ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୩)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୩
ଫୁଲା ଫାଙ୍କିଆ ମୁଁ ତାସ୍ ଖେଳ, ପଶାଖେଳରେ ମାତି ସମୟ ବିତେଇ ଦେଉଥିଲି।ବହି ପଢିବାର ନିଶା ଥିଲା। ପହଁରିବାକୁ ଭଲ ଲାଗୁଥିଲା। କିନ୍ତୁ, ବାପାଙ୍କ କାମ ସମ୍ଭାଳିବାକୁ ଆଦୌ ଇଚ୍ଛା ହେଉନଥିଲା। ଟିକିଏ ବି ଆଗ୍ରହ ନଥିଲା।…