Latest Odisha News

ରାଜ୍ୟ ଅଭିଲେଖାଗାରର ୫୬ତମ ସଂସ୍କୃତି ଚର୍ଚ୍ଚା ସମାରୋହ

ଭୁବନେଶ୍ୱର : ରାଜ୍ୟ ଅଭିଲେଖାଗାରର ୫୭ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଜୟ କୁମାର ନାୟକ , ରାମକୃଷ୍ଣ ସାହୁ, ଶେଖ ସୋଲେମାନ ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ।

ଆମ ରାଜ୍ୟର ସାହିତ୍ୟ ,ସଂସ୍କୃତି , କଳା କାରିଗରୀ, ହସ୍ତତନ୍ତ ପ୍ରଭୃତି ଓଡ଼ିଆ ଜାତିର ସୌନ୍ଦର୍ଯ୍ୟବୋଧକୁ ଯୁଗ ଯୁଗ ଧରି ପ୍ରମାଣିତ କରି ଆସିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମନସ୍ୱିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.