Latest Odisha News

BREAKING NEWS

Yearly Archives

2021

ଭିଜିଲାନ୍ସ ରେଡ୍: ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ଘରୁ ୯ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ପୂଜା ପୂର୍ବରୁ ଭିଜିଲାନ୍ସ ସ୍କାନରରେ ସରକାରୀ ଅଧିକାରୀ । ବିପୁଳ ପରିମାଣର ଟଙ୍କା ଧରି ଘରକୁ ଫେରିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ବାଲେଶ୍ୱର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀଙ୍କ ଘରୁ ୯ ଲକ୍ଷ ୨୫ ହଜାର ଟଙ୍କା ଜବତ ହୋଇଛି । ତାଙ୍କ ନାଁ ନରୋତ୍ତମ ବେହେରା ।…

ଆର୍ୟନ୍‌ଙ୍କ ଗିରଫଦାରୀକୁ ନେଇ ଶେଖର ଭାବପୂର୍ଣ୍ଣ ପ୍ରତିକ୍ରିୟା

ମୁମ୍ବାଇ: ଅକ୍ଟୋବର ୨ ତାରିଖ ରାତିରେ କ୍ରୁଜ୍ ଜାହାଜରେ ଡ୍ରଗ୍ସ ପାର୍ଟିରେ ବଲିଉଡ୍‌ ଷ୍ଟାର ଶାହାରୁଖ୍‌ଙ୍କ ପୁଅ ଆର୍ୟନ୍‌ ଖାନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିବା ପରେ ଅଭିନେତା ଶେଖର ସୁମନ ଶାହରୁଖଙ୍କ ସପକ୍ଷରେ ବାହାରିଛନ୍ତି। ଶେଖର ଟ୍ୱିଟର ହ୍ୟାଣ୍ଡେଲକୁ…

ଆର୍ୟନଙ୍କୁ ବେଲ୍ ନା ଜେଲରେ ରହିବେ? କାଲି ଶୁଣାଣି

ମୁମ୍ବାଇ: ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟନଙ୍କର କଣ ହେବ ? ତାଙ୍କୁ ବେଲ୍ ମିଳିବ ନା ଜେଲରେ ରହିବେ ? ଦଶହରାରେ କଣ ଜୁନିଅର କିଙ୍ଗ ଖାନ୍ ଜେଲ ଚାରିକାନ୍ଥ ଭିତରେ ରହିବେ ? ଆସନ୍ତାକାଲି ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ଅଛି । ମୁମ୍ୱାଇ ସ୍ୱତନ୍ତ୍ର ଘଊଚଝ କୋର୍ଟ ବେଲ୍ ପିଟିସନର…

ଭିଜିଲାନ୍ସ ଜାଲରେ ପଡ଼ିଥିବା ୩ ସରକାରୀ ବାବୁ ଗିରଫ, ସାଢ଼େ ୨୨ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ଗତକାଲି ବିପୁଳ ପରିମାଣର ଟଙ୍କା ସହ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ୩ ପ୍ରଥମ ଶ୍ରେଣୀ ଅଧିକାରୀ ଗିରଫ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ସାହୁ, ବାଲେଶ୍ୱର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ଲଭ୍-ସେକ୍ସ-ଧୋକା: ପ୍ରତାରକ ପ୍ରେମିକ ଗିରଫ

ସମ୍ୱଲପୁର: ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ପ୍ରତାରଣା । ଯୁବତୀଙ୍କୁ ଗର୍ଭବତୀ କରାଇବା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କରାଇବାକୁ ଧମକ ଦେବା ଅଭିଯୋଗରେ ବନ୍ଧା ହେଲେ ପ୍ରେମିକ । ସମ୍ୱଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳରୁ ଏମିତି ଘଟଣା ସାମନାକୁ ଆସିଛି । ପୀଡ଼ିତଙ୍କ ଅଭିଯୋଗ…

ଆଜି ରାଜ୍ୟରୁ ୬୫୨ କରୋନା ପଜିଟିଭ୍

ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ରାଜ୍ୟରେ ବଢିଛି କରୋନା ସଂକ୍ରମଣ । ପାଖାପାଖି ଶହେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ରାଜ୍ୟରୁ ୬୫୨ ପଜିଟିଭ୍ ବାହାରିଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୫୨୬ । ଆଜି ୨୪ ଜିଲ୍ଲାରୁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ…

ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ:କ୍ରମାଗତ ଭାବେ ଷଷ୍ଠ ଦିନ ପାଇଁ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର। ରାଷ୍ଟ୍ରାୟତ୍ତ ଇନ୍ଧନ ଡିଲରଙ୍କ ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୩୦ ପଇସା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା…

ସ୍ତ୍ରୀର ତଣ୍ଟି କାଟି ଦେଲା ସ୍ୱାମୀ

ଖୋର୍ଦ୍ଧା: ସ୍ୱାମୀ ସାଜିଲା ସୈତାନ୍ । ସ୍ତ୍ରୀର ତଣ୍ଟି କାଟିଦେଲା । ଶ୍ୱଶୂର ଘରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଛି ସ୍ୱାମୀ । ଏହାପରେ ଚମ୍ପଟ ମାରିଛି । ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଗୁରୁଜଙ୍ଗରେ ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକଙ୍କ ନାଁ ଇନ୍ଦିରା ପ୍ରିୟଦର୍ଶୀ…

ରାଜଧାନୀବାସୀ ସାବଧାନ! ବଢୁଛି ପ୍ରଦୂଷଣ

ନୂଆଦିଲ୍ଲୀ: ‌ମୌସୁମୀ ପ୍ରତ୍ୟାହାର ସହିତ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ପୁଣି ବୃଦ୍ଧି ପାଇବାରେ ଲାଗିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚେତାବନୀ ଦେଇଛନ୍ତି। ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) 171 କୁ ବୃଦ୍ଧି ପାଇଛି ଦିଲ୍ଲୀ ସିଏମ୍‌ କହିଛନ୍ତି।…

ଭାରତ, ଚୀନ୍‌ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଆଜି

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଆଜି ଭାରତ ଓ ଚୀନ୍‌ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହେବ। ଆଜି ଭାରତ ଏବଂ ଚୀନ୍ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଉଚ୍ଚସ୍ତରୀୟ ସାମରିକ ଆଲୋଚନା ହେବ। ଗତ ବର୍ଷ ହିଂସାତ୍ମକ ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ୟରେ ୧୩ ତମ ପର୍ଯ୍ୟାୟ ଆଲୋଚନା ଆରମ୍ଭ…