Latest Odisha News

BREAKING NEWS

Yearly Archives

2021

ଆଇପିଏଲ ବିଡିଂ ରେ ସାମିଲ୍ ହେବ ବାରବାଟୀ ଷ୍ଟାଡିୟମ !

କଟକ : ଆଇପିଏଲ ବିଡିଂ ରେ ସାମିଲ୍ ହେବ କଟକ ବାରବାଟୀ ଷ୍ଟାଡିୟମ। ଆଉ ଚଳିତ ମାସ ୨୫ ତାରିଖରେ ନୂଆ ଟିମ୍ ପାଇଁ ବିଡିଂ ପ୍ରକ୍ରିୟା କରାଯିବ । ଏଥିପାଇଁ ଆଗ୍ରହ ଦେଖାଇଛି ଜିନ୍ଦଲ୍ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ । ଆଇପିଏଲ ୨୦୨୨ ଵିଡିଙ୍ଗରେ କଟକ ସାମିଲ ହୋଇଛି । ପାଖାପାଖି ୨୦ଟି କମ୍ପାନୀ…

ଅନୁବାଦ କବିତା : ପରିସଂଖ୍ୟାନର ବେମାରି

ମୂଳ ହିନ୍ଦୀ : କୁଓଁର ନାରାୟଣ ଥରେ ମୋତେ ପରିସଂଖ୍ୟାନର ବାନ୍ତି ହେବାକୁ ଲାଗିଲା ଗଣୁ ଗଣୁ ଯେତେବେଳେ ସଂଖ୍ୟା କୋଟି କୋଟି ପାର ହେବାକୁ ଲାଗିଲା ମୁଁ ଅଚେତ ହୋଇଗଲି ଚେତା ଫେରିଲା ବେଳକୁ ମୁଁ ହସପିଟାଲରେ ଥିଲି ରକ୍ତ ଚଢା ଯାଉଥିଲା ଅକ୍ଯିଜେନ ଦିଆ ଚାଲିଥିଲା ଏତିକି ବେଳେ…

ମନୀଷ ଅନୁରାଗ ହତ୍ୟା ମାମଲା: ବନ୍ଧା ହେଲେ ନିଲମ୍ବିତ କନେଷ୍ଟବଳ

ଭୁବନେଶ୍ୱର: ହାଇ ପ୍ରୋଫାଇଲ୍ ମନୀଷ ଅନୁରାଗ ହତ୍ୟା ମାମଲା  । ସାଉଥ ସିଟି ବାର୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ତଦନ୍ତ କରୁଥିବା କମିଶନରେଟ୍ ପୋଲିସ । ଗିରଫ ହୋଇଛନ୍ତି କନେଷ୍ଟବଳ ପ୍ରସନ୍ନ ବେହେରା । କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରିବା, ବେଆଇନ୍ ଭାବେ ବାର୍ ଖୋଲିବା, ଅପରାଧିକ…

ପ୍ରଭାସଙ୍କ ବର୍ଥ ଡେ’ ରେ ରିଲିଜ ହେଲା “ରାଧେ ଶ୍ୟାମ” ର ଟିଜର

ମୁମ୍ବାଇ : ଆଜି ହେଉଛି ସାଉଥ ସୁପରଷ୍ଟାର ଓ ବାହୁବଳୀ ଫେମସ୍ ଆକ୍ଟର ପ୍ରଭାସଙ୍କ ଜନ୍ମଦିନ । ୪୨ ବର୍ଷ ବୟସରେ ପାଦ ଦେଇଛନ୍ତି ପ୍ରଭାସ । ଏନେଇ ପ୍ରଭାସଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଅନ୍ୟପଟେ ତାଙ୍କ ଜନ୍ମ ଦିନକୁ ସ୍ପେଶାଲ କରିବା ପାଇଁ ଆଜି ତାଙ୍କ ଅପକମିଂ ମୁଭି “ରାଧେ…

IPL ଟିମ୍ କିଣିବେ ବଲିଉଡ଼ ଷ୍ଟାର ଦମ୍ପତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚଳିତ ଆଇପିଏଲ ସିଜିନ୍‌ରେ ମୈଦାନରେ ଷ୍ଟାର ଦମ୍ପତିଙ୍କ ଦବଦବା ଦେଖିବାକୁ ମିଳିବ । ଦୁଇଟି ନୂଆ ଫ୍ରାଞ୍ଚାଇଜ୍ ଆଇପିଏଲରେ ସାମିଲ ହେବେ । ଯାହାର ବିଡିଂ କରିବେ ଅଭିନେତ୍ରୀ ଦୀପିକା ପାଦୁକୋଣ ଓ ରଣବୀର ସିଂହ । ଶାହରୁଖ ଖାନ୍ ଓ ପ୍ରୀତି ଜିଣ୍ଟାଙ୍କ ବ୍ୟତୀତ ଏହି ଦୁଇ…

‘ଅଭ୍ୟାସ’ର ସଫଳ ପରୀକ୍ଷଣ: DRDOକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚାନ୍ଦିପୁର ଆଇଟିଆରରୁ ‘ଅଭ୍ୟାସ’ ଡ୍ରୋନର ପରୀକ୍ଷଣ ସଫଳ ହୋଇଛି । ଏ ନେଇ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରୀକ୍ଷଣ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ ସଶକ୍ତ କରିବ ବୋଲି ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି । । ‘ଅଭ୍ୟାସ’କୁ…

ଜମ୍ମୁକଶ୍ମୀର ଗସ୍ତରେ ଅମିତ ଶାହ, ଆତଙ୍କୀ ହମଲା ନେଇ ଆଲୋଚନା

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିିଛି । ଆଜିଠାରୁ ତିନି ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଜମ୍ମୁକଶ୍ମୀର ଶ୍ରୀନଗରରେ ପହଁଚିଛନ୍ତି ଶାହ । ବିମାନ ବନ୍ଦରରେ ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ସ୍ୱାଗତ…

ଓଃ ମାଇ ଗଡ ୨ର ଫାର୍ଷ୍ଟ ଲୁକ୍ ଜାରୀ, ଏଥର ଭଗବାନଙ୍କ ଶିବ ରୂପରେ ଅକ୍ଷୟ

ମୁମ୍ବାଇ: ଓଃ ମାଇ ଗଡ ୨ ଫିଲ୍ମର ଆଜି ଫାର୍ଷ୍ଟ ଲୁକ୍ ଜାରୀ ହୋଇଛି । ଫିଲ୍ମର ହୀରୋ ଅକ୍ଷୟ କୁମାର ଏ ସମ୍ପର୍କରେ ଆଜି ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ଏଥିରେ ଅକ୍ଷୟଙ୍କୁ ଭଗବାନ ଶିବଙ୍କ ରୂପରେ ଦେଖିବାକୁ ମିଳିଛି । ପୋଷ୍ଟର ଶେୟାର କରିବା ସହ କ୍ୟାପ୍ସନ ଲେଖିଥିଲେ ଯେ, କର୍ତା କରେ ନ କର…

ପୁଣି ଜବତ ହେଲା ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର

ଭଦ୍ରକ: ପୁଣି ଜବତ ହେଲା ବ୍ରାଉନସୁଗର । ବାଲେଶ୍ୱରରୁ ଚାଲାଣ ବେଳେ ପୋଲିସ ଦ୍ବାରା ଜବତ ହେଲା ୩୧୬ ଗ୍ରାମର ବ୍ରାଉନସୁଗର । ତେବେ ବ୍ରାଉନସୁଗର ଚାଲାଣ ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଭଦ୍ରକ ବଉଳପୋଖରୀ ଗାଁର ଦୁଇ ଜଣ ଯୁବକଙ୍କ ସହ ଜଣେ…

ମମିତା ମେହେର ହତ୍ୟା ଘଟଣା, ସିପିଆଇ ପକ୍ଷରୁ ବିକ୍ଷୋଭ

କୋରାପୁଟ : କୋରାପୁଟରେ ସିପିଆଇ ପକ୍ଷରୁ ବିକ୍ଷୋଭ । କଳାହାଣ୍ଡି ମହାଲିଙ୍ଗ୍ ସନସାଇନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୃହ ମନ୍ତ୍ରୀଙ୍କ ବହିଷ୍କାର,ହାଇକୋର୍ଟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏସଆଇଟି ତଦନ୍ତ ଓ…