Latest Odisha News

BREAKING NEWS

Yearly Archives

2021

ପୁଣି ଚିତାବାଘ ଛାଲ ଜବତ, ୨ଗିରଫ

ମୟୁରଭଞ୍ଜ: ପୁଣି ଏସଟିଏଫ୍ ପଞ୍ଝାରେ ଚିତାବାଘ ଛାଲ ବ୍ୟବସାୟୀ। କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ମନଦା ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ଏଥିରେ ୨ଜଣଙ୍କୁ ଗିରଫ କରାଯାଇଛି। ରାଇରଙ୍ଗପୁର ଫରେଷ୍ଟ ରେଞ୍ଜ ଚାଟଣି ବସ୍ ଷ୍ଟାଣ୍ଡ ନିକଟରୁ ଡ଼ିଲ ଚାଲିଥିବାବେଳେ ଗିରଫ ହୋଇଥିବା ସୂଚନା ମିଳିଛି।…

ଆଜି ପବିତ୍ର ଧନତେରାସ : ସୁନା କିଣିବାକୁ ଦୋକାନରେ ଗ୍ରାହକଙ୍କ ଭିଡ

ଭୁବନେଶ୍ୱର : ଆଜି ପବିତ୍ର ଧନତେରାସ ଓ କାର୍ତ୍ତିକ ତ୍ରୟୋଦଶୀ । ଏହି ପବିତ୍ର ଦିନରେ ସୁନା ବା ରୂପା କିଣିଲେ ପରିବାରର ସୁଃଖ ସମୃଦ୍ଧି ବୃଦ୍ଧିର ବିଶ୍ୱାସ ରହିଥିବାରୁ ଲୋକ ଗହଣା ଦୋକାନରେ ଭିଡ ଜମାଇଛନ୍ତି । ଆଉ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଆକର୍ଷଣୀୟ ଅଫର ଦେଉଛନ୍ତି ଗହଣା…

ଆଜି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ଭେଟିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋରେ ୟୁକ୍ରେନ, ନେପାଳ, ଇସ୍ରାଏଲ, ସ୍ୱିଜରଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ମଲାୱି ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ରିପୋର୍ଟ ଅନୁଯାୟୀ ସେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ମଧ୍ୟ…

ଲିଗାଲ୍‌ ନୋଟିସ୍‌ ଦେଇ ହୁମାଙ୍କୁ ସୋନାକ୍ଷୀଙ୍କ ଧମକ; କହିଲେ…

ନୂଆଦିଲ୍ଲୀ: ଅଭିନେତ୍ରୀ ହୁମା କୁରେଶୀଙ୍କୁ ଏକ ଆଇନଗତ ନୋଟିସ ପଠାଇବାକୁ ସୋନାକ୍ଷୀ ସିହ୍ନା ଧମକ ଦେଇଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ ହୁମା ତାଙ୍କ ଫଟୋ ପୋଷ୍ଟ କରିବା ବନ୍ଦ କରିବା ଉଚିତ୍। କେବଳ ଏତିକି ନୁହେଁ ହୁମା ତାଙ୍କ ଆକାଉଣ୍ଟରେ ଏହି ଫଟୋ…

ମନ୍ଦିରମାଳିନୀ ଭୁବନେଶ୍ୱରରୁ ଓ ଗୋଲାପୀ ସହର ଜୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ରାଜସ୍ଥାନର ଜୟପୁରକୁ ଆରମ୍ଭ ହେବ ବିମାନ ସେବା। ଏଥିପାଇଁ ପୂର୍ବରୁ ସେପ୍ଟେମ୍ବର ୧୭ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଥିଲେ। ଏହାପରେ ନଭେମ୍ବର ୨ରୁ…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ରାହୁଲ ହେବେ ଟିମ୍ ଇଣ୍ଡିଆ ଅଧିନାୟକ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବଦଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ବିସିସିଆଇ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଟି୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ ସହ ଘରୋଇ ପରିବେଶରେ ସିରିଜ ଖେଳିବ ଟିମ ଇଣ୍ଡିଆ । ଏହି ଟି୨୦ ସିରିଜରେ ଭାରତୀୟ ଦଳର…

୧୩ରେ ରିଲିଜ କରିବ ସିଦ୍ଧାର୍ଥଙ୍କ ‘ମିଶନ ମଜ୍‌ନୁ’

ମୁମ୍ବାଇ: ସିଦ୍ଧାର୍ଥ ମଲହୋତ୍ରା ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ 'ମିଶନ ମଞ୍ଜୁ' ୧୩ ମେ ୨୦୨୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ସିଦ୍ଧାର୍ଥ ସୋସିଆଲ ମିଡିଆ ଜରିଆରେ ଏହି ଖବର ପ୍ରଶଂସକଙ୍କ ସହ ସେୟାର୍‌ କରିଛନ୍ତି। ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥଙ୍କୁ ଜଣେ ର ଏଜେଣ୍ଟ ଭୂମିକାରେ…

ସମ୍ବଲପୁରରେ ”BSKY” ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର : ସମ୍ବଲପୁରରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ । ଆଜି ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ସ୍ମାର୍ଟ ହେଲ୍‌ଥ କାର୍ଡରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ଏହାଦ୍ୱାରା ଗରିବ ଲୋକେ…

ରାଜ୍ୟରୁ ୩୨୭ ନୂଆ ଆକ୍ରାନ୍ତ ଚିହ୍ନଟ; ୪୪ ଛୁଆ ପଜିଟିଭ

ଭୁବନେଶ୍ବର: ଆଜି ରାଜ୍ୟରେ ଖସିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୩୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୪୪ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୯୧ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୧୩୬ଟି ଲୋକାଲ୍‌…

[ଭିଡ଼ିଓ]ଚାଷ ଜମି ସମସ୍ୟାକୁ ନେଇ ତହସିଲ କାର୍ଯ୍ୟାଳୟରେ ତାଲା ପକାଇଲେ ଗାଁ ଲୋକ

ଦେବଗଡ଼ : ଚାଷ ଜମିକୁ ମାଡୁନି ଜଳ । ହେଲେ ଲୋକଙ୍କୁ ଜଳକର ପୈଠ କରିବା ପାଇଁ  ନୋଟିସ ଜାରି କରୁଛନ୍ତି ସରକାର। ଏହାକୁ ବିରୋଧ କରି ଦେବଗଡ଼ ଜିଲ୍ଲା ରିଆମାଳ ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଦେବଗଡ଼ କୋଟପଡ଼ା ଗ୍ରାମବାସୀ । ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ…