Latest Odisha News

BREAKING NEWS

Yearly Archives

2021

ମା’ ଭଦ୍ରକାଳୀଙ୍କ ମହାଲକ୍ଷ୍ମୀ ବେଶ

ଭଦ୍ରକ: ଶେଷ ହୋଇଛି ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ । ମା’କାଳୀ ଶ୍ରଦ୍ଧାଳୁ ମାନଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଇଛନ୍ତି । ଶେଷ ଦିନରେ ମା’ ଭଦ୍ରକାଳୀ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ମା’ ପଦ୍ମ ଉପରେ ଉପବେଶନ କରିଥିବା ବେଳେ ଧବଳ ହସ୍ତୀ ବାହାନ ରୂପରେ…

ଦୀପ ଶିଖାରେ ଝଲସିବ ପୁରୀ ବଡ଼ଦାଣ୍ଡ

ଭୁବନେଶ୍ୱର : ବିଶ୍ୱକୁ କରୋନାମୁକ୍ତ କରିବା ପାଇଁ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଆସନ୍ତା ଡିସେମ୍ବର ୪ ଓ ୫ ତାରିଖରେ ଶ୍ରୀମନ୍ଦିରରେ ଦେବ ଦୀପାବଳି ପାଳନ ଅବସରରେ ସନ୍ଧ୍ୟା ୫ଟା ରୁ ୭ ଟା ମଧ୍ୟରେ ସିଂହଦ୍ଵାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଦୀପ ଲଗାଯିବ। ସିଂହଦ୍ଵାର ସମ୍ମୁଖରେ ଘିଅ…

୨୦୨୧ ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ ଘୋଷଣା

ଦିଲ୍ଲୀ: ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ ଘୋଷଣା ହୋଇଛି । ବର୍ଷ ୨୦୨୧ ପାଇଁ କିଛି ସାମ୍ବାଦିକଙ୍କ ନାଁ ଘୋଷଣା କରାଯାଇଛି । ଦିଲ୍ଲୀର ପୁରାତନ ଓଡ଼ିଆ ସାହିତ୍ୟ ଓ ସାଂସ୍କୃତିକ ସଙ୍ଗଠନ ପଲ୍ଲୀବାଣୀ ମିଶନ ପକ୍ଷରୁ ସାମ୍ବାଦିକ ମାନଙ୍କୁ ସମ୍ମାନୀତ କରାଯିବ । ଚଳିତ ବର୍ଷ ଏହି ସମ୍ମାନ ଜନକ…

ଯୋଧପୁରରେ ବସରେ ଲାଗିଲା ନିଆଁ ,୧୨ ଯାତ୍ରୀ ଜୀବନ୍ତଦଗ୍ଧ

ରାଜସ୍ଥାନ : ରାଜସ୍ଥାନ ଯୋଧପୁର ହାଇୱେରେ ବସରେ ଲାଗିଲା ନିଆଁ । ଜୀବନ୍ତ ଜଳିଗଲେ ୧୨ ଜଣ ଯାତ୍ରୀ । ରାଜସ୍ଥାନ ଯୋଧପୁର ହାଇୱେ ବାଡମେର ଠାରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଟ୍ୟାଙ୍କର ରଙ୍ଗରୁଟରେ ଆସି ଯାତ୍ରୀବାହୀ ବସ୍ କୁ ଧକ୍କା ଦେଇଥିଲା । ଫଳରେ ବସରେ ନିଆଁ ଲାଗିଯିବା ଫଳରେ ୧୨…

ଆତଙ୍କୀ ଆକ୍ରମଣର ମୁକାବିଲା କରିବା ପାଇଁ ଜମ୍ମୁ-କାଶ୍ମୀରକୁ ଗଲେ ୫୫୦୦ ଯବାନ

ଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀ ଏଯାଏଁ ପ୍ରାୟ ୧୩୮ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତିି। ଏବଂ ୫୫ଜଣଙ୍କୁ ଗିରଫ କରାଯାଇଛି। ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କୁ ହତ୍ୟା କରୁଥିବା ବୃଦ୍ଧିକୁ ଦେଖି ସିଆରପିଏଫ୍ ଏବଂ ବିଏସଏଫ ୩ହଜାର ଏବଂ ୨୫ଶହ ଜଣ ଯବାନଙ୍କୁ ଜମ୍ମୁ-କାଶ୍ମୀର…

୨ କୋଟିରୁ ଅଧିକ ମୂଲ୍ୟରେ ବିକ୍ରି ହେଲା ଆପଲ୍‌ର ପ୍ରଥମ କମ୍ପ୍ୟୁଟର

ନୂଆଦିଲ୍ଲୀ: ଆପଲ୍ ର ପ୍ରଥମ କମ୍ପ୍ୟୁଟର ଆପଲ୍-୧ ନିକଟରେ ନିଲାମ କରାଯାଇଛି। ଏହି କମ୍ପ୍ୟୁଟରକୁ ୪ ଲକ୍ଷ ଡଲାରରେ ବିକ୍ରି କରାଯାଇଥିଲା। ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୨.୯୭ କୋଟି ଟଙ୍କା। ଏହି କମ୍ପ୍ୟୁଟର ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଏହା କମ୍ପାନୀର ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସ…

କଟକ ଅରିଲୋରେ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକ : ଆଜି ଉଦଘାଟିତ ହୋଇଛି ରାଜ୍ୟର ସର୍ବବୃହତ ଓମଫେଡ୍ ଡାଏରୀ ପ୍ଲାଣ୍ଟ । କଟକ ବାରଙ୍ଗ ବ୍ଲକ ଅରିଲୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ବିଶିଷ୍ଟ ଓମଫେଡ୍ ମେଗା ଡାଏରୀ ପ୍ଲାଣ୍ଟ ଉଦଘାଟନ କରିଛନ୍ତି । ୩ଶହ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ଅଟୋ ମୋଟିକ…

ହାଇଡ୍ରୋଜେନ ବୋମା ପକାଇଲେ ନୱାବ, ଜାଲ ନୋଟ କାରୋବାରରେ ଫଡନାଭିସଙ୍କ ହାତ

ମୁମ୍ବାଇ: ଏନସିପି ନେତା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବିପକ୍ଷରେ ବାକ୍ୟର ହାଇଡ୍ରୋଜେନ ବୋମା ପକାଇଛନ୍ତି । ନୱାବ ଚାଂଚଲ୍ୟକର ବୟାନ ଦେଇଛନ୍ତି ଯେ, ଫଡନାଭିସଙ୍କ ସହ ଜାଲ ନୋଟ କାରୋବାର କରୁଥିବା ଦାଉଦ ଇବ୍ରାହିମର ନିକଟତର ରିୟାଜ ଭାଟିଙ୍କ ଭଲ ସମ୍ପର୍କ…

‘ଚମ୍ବା’ ସ୍ଲିପର୍‌କୁ ମିଳିଲା ଜିଆଇ ଟ୍ୟାଗ୍

ନୂଆଦିଲ୍ଲୀ: ଚମ୍ବାର ଜଟିଳ ଚିତ୍ରିତ ଚମଡା 'ସ୍ଲିପର୍‌'କୁ ଭୗଗୋଳିକ ସୂଚକାଙ୍କ ଜିଆଇ ଅଧୀନରେ ପଞ୍ଜିକୃତ ହୋଇଛି। ସୁବର୍ଣ୍ଣ ଏବଂ ରଙ୍ଗୀନ ଏମ୍ବ୍ରୋଡୋରୀରେ ସୁସଜ୍ଜିତ ଚମ୍ବା ଚପଲଗୁଡିକ ଚମ୍ବା ସହରର କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ଜିଆଇ ଟ୍ୟାଗ୍ ପାଇବା ପାଇଁ…

ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଆସାମରେ ଜରୁରୀ ଅବତରଣ କଲା ବିମାନ, ଯାତ୍ରୀ ସୁରକ୍ଷିତ

ଆସାମ : ଆସାମରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ କଲା ବିମାନ। ବୁଧବାର ଆସାମର ସିଲଚରସ୍ଥିତ କୁମ୍ଭଗ୍ରାମରେ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା ଏୟାର ଇଣ୍ଡିଆ ବିମାନ । ହେଲେ ପଛ ଚକାରେ କୌଣସି ତ୍ରୁଟି ଦେଖାଦେବାରୁ ବିମାନକୁ ଜରୁରୀ କାଳିନ ଅବତରଣ କରିବାକୁ ପଡ଼ିଛି । ବିମାନ…