Latest Odisha News

BREAKING NEWS

Yearly Archives

2021

ନୋଏଡା ଦେଶର ସବୁଠାରୁ ପ୍ରଦୂଷିତ ସହର

ନୂଆଦିଲ୍ଲୀ: ବାୟୁ ଗୁଣବତ୍ତାରେ ସାମାନ୍ୟ ଉନ୍ନତି ସତ୍ତ୍ବେ ଜାତୀୟ ରାଜଧାନୀ ଅଞ୍ଚଳରେ ପ୍ରଦୂଷଣ ସ୍ତର ଉଦ୍‌ବେଗଜନକ ସ୍ତରରେ ରହିଛି। ଗାଜିଆବାଦରେ ବାୟୁ ଗୁଣବତ୍ତା ଶନିବାର ଦିନ ୪୪୧ ରେକର୍ଡ ହୋଇଥିବା AQI ସହିତ ‘ଗୁରୁତର’ ବର୍ଗରେ ରହିଆସିଛି। ଶୁକ୍ରବାର ଦିନ ୪୮୧ ରେ AQI ରେକର୍ଡ…

ଗାଈର ଗୋବର ଦେଶର ଅର୍ଥନୀତିକୁ ମଜବୁତ କରିବାରେ ସହାୟକ ହେବ; ସିଏମ୍‌ ଚୌହାନ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶନିବାର କହିଛନ୍ତି ଯେ ଗାଈର ଗୋବର ଏବଂ ପରିସ୍ରା ରାଜ୍ୟ ତଥା ଦେଶର ଅର୍ଥନୀତିକୁ ମଜବୁତ କରିବାରେ ସହାୟକ ହେବ। ସିଏମ୍‌ ଚୌହାନ କହିଛନ୍ତି ଯେ, "ଗାଈର ଗୋବର ଏବଂ ପରିସ୍ରା ରାଜ୍ୟ ତଥା ଦେଶର ଅର୍ଥନୀତିକୁ ମଜବୁତ କରିବାରେ…

ଡେଙ୍ଗୁରୁ ସୁସ୍ଥ ହେବା ପରେ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ହେଲେ ବ୍ୟକ୍ତି

ନୂଆଦିଲ୍ଲୀ: ଡେଙ୍ଗୁରୁ ସୁସ୍ଥ ହେବାର ୧୫ ଦିନ ପରେ ଜଣେ ୪୯ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ନୂଆଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଡେଙ୍ଗୁରୁ ସୁସ୍ଥ ହେବାର ୧୫ ଦିନ ପରେ ଗ୍ରେଟର ନୋଏଡାର ବାସିନ୍ଦା ମହମ୍ମଦ ତାଲିବ ତାଙ୍କ ଗୋଟିଏ ଆଖିରୁ…

ଆଜିଠୁ ବଦଳିବ ପାଣିପାଗ, ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରଭାବ କମିବ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଥାଇଲାଣ୍ଡରେ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନିଭୂତ ହେବ। ଆସନ୍ତାକାଲି ଉତ୍ତର-ଆଣ୍ଡାମାନ ସାଗର ଓ ତତସଂଲଗ୍ନ ପୂର୍ବ କେନ୍ଦ୍ରୀୟ…

୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ହେବନି କୋଭିଡ୍‌ ଟେଷ୍ଟ

ନୂଆଦିଲ୍ଲୀ: ଭାରତ ଯାତ୍ରା କରୁଥିବା ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ କୌଣସି କୋଭିଡ୍‌-୧୯ ପରୀକ୍ଷା ହେବ ନାହିଁ ବୋଲି ନୂତନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ କୁହାଯାଇଛି। "ଭାରତ ଯାତ୍ରା କରୁଥିବା ୫ ବର୍ଷରୁ କମ୍ ବୟସରୁ ପିଲାମାନେ ଉଭୟ ପୂର୍ବ ଏବଂ ପରବର୍ତ୍ତୀ…

ଆଜି ରାଜ୍ୟରୁ ୨୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୨୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୪୨ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୫୩ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୧୦୯ ଟି ଲୋକାଲ୍‌ କେସ୍‌ ରହିଛି। ସେହିପରି ବାଲେଶ୍ବରରୁ ୧୨,…

ସ୍ୱାମୀଙ୍କୁ ଛାଡ଼ି ଦେବାକୁ ନକ୍ସଲଙ୍କୁ ସ୍ତ୍ରୀର ଗୁହାରୀ

ଭୁବନେଶ୍ୱର: ସ୍ୱାମୀଙ୍କୁ ଖୋଜିବାକୁ ବାହାରିପଡ଼ିଛନ୍ତି ସ୍ତ୍ରୀ। କୋଳରେ ଅଛି ୩ବର୍ଷର ପୁଅ। ନକ୍ସଲ ଦ୍ୱାରା ଅପହୃତ ଇଞ୍ଜିନିୟର ନିଖୋଜ ଅଜୟ ରୋଷନଙ୍କୁ ଜଙ୍ଗଲରେ ଖୋଜି ବୁଲୁଛନ୍ତି ତାଙ୍କ ସ୍ତ୍ରୀ ଅର୍ପିତା। ସ୍ୱାମୀଙ୍କୁ ସେମାନଙ୍କ କବଳରୁ ଫେରାଇ ଆଣିବାକୁ ବାହାରିପଡ଼ିଛନ୍ତି। ମନରେ ନାହିଁ ଭୟ।…

ଆଜିଠୁ ଦୁଇ ଦିନ ଲାଗି ମିଳିବନି ଜଗା ଦର୍ଶନ

ପୁରୀ: ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। କୋଭିଡ଼୍ ଗାଇଡ଼ଲାଇନ୍ ଅନୁଯାୟୀ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ପରିସରକୁ ବିଶୋଧନ ପାଇଁ ଦର୍ଶନାର୍ଥୀଙ୍କ ପ୍ରବେଶ ବନ୍ଦ ରଖାଯାଇଛି। ସୋମବାର ପଞ୍ଚୁକର ପ୍ରଥମ ଦିନ ଆରମ୍ଭ ହେଉଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା…

ଶିଶୁ କବିତା : ଆସିଲାଣି ଶୀତ

ପ୍ରତିଭା ସାହୁ  ପାହାଡକୁ ଛୁଇଁ ଆସିଲାଣି ଧିରେ ଘନ କୁହୁଡ଼ିରେ ଶୀତ ପାଚିଲା ଧାନକୁ ଦେଖି ଦେଇ ଚାଷୀ ଖୁସିରେ ଗାଉଛି ଗୀତ ।। ଘାସ ପତରରୁ ଶିଶିର ମୁକୁତା ଟୋପା ଟୋପା ଝରୁଅଛି ସୁନେଲି ସୂରୁଜ ସୋରିଷ ଫୁଲରେ କିରଣ ଢାଳି ହସୁଛି ।। ଶୀତର ପୋଷାକ ଖୋଜା ପଡିଲାଣି ସୁଏଟର ମଫଲର…

ଅନୁବାଦ ଗଳ୍ପ : ବଦଳିଗଲା ମୋହର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୨   ମୂଳ ହିନ୍ଦୀ: କୃଷ୍ଣା ସୋବତୀ   ଦେହରେ ଖଣ୍ଡେ ଖଦଡ଼ ଚାଦର ଘୋଡ଼େଇ ହୋଇ ଓ ହାତରେ ଜପାମାଳଟି ଧରି ଶାହନୀ ନଦୀକୂଳରେ ପହଁଞ୍ଚିଲା  ବେଳକୁ ପୂର୍ବ ଆକାଶରେ ସିନ୍ଦୂରା ଫାଟି ଆସୁଥିଲା । ଆଖି ପହଁଞ୍ଚିଲା ପର୍ଯ୍ୟନ୍ତ ଆକାଶରୁ ଅନ୍ଧାରର…