ଟି୨୦ ବିଶ୍ୱକପ କ୍ରିକେଟ: ବାୟୋ ବବଲ ନିୟମ ଉଲ୍ଲଂଘନ କରି ଦଣ୍ଡିତ ହେଲେ ଅମ୍ପାୟର
ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ବାୟୋ ବବଲ ନିୟମ ଉଲ୍ଲଂଘନ କରି ଦଣ୍ଡିତ ହୋଇଛନ୍ତି ଇଂଲଣ୍ଡ ଅମ୍ପାୟର ମାଇକେଲ ଗାଉ । ଆଇସିସି ତାଙ୍କ ଉପରେ ୬ ମ୍ୟାଚର ପ୍ରତିବନ୍ଧ ଲଗାଇଛନ୍ତି । ଏହା ବ୍ୟତୀତ ତାଙ୍କୁ ୬ ଦିନ ଆଇସୋଲେଶନରେ ରହିବା ପାଇଁ କୁହାଯାଇଛି । ଏହା ପରେ ପରେ ତାଙ୍କ ଟେଷ୍ଟ କରାଯିବ…