Latest Odisha News

BREAKING NEWS

Yearly Archives

2021

ଆତଙ୍କବାଦୀଙ୍କ ଉପରେ ବଡ ଧରଣର ଟାର୍ଗେଟ ପ୍ରସ୍ତୁତ କରୁଛି ସେନା !

ପୁଂଛ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ କରୁଥିବା ବେଳେ ଆଜି ଭାରତୀୟ ସେନା କଡା ପଦକ୍ଷେପ ଗ୍ରହଣ କରିବା ନେଇ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡିଛି । ସେନା ମୁଖ୍ୟ ଅନୁଧ୍ୟାନ କରିବା ପରେ ଅତିରିକ୍ତ ପାରା କମାଣ୍ଡୋ ଓ ସୈନ୍ୟଙ୍କୁ ପଠାଯାଇଛି । ସେଠାକାର ଜଙ୍ଗଲ ଭିତରେ…

ଧରା ପଡ଼ିଲା ଗୋବିନ୍ଦ

କଳାହାଣ୍ଡି: କଳାହାଣ୍ଡି ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ ଗିରଫ । ଫେରାର ଥିବା ଗୋବିନ୍ଦ ସାହୁଙ୍କୁ ସିନ୍ଦେକେଲା ଥାନା ବୁଢୀପଦର ଗାଁର ଏକ ଆଖୁ କିଆରୀରୁ ଗିରଫ କଲା ବଲାଙ୍ଗୀର ପୋଲିସ । ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର…

“ଜାନେ ଭି ଦୋୟା ୟାରୋ” ମୋ ଜୀବନର ସବୁଠୁ ବେକାର ଫିଲ୍ମ; ନାସିରୁଦ୍ଦିନ୍ ଶାହ

ମୁମ୍ବାଇ: ଆଜି ପୁରୁଖା ଫିଲ୍ମ ନିର୍ଦ୍ଦେଶକ କୁନ୍ଦନ ଶାହଙ୍କ ଜନ୍ମବାର୍ଷିକୀ । ଏହି ନିର୍ଦ୍ଦେଶକଙ୍କ ନାଁ ସାମ୍ନାକୁ ଆସିଲେ, ଫିଲ୍ମ ଜାନେ ଭି ଦୋ ୟାରୋ କଥା ମନେପଡିଯାଏ । ୮୦ ଦଶକରେ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ଆଜି ସୋସିଆଲ୍ ମିଡିଆରେ ଛୋଟଛୋଟ କ୍ଲିପ୍ ଭାବେ ଦେଖିବାକୁ ମିଳେ । ତେବେ…

ଇକୋ ରିଟ୍ରିଟ୍ ଗନ୍ତବ୍ୟ ସ୍ଥଳରେ ଯୋଡ଼ିହେଲା କେନ୍ଦ୍ରାପଡ଼ାର ପେଣ୍ଠ

କେନ୍ଦ୍ରାପଡ଼ା: ପର୍ଯ୍ୟଟନ ବିଭାଗ ଓଡ଼ିଶାର ଇକୋ ରିଟ୍ରିଟ୍ ମାନଚିତ୍ରରେ ଯୋଡ଼ିହେଲା ଆଉ ଏକ ଗନ୍ତବ୍ୟ ସ୍ଥଳ। କେନ୍ଦ୍ରାପଡ଼ା ଜିଲ୍ଲାର ପେଣ୍ଠଠାରେ ଇକୋ ରିଟ୍ରିଟର ଉତ୍ସବ ଆୟୋଜନ କରିବାକୁ ନିଷ୍ପତି ନିିଆଯାଇଛି। ଭିତରକନିକା ପରେ ଜିଲ୍ଲାର ଏହା ଦ୍ୱିତୀୟ ସ୍ଥାନ ଯେଉଁଠାରେ ଇକୋ ରିଟ୍ରିଟ୍…

ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ବଡ଼ ଘୋଷଣା କଲେ ପ୍ରିୟଙ୍କା ଗାନ୍ଧୀ, ମହିଳାଙ୍କୁ ୪୦ ପ୍ରତିଶତ ସଂରକ୍ଷଣ

ଦିଲ୍ଲୀ: ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ବଡ ଘୋଷଣା କଲେ ପ୍ରିୟଙ୍କା ଗାନ୍ଧୀ । ଆସନ୍ତା ବର୍ଷ ୨୦୨୨ ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରସ ମହିଳା ମାନଙ୍କୁ ୪୦ ପ୍ରତିଶତ ଟିକେଟ ଦେବ ବୋଲି ଘୋଷଣା କରିଛି। ମହିଳା ମାନେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିବା…

ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାରେ ନୁଆ ମୋଡ଼, ମାଟି ତଳୁ ମିଳିଲା ମମିତାଙ୍କ ଜନିଷ

ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା ।  କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ନୁଆ ମୋଡ଼ । ମହାଲିଙ୍ଗ୍ ଷ୍ଟାଡିୟମ୍ ରୁ ମିଳିଲା ଗଳିତ ମୃତଦେହ ନିଖୋଜ ମମିତା ମେହେରଙ୍କ ହୋଇଥିବା ସନ୍ଦେହ କରାଯାଉଥିଲା । ମାଟିତଳୁ ମିଳିଥିବା ସୁନା…

ସୃଷ୍ଟି ହେଲା ଆଉ ଏକ ଲଘୁଚାପ,ପ୍ରବଳ ବର୍ଷିବ

ଭୁବନେଶ୍ୱର : ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ଆଜି  ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି…

ରିଲିଜ୍ ଅପେକ୍ଷାରେ ଧାକଡ, ନୂଆ ଅବତାରରେ ଆସୁଛନ୍ତି କଙ୍ଗନା

ମୁମ୍ବାଇ: ବିବାଦୀୟ ମନ୍ତବ୍ୟକୁ ବାଦ୍ ଦେଲେ ୟୁନିକ୍ କାହାଣୀ ଉପରେ ନିର୍ମିତ ଫିଲ୍ମରେ ଅଭିନୟ କରିବା ନେଇ କଙ୍ଗନା ଚର୍ଚ୍ଚାରେ ଥାଆନ୍ତି । ନିକଟରେ ଫିଲ୍ମ ଥଲାଇଭିରେ କଙ୍ଗନାଙ୍କୁ ଜୟଲଲିଥାଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଦିନରେ କଙ୍ଗନା ଗୁପ୍ତଚର ଭୂମିକାରେ ଦର୍ଶକଙ୍କ…

ପୁରୀ ସମୁଦ୍ରରେ ବୁଡିଗଲେ ୨ ପର୍ଯ୍ୟଟକ

ପୁରୀ: ପୁରୀ ସମୁଦ୍ରରେ ବୁଡିଗଲେ ୨ ପର୍ଯ୍ୟଟକ । ସମୁଦ୍ରରେ ଗାଧୋଉଥିବା ବେଳେ ବୁଡି ଯାଇଛନ୍ତି ଦୁଇ ପର୍ଯ୍ୟଟକ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ରହିଛନ୍ତି। ତେବେ ଉଦ୍ଧାର ହୋଇଥିବା ଯୁବକ ହେଉଛନ୍ତି ପଶ୍ଚିମବଙ୍ଗର ୧୬ ବର୍ଷୀୟ ଅନୁପମ…

ଅଜୟ ଦେବଗନଙ୍କ ପାଇଁ ଗୀତ ଗାଇବେ ଶ୍ରୀଲଙ୍କାର ଗାୟିକା ୟୋହାନୀ

ମୁମ୍ବାଇ: ଶ୍ରୀଲଙ୍କାର ସେନ୍ସେସନାଲ୍ ସିଙ୍ଗର୍ ୟୋହାନୀ । “ମାନିକେ ମାଗେ ହିଥେ” ଭଳି ଗୀତ ଜରିଆରେ ଏହି କଣ୍ଠଶିଳ୍ପୀ ଜଣକ ଭାରତରେ ହାସଲ କରିଛନ୍ତି ହ୍ୟୁଜ୍ ପପୁଲାରିଟି । ଗୀତଟି ବହୁଳ ମାତ୍ରାରେ ଭାଇରାଲ୍ ହେବା ସହ ବିଗବସ୍ ଭଳି ରିୟାଲିଟି ସୋ’ରେ ୟୋହାନୀ ଗେଷ୍ଟ ଆପିରିଅନ୍ସ ଦେଇଥିଲେ ।…