ଆଫଗାନିସ୍ତାନରେ ବିଦେଶୀ ମୁଦ୍ରା ବ୍ୟବହାର ବ୍ୟାନ୍ କଲା ତାଲିବାନ
କାବୁଲ: ତାଲିବାନ ଆଫଗାନିସ୍ତାନରେ ବିଦେଶୀ ମୁଦ୍ରା ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛି ଏବଂ ଏହି ଆଦେଶ ଉଲ୍ଲଂଘନ ପାଇଁ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି ବୋଲି ସୂଚନା ମିଳିଛି।
ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ଙ୍କ ବିବୃତ୍ତିରେ କହିଛନ୍ତି ଯେ…