାମିଲନାଡ଼ୁରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା ଯୋଗୁଁ ତାମିଲନାଡ଼ୁର ଭେଲୋର ଜିଲ୍ଲାରେ ଏକ କୋଠାଘରର କାନ୍ଥ ପଡ଼ିଯିବାରୁ ୪ଜଣ ପିଲାଙ୍କ ସମେତ ୯ଜଣଙ୍କ ମୃତ୍ୟୁ ହୋଇଛି । ଭେଲୋର ଜିଲ୍ଲା ଅନ୍ତର୍ଗତ ପେରନାମପଟ୍ଟୁ ଅଞ୍ଚଳରେ ଘଟିଛି ଏହି ଅଘଟଣ । ସ୍ଥାନୀୟ ଲୋକଙ୍କଠାରୁ ଘଟଣା…

ପ୍ରଦୂଷଣରେ ବେହାଲ ପାକିସ୍ତାନ

ନୂଆଦିଲ୍ଲୀ: ପ୍ରଦୂଷଣ ହେତୁ ପାକିସ୍ତାନର ସ୍ଥିତି ଶୋଚନୀୟ ହୋଇପଡ଼ିଛି। ଲାହୋର ସମେତ ଅନେକ ସହରରେ ଲୋକମାନେ ନିଶ୍ୱାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ପ୍ରଦୂଷଣ ଦୃଷ୍ଟିରୁ ଲାହୋର ସହର ଦୁନିଆର ସବୁଠାରୁ ଖରାପ ସହର ତାଲିକାରେ ରହିଛି। ଲୋକମାନଙ୍କ ଅଭିଯୋଗ ଅନୁଯାୟୀ ସେମାନେ…

[ଭିଡ଼ିଓ] ମତ୍ସ୍ୟ ବିଭାଗ ତରଫରୁ ବାଲିମେଳା ଜଳଭଣ୍ଡାରରେ ଛଡାଗଲା ମାଛ ଜାଆଁଳା

ଚିତ୍ରକୋଣ୍ଡା : ବିଭିନ୍ନ ସ୍ଥାନରେ ଏବେ ଚାଷୀ ମାନେ ମାଛ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି । ଅନ୍ୟପଟେ ମାଛ ଚାଷୀଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ବାଲିମେଳା ଜଳ ଭଣ୍ଡାରରେ ଜିଲ୍ଲା ମତ୍ସବିଭାଗ ତରଫରୁ ମାଛ ଯାଆଁଳା ସବୁ ଛଡା ଯାଇଛି । ଲୋକଙ୍କ ଜୀବନ…

କରଣଙ୍କ ‘ଦୋସ୍ତାନା ୨’ରୁ ଆଉଟ୍‌ ହେବା ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲେ କାର୍ତ୍ତିକ

ନୂଆଦିଲ୍ଲୀ: ନିର୍ଦ୍ଦେଶକ କରଣ ଜୋହରଙ୍କ ‘ଦୋସ୍ତାନା ୨’ରୁ ଆଉଟ୍‌ ହେବା ପ୍ରସଙ୍ଗକୁ ନେଇ କାର୍ତ୍ତିକ ଆର୍ଯ୍ୟନ୍ ନୀରବତା ଭାଙ୍ଗିଛନ୍ତି। ସେ ଏହି ଚଳଚ୍ଚିତ୍ର ପାଇଁ ବହୁ ପୂର୍ବରୁ ସୁଟିଂ କରିଥିଲେ କିନ୍ତୁ ପ୍ରଡକ୍ସନ୍ ହାଉସ୍ କାର୍ତ୍ତିକ ଏହି ପ୍ରକଳ୍ପର ଅଂଶ ନୁହେଁ ବୋଲି ଘୋଷଣା କରିଥିଲା।…

ତୃତୀୟ ଥର ପାଇଁ ଏନ୍‌ସିବି ଆଗରେ ହାଜର ହେଲେ ଆର୍ୟନ୍‌

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ଜାମିନ ଚୁକ୍ତିନାମା ଅନୁଯାୟୀ ଶାହରୁଖ ଖାନଙ୍କ ପୁଅ ଆର୍ୟନ୍‌ ଖାନ ଶୁକ୍ରବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସାମ୍‌ନାରେ ହାଜର ହୋଇଥିଲେ। ସୂଚନାନୁସାରେ, ଆର୍ୟନ୍‌ ରାତି ପ୍ରାୟ ୧.୩୦ଟାରେ ଏଜେନ୍ସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ରେଜିଷ୍ଟରରେ ଦସ୍ତଖତ…