Latest Odisha News

BREAKING NEWS

Yearly Archives

2021

ଡିଜିଟାଲ ଶାଖାର ବିରାଟ କର୍ମଶାଳା ଆୟୋଜିତ

ବରଗଡ଼: ବରଗଡ଼ ଭି.ଡ଼ି ପେଲେସଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଡିଜିଟାଲ ଶାଖାର ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ କରାଯାଇଥିଲା। ସରକାରଙ୍କ ସମସ୍ତ ଜନହିତକର ତଥା ଲୋକାଭିମୁଖୀ କାର୍ଯ୍ୟର ସଠିକ୍ ପ୍ରସାର, ପ୍ରଚାର…

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅର ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଞ୍ଚଲ୍ୟ । ପାତ୍ରପଡ଼ାର ଏକ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ସ୍ଥାନୀୟ ପୋଲିସ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ମୃତକ ଜଣକ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନିଷ…

ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘର ଆଲୋଚନା ଚକ୍ର

ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରରେ ଜିଲ୍ଲା ସାମ୍ବାଦିକ ସଂଘର ସାଂଗଠନିକ ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସ୍ୱାଧୀନତା ସଂଗ୍ରାମ ସମିତିର ସଭାପତି ନୀଳମଣି ସାମଲ ଉଦଘାଟନ କରିଥିଲେ। ରାଜ୍ୟ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ନାୟକ, ବିଶିଷ୍ଟ…

ଚାରିଫୁଟରେ ପାର୍ବଣ

ପରମ୍ପରା କେବଳ ଏକ ବାହାନା ଆମ ସଂସ୍କୃତିକୁ ବିଶୃଙ୍ଖଳିତ କରିବା ଏବଂ ଶୃଙ୍ଖଳିତ ହେବାର ମାଧ୍ୟମ ନଖୋଜିବା। ହେଲେ କିଛି ବର୍ଷ ହେଲା ଆମ ପରମ୍ପରା କହିଲେ ଦୁର୍ଗା ପୂଜାରେ ମୀନାବଜାର, ସାଂସ୍କୃତିକ ରଙ୍ଗାରଙ୍ଗୀ କାର୍ଯ୍ୟକ୍ରମ, ରାଜ ରାସ୍ତାରେ ମତୁଆଲା ଭସାଣି ଉତ୍ସବ ଏବଂ ନାହିଁ ନଥିବା ଭିଡ଼…

ଶିକ୍ଷୟିତ୍ରୀ ସୁଜାତାମଣି ପୁହାଣ ନିଲମ୍ବିତ

ଭଦ୍ରକ: ଚାକିରି ହରାଇଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଥିବା ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଜାତାମଣି ପୁହାଣ। ସେ ଏକକାଳୀନ ଯୁକ୍ତ ୩ବିଜ୍ଞାନରେ ନାମ ଲେଖାଇବା ସହ ଧନ୍ଦାମୂଳକ ଶିକ୍ଷାରେ ନାମ ଲେଖାଇଥିଲେ। ଶିକ୍ଷାଗତ ଯୋଗ୍ୟତାକୁ ଆଧାର କରି ନିଯୁକ୍ତି ପାଇଥିଲେ। ପରେ…

କଟକ ପୂଜାରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର

କଟକ: ପୂଜା ପାଇଁ କଟକ ସହରରେ ବ୍ୟାପକ ବ୍ୟବସ୍ଥା । ଦୁର୍ଗା ପୂଜା ଓ ନାଇଟ୍‌ କର୍ଫ୍ୟୁ ପାଇଁ କଟକ ସହରରେ ୩୨ ପ୍ଲାଟୁନ ପୋଲିସ ଫୋର୍ସ ମୁତହେବେ । ଏହା ସହ ସହରରେ ୧୦୦ ଜଣ ବରିଷ୍ଠ ଅଧିକାରୀ ମୁତୟନ ହେବେ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ସେହିପରି ଡିସିପି ଆହୁରୀ ମଧ୍ୟ…

ମୃତ୍ୟୁର ୨୧ ମାସ ପରେ ମିଳିଲା ନ୍ୟାୟ; ୧୮ ବର୍ଷ ଧରି ଚାଲିଥିଲା ମକଦ୍ଦମା

ନୂଆଦିଲ୍ଲୀ: ମୃତ୍ୟୁର ୨୧ ମାସ ପରେ, ନିର୍ଦ୍ଦୋଷରେ ଖଲାସ ହେଲେ ବ୍ୟକ୍ତି। ଏଭଳି ଏକ ମାମଲା ସାମ୍‌ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମୃତ୍ୟୁ ପରେ ମିଳିଲା ନ୍ୟାୟ। ଛତିଶଗଡରୁ ଏମିତି ,କ ମାମଲା ସାମ୍‌ନାକୁ ଆସିଛି। ଜଣେ ବ୍ୟକ୍ତି ଦୁର୍ନୀତିର ଦାଗରୁ ମୁକ୍ତି ପାଇବା…

ଅନୁଭବ ଓ ଅଭିଜ୍ଞତାର ସମ୍ଭ୍ରାନ୍ତ କଳାତ୍ମକ ଉଚ୍ଚାରଣ ହିଁ କବିତା : ସୁରେଶ କୁମାର ନାୟକ

ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ସୁରେଶ ନାୟକ । ଗତ ଦୁଇ ଦଶନ୍ଧିରୁ ଉର୍ଦ୍ଦ୍ୱ ସମୟରେ ସେ ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ, ସେ ସୃଷ୍ଟି କରିଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ…

ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ

ଟିଟିଲାଗଡ଼: ଅଶାନ୍ତ ହୋଇ ପଡିଛି ସଇଁତଲା । ଚାଲିଛି ବିକ୍ଷୋଭ ସାଙ୍ଗକୁ ନାରାବାଜି । ସଇଁତଲା ପୋଲିସ ବିରୋଧରେ ଏକତ୍ରିତ ହୋଇଛନ୍ତି ଗ୍ରାମବାସୀ । ଗତକାଲି ସଇଁତଲା ନବରାତ୍ରି ଦୁର୍ଗାପୂଜା ମଣ୍ଡପରେ ମାଆଙ୍କ ସଂଧ୍ୟା ଆଳତୀରେ ପୋଲିସ ପ୍ରଶାସନ ତଥା ସଇଁତଲା ତହସିଲଦାର ଶ୍ରଦ୍ଧାଳୁଙ୍କ ସହ…

ପାକିସ୍ତାନ ନ୍ୟୁକ୍ଲିୟର ପ୍ରୋଗ୍ରାମର ଜନକ ଅବଦୁଲ୍‌ ଖାନଙ୍କ ପରଲୋକ

କରାଚି: ପାକିସ୍ତାନୀ ଆଣବିକ ବୈଜ୍ଞାନିକ ତଥା ପାକିସ୍ତାନ ନ୍ୟୁକ୍ଲିୟର ପ୍ରୋଗ୍ରାମର ଜନକ ଅବଦୁଲ କାଦର ଖାନଙ୍କ ରବିବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଅଗଷ୍ଟ ୨୬ ରେ ଖାନ ରିସର୍ଚ୍ଚ ଲାବୋରେଟୋରୀ ହସ୍ପିଟାଲରେ…