Latest Odisha News

BREAKING NEWS

Yearly Archives

2021

ଆରପିଏଫ୍ ମାଡ଼ରେ ଯୁବକ ମୃତ୍ୟୁ ଅଭିଯୋଗ: ବାଂଶପାଣି ରେଳ ଷ୍ଟେସନରେ ଭଙ୍ଗାରୁଜା

କେନ୍ଦୁଝର: ଆରପିଏଫ୍ ମାଡ଼ରେ ଯୁବକ ମୃତ୍ୟୁ ଅଭିଯୋଗ। ବାଂଶପାଣି ରେଳ ଷ୍ଟେସନରେ ଦୁଇ ବସ୍ତି ବାସିନ୍ଦା ଆକ୍ରମଣ ଓ ଷ୍ଟେସନ ଭଙ୍ଗାରୁଜା କରିଛନ୍ତି। ୩ ଆରପିଏଫ ଗୁରୁତର। ସେମାନଙ୍କୁ ଯୋଡ଼ା ଟାଟା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଭଞ୍ଜହାଟିଂର ଲକ୍ଷ୍ମଣ ପାତ୍ର ନାମକ ଜଣେ…

IPL ଦ୍ୱିତୀୟ କ୍ୱାଲିଫାୟାର: ଫାଇନାଲ୍ ଟିକେଟ ପାଇଁ ଦିଲ୍ଲୀ-କୋଲକାତା ଲଢ଼େଇ

ନୂଆଦିଲ୍ଲୀ: ଅନ୍ତିମ ଚରଣରେ ପହଞ୍ଚିଛି ଆଇପିଏଲ୍ ମହାସମର । କିଏ ହେବ ଦ୍ୱିତୀୟ ଫାଇନାଲିଷ୍ଟ । ଆଜି ଦ୍ୱିତୀୟ କ୍ୱାଲିଫାୟାର ମୁକାବିଲାରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ । ସନ୍ଧ୍ୟା ସାଢ଼େ ୭ଟାରେ ଶାରହାଜ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଜବରଦସ୍ତ…

ପାକିସ୍ତାନର ମୁଖା ଖୋଲିଲା ଗିରଫ ଆତଙ୍କବାଦୀ ମହମ୍ମଦ ଅଶରଫ

ନୂଆଦିଲ୍ଲୀ: ପାକିସ୍ତାନର ପୋଲ୍‌ ଖୋଲିଲା ଗିରଫ ଆତଙ୍କୀ। ୨୦୦୯ ମସିହାରେ ଜାମ୍ମୁ ବସ୍ ଷ୍ଟାଣ୍ଡରେ ହୋଇଥିବା ବୋମା ବିସ୍ଫୋରଣରେ ପାକିସ୍ତାନର କୁଖ୍ୟାତ ଗୁପ୍ତଚର ସଂସ୍ଥା ଆଇଏସଆଇ ସମ୍ପୃକ୍ତ ଥିଲା। ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରୁ ଗିରଫ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଆଶ୍ରାଫ…

ମନିଷ ଅନୁରାଗ ମୃତ୍ୟୁ ମାମଲା: ଆତ୍ମସମର୍ପଣ କଲେ କନ୍ଧମାଳର ୨ ଯୁବକ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ଆତ୍ମସମର୍ପଣ କରିଛନ୍ତି ୨ ଜଣ ଯୁବକ । କନ୍ଧମାଳ ସ୍ପେଶାଲ୍ ସ୍କ୍ୱାଡ୍ ନିକଟରେ ସେମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ସେମାନଙ୍କୁ ଖୁବଶୀଘ୍ର ଭୁବନେଶ୍ୱର ଆଣିବ କମିଶନରେଟ ପୋଲିସ । ସେମାନଙ୍କୁ…

ଭାଇର ଦୀର୍ଘାୟୁ କାମନା କରି ଭାଇ ଜୀଉଁନ୍ତିଆ ଓଷା 

ସୁବର୍ଣ୍ଣପୁର : ଭାଇର ମଙ୍ଗଳ ତଥା ଦୀର୍ଘାୟୁ କାମନା କରି ଭଉଣୀ ମାନେ ପାଳନ କରିଥାନ୍ତି ଭାଇ ଜୀଉଁନ୍ତିଆ ଓଷା  । ଦୁର୍ଗା ଦେବୀଙ୍କ ଅଷ୍ଟମୀ ପୁଜାପରେ ଦିନ ସାରା ନିର୍ଜଳା ଉପବାସ ରହି ଭଉଣୀ ମାନେ ସଂଧ୍ୟାରେ ଧୁପ ଦୀପ ନୈବେଦ୍ୟ ଚଢାଇ ପୁଜା କରିଥାନ୍ତି ଦେବୀ ଦୁର୍ଗାଙ୍କୁ । ସାତ ପ୍ରକାର ଫୁଲ…

୧୫ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ଅଞ୍ଚଳ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଓଡିଶାରେ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ଆଇଏମଡି କହିଛି। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର…

ପୁଣି ମହଙ୍ଗା ହେଲା ସିଏନ୍‌ଜି ଓ ପିଏନ୍‌ଜି ଦର

ନୂଆଦିଲ୍ଲୀ: ପୁଣି ମହଙ୍ଗା ହେଲା ସିଏନ୍‌ଜି ଓ ପିଏନ୍‌ଜି ଦର। ଜାତୀୟ ରାଜଧାନୀ ଦିଲ୍ଲୀରେ ସିଏନ୍‌ଜି ଓ ପିଏନ୍‌ଜି ପାଇଁ ମୂଲ୍ୟ ସଂଶୋଧନ କରାଯାଇଛି। ଯାହା ଅକ୍ଟୋବର ୧୩ ତାରିଖ ସକାଳ ୬ ଟାରୁ କାର୍ଯ୍ୟକାରୀ ହେବ। ଦିଲ୍ଲୀରେ ସିଏନ୍‌ଜି ମୂଲ୍ୟ ବର୍ତ୍ତମାନ ୪୯.୭୬ ଟଙ୍କା ଥିବାବେଳେ ପିଏନଜି…

ମା’ତାରିଣୀ ପୀଠରେ ମହାନବମୀ ପୂଜା, ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’

ଘଟଗାଁ : ମା’ ତାରିଣୀ ପୀଠରେ ମହାନବମୀ| କାଳରାତ୍ରୀ ରୂପରେ ଦର୍ଶନ ଦେଉଛନ୍ତି ଜଗତଜନନୀ ମା’ ଦୁର୍ଗା  | ଏପଟେ ସୁନା ବେଶରେ ଦର୍ଶନ ଦେଉଛନ୍ତି ମା ତାରିଣୀ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦଶହରା ଅବସରରେ ଭକ୍ତମାନଙ୍କୁ…

ଆଜି ରାଜ୍ୟରେ ସାମାନ୍ୟ ବଢ଼ିଛି କରୋନା କେସ୍, ୬୧୫ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ରହିଛି । କେବେ ସାମାନ୍ୟ ବଢୁଚି ତ କେବେ ଖସୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୧୫ ଆକ୍ରାନ୍ତ । ଏହି ସମୟରେ ୬୨ହଜାର ୬୭୫ କୋଭିଡ୍ ଟେଷ୍ଟ ହୋଇଛି । ଆଜି ୧୮ ବର୍ଷ ଭିତରେ ଆଉ ୬୮ ଜଣ ସଂକ୍ରମିତ ହୋଇଛନ୍ତି । ୨୨…

ଆଜି ମହାମାୟାଙ୍କ ମହାଷ୍ଟମୀ, ଚଣ୍ଡୀପାଠରେ କମ୍ପୁଛି ମଣ୍ଡପ

ଭୁବନେଶ୍ୱର: ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାପୂଜା । ଆଜି ପାଳିତ ହେଉଛି ମହାଷ୍ଟମୀ । ମହା ଆଡମ୍ବରରେ ଚାଲିଛି ଦୁର୍ଗତନାଶିନୀଙ୍କ ପୂଜା । ଚଣ୍ଡୀପାଠରେ କମ୍ପୁଛି ମଣ୍ଡପ । କରୋନା କଟକଣାରେ ବିନା ଭକ୍ତରେ ଦେବୀ ଦୁର୍ଗାଙ୍କ ଆବାହନ ଚାଲିଛି । ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ପରଦା ଆଢୁଆଳରେ…