Latest Odisha News

BREAKING NEWS

Yearly Archives

2021

କଟକରେ ମା’ ଙ୍କୁ ମେଲାଣି

କଟକ : ଆଜି ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମହାମାୟା । କଟକର ବିିଭିନ୍ନ ସ୍ଥାନରେ ମା' ଙ୍କୁ ଦିଆଯାଉଛି ମେଲାଣି। କୋଭିଡ କଟକଣା ମଧ୍ୟରେ କଟକରେ ମା' ଙ୍କ ବିସର୍ଜନ ଚାଲିଛି ।ଖାଁ ଖାଁ ଲାଗୁଛି କଟକର ଦେବୀଗଡ଼ା ପରିବେଶ । ନାଁ ଆଗ ଭଳି ଆଉ ଭିଡ ଅଛି। ନାଁ ଅଛି ପାର୍ବଣର ମାହୋଲ। ମଣ୍ଡପରୁ ମା…

ଆସନ୍ତାବର୍ଷ ସେପ୍ଟେମ୍ବରରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ!

ନୂଆଦିଲ୍ଲୀ: କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି)ର ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନା ଅନୁଯାୟୀ ନୂତନ ଦଳର ସଭାପତି ନିଯୁକ୍ତ ପାଇଁ ନିର୍ବାଚନ ପ୍ରକ୍ରିୟା ସେପ୍ଟେମ୍ବର ୨୦୨୨ ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି। ଆସନ୍ତାବର୍ଷ ସେପ୍ଟେମ୍ବର ମାସ ଯାଏ…

୨୦ ଯାଏ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଆସନ୍ତା ୪ ଦିନ ପାଇଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି। ଅକ୍ଟୋବର ୧୬ ଏବଂ ୧୭…

କଟକରେ ଏନକାଉଣ୍ଟର ପରେ ଧରା ପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ରାକା

କଟକ : କଟକରେ ଦୁର୍ଦ୍ଧାନ୍ତ ଅପରାଧିକୁ କମିଶନରେଟ  ପୋଲିସର ଏନକାଊଣ୍ଟର୍। ଏନକାଉଣ୍ଟରରେ ଜଗତସିଂହପୁର ବାଲିକୁଦାର ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସ ଆହତ ହୋଇଛି।  ଆହତ ରାକାକୁ ଏସସିବିରେ ଭର୍ତି କରାଯାଇଛି । ସେପ୍ଟେମ୍ବର ୯ ରେ କନ୍ଦରପୁରରେ ଘଟିଥିଲା ଗୁଳିକାଣ୍ଡ ଘଟଣା। ସେହି…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଡେଙ୍ଗୁ ଆକ୍ରାନ୍ତ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ସୁଧୁରୁଛି ବୋଲି ଏଆଇଏମ୍ଏସ୍ ଅଧିକାରୀ ଶନିବାର କହିଛନ୍ତି। ଅଧିକାରୀ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ "ପ୍ଲେଟଲେଟ୍…

କରୋନା କଟକଣା ମଧ୍ୟରେ ମା’ ଙ୍କୁ ମେଲାଣି

ଭଦ୍ରକ : ସରିଛି ଦଶହରା ବିଦାୟ ନେଉଛନ୍ତି ମହାମାୟା । ଭଦ୍ରକ ସହର ସନ୍ଥିଆ ନୀଳକଣ୍ଠପୁରରେ ୫ ଦିନ ଧରି ଚାଲୁଥିବା ଜଗତଜନନୀ ମା' ଦୁର୍ଗାଙ୍କ ଭସାଣି ଉତ୍ସବ ଆଜି ଶେଷ ହୋଇଛି। ମା' ଙ୍କୁ ମେଲାଣି ଦିଆଯାଇଛି। ସହରରେ ଭସାଣି ଉତ୍ସବ କୋରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଦୁର୍ଗାଙ୍କୁ…

ବଲିଉଡ୍‌କୁ ନେଇ ମହିମାଙ୍କ ବଡ଼ ଖୁଲାସା; କହିଲେ…

ନୂଆଦିଲ୍ଲୀ: ଫିଲ୍ମ ପରଦାରୁ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ମହିମା ଚୌଧୁରୀ ସୋସିଆଲ ମିଡିଆରେ ସକ୍ରିୟ ରହିଲେ ମଧ୍ୟ ଦୀର୍ଘ ଦିନ ଧରି ଫିଲ୍ମରୁ ଦୂରେଇ ରହିଛନ୍ତି। ଏକ ସାକ୍ଷାତକାରରେ ମହିମା ବଲିଉଡ୍‌ ବଡ଼ ଗୁମର ଫିଟାଇଛନ୍ତି। ମହିମା ଚୌଧୁରୀ କହିଛନ୍ତି, 'ମୁଁ ଅନୁଭବ କରୁଛି ଯେ…

ବାଲେଶ୍ୱରରେ ମା’ ଙ୍କୁ ମେଲାଣି , ନିରାଡ଼ମ୍ବର ଭାବେ ଚାଲିଛି ଭସାଣ ଉତ୍ସବ

ବାଲେଶ୍ୱର :  ଆଜି ମା’ ଙ୍କ ମେଲାଣି ଉତ୍ସବ। ବିଦାୟ ନେଉଛନ୍ତି ଜଗତଜନନୀ ମା ଦୁର୍ଗା । ବାଲେଶ୍ୱରରେ ବହୁ ଆଡମ୍ବର ସହକାରେ ଦୁର୍ଗା ପୂଜା ଶେଷ ହୋଇଛି । ଆଜି ମା’ଙ୍କ ବିସର୍ଜନ । କରୋନା କଟକଣାକୁ ମାନି ବିଭିନ୍ନ ସ୍ଥାନରେ ଆଜି ମୂର୍ତ୍ତି ବିସର୍ଜନ କରାଯାଉଛି। ସେପଟେ ବାଲେଶ୍ୱରରେ ଚଳିତ ବର୍ଷ…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଯାଜପୁରରେ ସ୍ୱାସ୍ଥ୍ୟ ସେବା ଶିବିର

ଯାଜପୁର : ଆଜି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ଯାଜପୁର ନିର୍ବାଚନ ମଣ୍ଡଳୀ ପଣସା ଠାରେ ବିଜୁଜନତା ଦଳ ପକ୍ଷରୁ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି l ଏହି ଶିବିର କୁ ଯାଜପୁର ପୂର୍ବତନ ପୌରାଧକ୍ଷ ଭବପ୍ରସାଦ ଦାସ ଉଦଘାଟନ କରିଥିଲେ। ଏହି ଶିବିର ରେ ଆଖପାଖ…

ହାରିଗଲା ମାନବିକତା ମା’ ର ଅନ୍ତିମ ସଂସ୍କାରରେ ଆସିଲାନି ପୁଅ

ବରଗଡ଼ : ହାରିଗଲା ମାନବିକତା ଜନ୍ମକଲା ମା’ ର ଅନ୍ତିମ ସଂସ୍କାର ପାଇଁ ଆସିଲାନି ପୁଅ । ବରଗଡ଼ ୧୮ ନମ୍ବର ୱାର୍ଡର ଆଶାକିରନ ନିକଟସ୍ଥ ମାତୃବିହାର ଠାରେ ଏପରି ଏକ ହୃଦୟବିତାରକ ଘଟଣା ଦେଖିବାକୁ ମିଳିଛି । ମା’ ର ମୃତ୍ୟୁ ଖବର ପାଇବା ପରେ ମଧ୍ୟ ଶେଷ ଥର ପାଇଁ ମା ମୁହଁ ଦେଖିବା ପାଇଁ…