Latest Odisha News

BREAKING NEWS

Yearly Archives

2021

କେମିତି ବ୍ୟାପିଲା କରୋନା; ରହସ୍ୟ ହୋଇ ରହିଯିବ କି କରୋନାର ଉତ୍ପତ୍ତି ସ୍ଥଳ?

ନୂଆଦିଲ୍ଲୀ: ଆମେରିକାର ଗୁପ୍ତଚର ସଂସ୍ଥା କହିଛି ଯେ କରୋନା ଭୂତାଣୁ କେଉଁଠୁ ଆସିଛି ତାହାର ସନ୍ଧାନ ଏଯାଏ ମିଳିପାରି ନାହିଁ। ତାଙ୍କର ଏକ ନୂତନ ରିପୋର୍ଟରେ ସେ କରୋନା ଭୂତାଣୁ ପଶୁମାନଙ୍କଠାରୁ ମଣିଷକୁ ବ୍ୟାପିଥିବା କିମ୍ବା ଲ୍ୟାବରୁ ଲିକ୍ ହୋଇଥିବା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା…

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ଘର , ୪ ଗାଈ ଓ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ

ଭଦ୍ରକ : ଭଦ୍ରକରେ ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ଘର । ଅଗ୍ନିକାଣ୍ଡ ଯୋଗୁଁ ୩ ଟି ପରିବାରର ୫ ବଖରା ଘର ପୋଡି ପାଉଁସ ହୋଇଯାଇଛି ଓ ୪ ଟି ଗାଇ ଓ ଗୋଟିଏ ଛେଳି ଘଟଣା ସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।ଭଦ୍ରକ ବ୍ଲକ ବାଣିତିଆ ପଞ୍ଚାୟତ ର ଦକ୍ଷିଣସାହି ଗ୍ରାମରେ ଏଭଳି ଭୟାବହ ଅଗ୍ନିକାଣ୍ଡ…

ରାଜ୍ୟ ଅଭିଲେଖାଗାରର ୫୬ତମ ସଂସ୍କୃତି ଚର୍ଚ୍ଚା ସମାରୋହ

ଭୁବନେଶ୍ୱର : ରାଜ୍ୟ ଅଭିଲେଖାଗାରର ୫୭ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଜୟ କୁମାର ନାୟକ , ରାମକୃଷ୍ଣ ସାହୁ, ଶେଖ ସୋଲେମାନ ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ। ଆମ ରାଜ୍ୟର ସାହିତ୍ୟ ,ସଂସ୍କୃତି , କଳା କାରିଗରୀ, ହସ୍ତତନ୍ତ ପ୍ରଭୃତି ଓଡ଼ିଆ…

ନଭେମ୍ବର ୧ରୁ ଅଚଳ ହୋଇଯିବ ହ୍ବାଟସ୍ ଆପ୍!

ନୂଆଦିଲ୍ଲୀ: ନଭେମ୍ବର ୧ ସୋମବାର ଠାରୁ ହ୍ବାଟସ୍ ଆପ୍ ଆଉ ଅନେକ ଆଣ୍ଡ୍ରଏଡ୍ ଡିଭାଇସରେ ହ୍ବାଟସଆପ୍‌ ଅଚଳ ହୋଇପାରେ। ଯଦି ଉପଭୋକ୍ତାମାନେ ଏପର୍ଯ୍ୟନ୍ତ ସେମାନଙ୍କର ଚାଟ୍ ବ୍ୟାକଅପ୍ କରିନାହାଁନ୍ତି, ତେବେ ଏହି ପରିବର୍ତ୍ତନ ଯୋଗୁ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।…

ମୋ ବସ୍ ସେବା ପାଇଁ କ୍ରୁଟକୁ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ: ରାଜ୍ୟରେ ମୋ ବସ୍ ସେବା ପାଇଁକ୍ରୁଟକୁ ପୁଣି ଥରେ ମିଳିଛି ଜାତୀୟ ପୁରସ୍କାର । ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉତ୍ତମ ସେବା ପ୍ରଦାନ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ସହରାଞ୍ଚଳ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀକୁ ନେଇ କ୍ରୁଟକୁ ମିଳିଛି ଏହି ପୁରସ୍କାର । ଗତ ବର୍ଷେ ଭିତରେ…

ଶାହାରୁଖ୍‌ଙ୍କୁ ମିଳିଲା ବାର୍ଥ ଡେ ଓ ଦିୱାଲୀ ଉପହାର; ଜେଲ୍‌ରୁ ବାହାରିଲେ ଆର୍ୟନ୍‌

ନୂଆଦିଲ୍ଲୀ: ୨୨ ଦିନ ପରେ ଜେଲ୍‌ରୁ ମୁକୁଳିଲେ ଆର୍ୟନ୍‌ ଖାନ। ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ୟନ୍‌ ୨୨ ଦିନ ପରେ ଆର୍ଥର ରୋଡ୍ ଜେଲରୁ ମୁକ୍ତ କରାଯାଇଛି। ଶାହାରୁଖଙ୍କ ଅଙ୍ଗରକ୍ଷୀ ରବି ଜେଲ ବାହାରେ ପହଞ୍ଚିଥିଲେ। ଜେଲ ପ୍ରଶାସନ ଆର୍ୟନ୍‌ଙ୍କୁ ହସ୍ତାନ୍ତର କରିଥିଲେ।…

କୁଳାଙ୍ଗାର ଉବାଚ : ଦିବାଲି ଗୁଲି

୧    ତା ଘରେ ପହଞ୍ଚି ଦେଖିଲି ମୋ ସାଙ୍ଗ ବ୍ରଜ ଅଖାରୁ ପୁରୁଣା ବାଣ କାଢି ସେଥିରେ ଶାଗୁଆ ରଙ୍ଗ ଦେଉଛି; କାରଣ ପଚାରିଲାରୁ କହିଲା - ଏ ବର୍ଷ ପରା କେବଳ ସବୁଜ ବାଣ ଫୁଟେଇ ହେବ ବୋଲି ଟିଭି ବାରମ୍ବାର କହୁଚି ! ୨ ବ୍ରଜ ପଚାରିଲା- ଆଉ ତୁ ଏଥର କୋଉ ବାଣ ଫୁଟେଇବୁ? ନା…

KBCରେ ବିଗ୍ ବି ପଚାରିଲେ ‘ବନ୍ଦେ ଉତ୍କଳ ଜଜନୀ’କୁ କିଏ ଦେଇଛି ରାଜ୍ୟ ସଙ୍ଗୀତ ମାନ୍ୟତା ?

ମୁମ୍ବାଇ: ବନ୍ଦେ ଉତ୍କଳ ଜନନୀକୁ କେଉଁ ରାଜ୍ୟ ଦେଇଛି ରାଜ୍ୟ ସଙ୍ଗୀତ ମାନ୍ୟତା ? କୌନ୍ ବନେଗା କରୋଡପତିର ସିଜିନ ୧୩ରେ ଏହି ପ୍ରଶ୍ନ ପଟାରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ଗତ ୨୮ ତାରିଖରେ ଜଣେ ପ୍ରତିଯୋଗୀ ଶିବ ଶଙ୍କରଙ୍କୁ ଏହି ପ୍ରଶ୍ନ ପଚାରିଥିଲେ ବିଗ୍ ବି । ଚାରିଟି ରାଜ୍ୟର ନାଁ…

ସଡ଼କ ଦୁର୍ଘଟଣା; ୨୦୨୦ରେ ୭୫ ହଜାର ମୃତ୍ୟୁ

ନୂଆଦିଲ୍ଲୀ: ଗତ ବର୍ଷ ଭାରତରେ ଦ୍ରୁତ ଗତି ଯୋଗୁ ସଡ଼କ ଦୁର୍ଘଟଣାରେ ୭୫,୩୩୩ ଲୋକ ପ୍ରାଣ ହରାଇଥିଲେ। ୨ ଲକ୍ଷ ୯ ହଜାର ୭୩୬ ସଡକ ଦୁର୍ଘଟଣାରେ ଯାତ୍ରୀ ଆହତ ହୋଇଥିଲେ। ସରକାରୀ ତଥ୍ୟ ଅନୁଯାୟୀ, ୩,୫୪,୭୯୬ ଟି ସଡକ ଦୁର୍ଘଟଣାରୁ ୨,୧୫,୧୫୯ ଟି ଅଧିକ ବେଗରେ ଯାନବାହାନ ଚଳାଚଳ ଯୋଗୁଁ ଘଟିଛି।…

ରେଳ ଧାରଣାରେ ପଡ଼ିଛି ଅଚିହ୍ନା ଯୁବକଙ୍କ ମୃତଦେହ

ଯାଜପୁର: ଚ୍ରେନ୍ ଲାଇନରେ ପଡ଼ିଛି ଅଜଣା ଯୁବକଙ୍କ ମୃତଦେହ । ଯାଜପୁର ଜିଲ୍ଲା ହରିଦାସପୁର-ଧାନମଣ୍ଡଳ ରେଳ ଲାଇନର ଖୋସାଲିପୁର ନିକଟରୁ ଉଦ୍ଧାର ହୋଇଛି ମୃତଦେହ । ଆଜି ସକାଳେ ସ୍ଥାନୀୟ ଲୋକ ରେଲ ଧାରଣାରେ ମୃତଜେହ ପଡ଼ିଥିବା ଦେଖିଥିଲେ । ଏହାପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଆରପିଏଫ୍ । ଆରପିଏଫ…