ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୪)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୪
ଅମ୍ଲାନଙ୍କ ସହ ଦେଖା ହେବା ପରଠୁ ଜୀବନର ଗତି ବଦଳି ଯାଇଥିଲା ସତ , କହିବାକୁ ଗଲେ ତାଙ୍କ ମାଙ୍କ ପାଇଁ ଏସବୁ ଗଢିଉଠିଥିଲା ।ପାର୍ଲୋରକୁ ଆସୁଥିଲେ ଆଣ୍ଟି। ତାଙ୍କର ଦାୟିତ୍ୱ ନେଇ ନିଜେ ମୁଁ ଦେଖୁଥିଲି ତାଙ୍କୁ। …