Latest Odisha News

BREAKING NEWS

Yearly Archives

2021

ଏଲଏସିରେ ମୁତୟନ କରାଗଲା ଆମେରିକା ନିର୍ମିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ : ଚତୁର ଚୀନକୁ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତ । ସୀମାରେ ଚୀନ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଥିବା ବେଳେ, ଏବେ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ ସେନା । ଡ୍ରାଗନକୁ ଜବାବ ଦେବାକୁ ଏଲଏସିରେ ମୁତୟନ କରାଯାଇଛି ଆମେରିକା ନିର୍ମିତ ଅତ୍ୟାଧୁନିକ…

‘ଅଇସନ ବିପତିୟା ଆଏଲ’ ସୁରକ୍ଷିତ ଛଟ୍ ପର୍ବ ପାଳନ ନେଇ ଶାରଦା ସିହ୍ନାଙ୍କ ଗୀତ

ପାଟନା: ଛଟ୍ ପୂଜା କାର୍ତ୍ତିକ ଶୁକ୍ଳ ପକ୍ଷ ଷଷ୍ଠୀରୁ ଆରମ୍ଭ ହୋଇଯାଏ। ଏହି ପର୍ବ ୪ଦିନ ଧରି ଚାଲିଥାଏ। ଚଳିତବର୍ଷ ଛଟ୍ ପର୍ବ ୮ନଭେମ୍ବରରୁ ଆରମ୍ଭ ହୋଇଯିବ। ୯ତାରିଖ ଦିନ ଖରନା, ୧୦ତାରିଖରେ ଅସ୍ତଚଳଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯିବ ଏବଂ ୧୧ତାରିଖ ଦିନ ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ…

ରାସ୍ତା ଉପରେ ଚୂଲି ଜାଳି ମହିଳାଙ୍କ ପ୍ରତିବାଦ

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ୁଛି ଦରଦାମ । ତୈଳଦର, ଗ୍ୟାସ୍ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ଜନତାଙ୍କୁ ଭାରି ବାଧୁଛି । କେନ୍ଦ୍ର ସରକାରଙ୍କ ଭୁଲ୍ ଆର୍ଥିକ ପରିଚାଳନା ନୀତି ଯୋଗୁଁ ବଢ଼ି ଚାଲିଛି ଦରଦାମ । ଏହାର ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଆଜି ବିଜେଡି ପକ୍ଷରୁ…

ଶିବ ମନ୍ଦିର ଭିତରୁ ନାଗ ସାପ ଉଦ୍ଧାର

ଆଠଗଡ : ଶିବ ମନ୍ଦିର ଭିତରୁ ନାଗ ସାପ ଉଦ୍ଧାର । ଉଦ୍ଧାର ସମୟରେ ଫଣା ଟେକି ରହିଲା ନାଗ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଆଠଗଡ ସମସରପୁର ପଞ୍ଚାୟତ ନଡୁଆପଡ଼ା ଶଙ୍କର୍ଷଣ ମନ୍ଦିର ରୋଷେଇ ଘରେ  । ଏକ ତିନି ଫୁଟର ନାଗ ସାପକୁ ଉଦ୍ଧାର ବେଳେ ସାପଟି ଫଣା ଟେକି ରହିଥିଲା । ଦୀର୍ଘ ସମୟ…

ମରିଗଲା ମାନବିକତା, ଟ୍ରଲିରେ ବୁହା ହୋଇ ଗଲେ ମୃତ ମହିଳା

ପୁରୀ  : ମରିଗଲା ମାନବିକତା । ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ସଂସ୍କାର ପାଇଁ ମିଳିଲାନି ସହଯୋଗ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସହରରେ । ମୃତକ ହେଉଛନ୍ତି ନରେନ୍ଦ୍ର କୋଣ ମଙ୍ଗଳା ସାହିର ମାମୁଲି ନାୟକ । ପୁରୀ ବଡ ଡାକ୍ତରଖାନାରେ ତାଙ୍କର ଦେହାନ୍ତ…

ବିରୂପା ନଦୀକୁ ଡ଼େଇଁଲେ ଯୁବକ

କଟକ: ନଦୀକୁ ଡ଼େଇଁଲେ ଯୁବକ। କଟକ ଚୌଦାର ନିକଟରେ ଥିବା ବିରୂପା ନଦୀକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଯୁବକ। ବ୍ରିଜ ଉପରେ ସାଇକେଲ, ଚପଲ ରଖି ନଦୀ ଭିତରକୁ ଡ଼େଇଁ ପଡ଼ିଥିବା ଜଣାପଡ଼ିଛି। ଏଯାଏଁ ଯୁବକଙ୍କ ପରିଚୟ ମିଳିପାରିନାହିଁ। ତେବେ ଘଟଣାସ୍ଥଳରେ ଚୌଦାର ଅଗ୍ନିଶମ ବାହିନୀ…

ଟି୨୦ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗୀତା ମଝିରୁ ସନ୍ୟାସ ନେବେ ଏହି ଖେଳାଳି

ଆବୁଧାବି: ଟି୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଦଳ ଲଢୁଆ ଖେଳ ପ୍ରଦର୍ଶନ ଜାରି ରଖିଛି । ହାର୍ ଜିତ୍ ଲାଗିରହିଥିଲେ ବି ଅନେକ ଶକ୍ତିଶାଳୀ ଦଳଙ୍କୁ ଆଫଗାନିସ୍ତାନ ଚାଲେଂଜ କରିଛି । ତେବେ ପ୍ରତିଯୋଗୀତା ମଝିରୁ ଏହି ଦଳର ଜଣେ ବରିଷ୍ଠ ଖେଳାଳି ସନ୍ୟାସ ନେବାକୁ ଯାଉଛନ୍ତି । ଏହି ଘଟଣା କ୍ରିକେଟ…

କୋଏଲ ନଦୀରୁ ଛାତ୍ରର ମୃତଦେହ ଉଦ୍ଧାର

ରାଉରକେଲା: କୋଏଲ ନଦୀରୁ ଛାତ୍ରର ମୃତଦେହ ଉଦ୍ଧାର। ରାଉରକେଲାରେ ଘଟିଛି ଏହିଭଳି ଅଭାବନୀୟ ଘଟଣା। ମୃତ ଛାତ୍ର ଜଣକ ହେଲେ ବିବେକ କୁମାର ସିଂହ। ନବମ ଶ୍ରେଣୀ ପାଠ ପଢ଼ୁଥିଲେ। ବିବେକ କୁମାର ସିଂହ ତାଙ୍କ ସାଙ୍ଗମାନଙ୍କ ସହ କୋଏଲ ନଦୀକୁ ପ୍ରାୟତଃ ବୁଲିବାକୁ ଯାଇଥାନ୍ତି। ଆଜି ମଧ୍ୟ ତାଙ୍କ ୬ଜଣ…

[ଭିଡ଼ିଓ] ଶ୍ରୀମନ୍ଦିର ଚାରିପାଖରୁ ପୁଣି ଉଚ୍ଛେଦ ଆରମ୍ଭ

ପୁରୀ: କିଛି ଦିନର ବ୍ୟବଧାନ ପରେ ଶ୍ରୀମନ୍ଦିର ଚାରିପାଖରୁ ପୁଣି ଉଚ୍ଛେଦ ଆରମ୍ଭ ହୋଇଛି । ଶ୍ରୀନହର ସମ୍ମୁଖରେ ଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟର ପୁରାତନ କୋଠାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି । ଶ୍ରୀମନ୍ଦିରର ୭୫ ମିଟର ଐତିହ୍ୟ କରିଡର ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୯୬…

[ଭିଡ଼ିଓ]କାଳୀ ପୂଜା ନେଇ ଚଳଚଞ୍ଚଳ ପୂଜା ମଣ୍ଡପ, ମୂର୍ତ୍ତିରେ ରଙ୍ଗ କାମ ଜାରି

କଟକ : ଆସୁଛନ୍ତି ଶକ୍ତି ପ୍ରଦାୟିନୀ ମାଆ କାଳୀ । ଏଥିପାଇଁ ଚଳଚଞ୍ଚଳ କଟକର ବିଭିନ୍ନ ପୂଜା ମଣ୍ଡପ । କାଳୀପୂଜାକୁ ଆଉ ମାତ୍ର ତିନି ଦିନ ଥିବାରୁ ମାଆଙ୍କ ମୂର୍ତ୍ତିରେ ଏବେ ରଙ୍ଗ କାମ ଜାରି ରହିଛି । ଆଉ ରଙ୍ଗ କାମକୁ ଜୋରସୋରରେ ଆଗେଇ ନେଉଛନ୍ତି ରଙ୍ଗ ଶିଳ୍ପୀ । ଶିଳ୍ପୀଙ୍କ ତୁଳୀରେ ମାଆ…