Latest Odisha News

BREAKING NEWS

Yearly Archives

2021

ବୃଦ୍ଧା ଦମ୍ପତିଙ୍କ ପ୍ରେମ କାହାଣୀ; ଅନ୍‌ଲାଇନ୍‌ରେ ସାକ୍ଷାତ ଆଉ ତା’ପରେ ବିବାହ

ନୂଆଦିଳ୍ଲୀ: ପ୍ରେମ ମାନେନା ବୟସ। ବୟସ କେବଳ ଏକ ସଂଖ୍ୟା। ବାସ୍ତବରେ ପ୍ରକୃତ ପ୍ରେମ ଯେକୌଣସି ବୟସରେ ବି ହୋଇଥାଏ। ତେବେ ଏହି କଥାକୁ ସତ ପ୍ରମାଣିତ କରିଛନ୍ତି ଏହି ବୃଦ୍ଧା ଦମ୍ପତି। ମହାମାରୀ ଯୋଗୁ ‌ଅନେକ ଲୋକ ପରସ୍ପରଠୁ ଅଲଗା ହୋଇଥିବା ବେଳେ ଏହି ଦମ୍ପତିଙ୍କୁ ଏକାଠି କରିପାରିଛି…

କ୍ରୁଜ୍ ଡ୍ରଗ୍ସ ମାମଲା; ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଖତ୍ରୀଙ୍କୁ ଏନ୍‌ସିବିର ସମନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରାଯିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ବାନ୍ଦ୍ରାସ୍ଥିତ ଚଳଚ୍ଚିତ୍ର ନିର୍ମାତା ଇମ୍‌ତିଆଜ ଖତ୍ରୀଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଏନସିବି ଚଢାଉ କରିଛି। ଏନସିବି…

ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଶନିବାର ଦିନ ଦେଶରେ ପେଟ୍ରୋଲ ଏବଂ ଡିଜେଲ୍‌ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି। ଯାହା ଫଳରେ ପେଟ୍ରୋଲ ଲିଟର ପିଛା ୧୦୩.୮୪ ଟଙ୍କା ରହିଛି। ସେହିପରି ଡିଜେଲର ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଥିବା ବେଳେ…

ଭାରସାମ୍ୟ ହରାଇ ପୋଖରୀରେ ପଶିଲା କାର, ଜଣେ ମୃତ

କେନ୍ଦୁଝର: ରାସ୍ତା ଦୁର୍ଘଟଣାରେ କେନ୍ଦୁଝର ଜିଲ୍ଲାରେ ଜଣେ ମୃତ । ସଦର ଥାନା ଠାକୁରଡିହି ଛକ ନିକଟରେ ଗୋଟିଏ କାର ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଥିଲା । କାର ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ୪୯ ନମ୍ବର ଜାତୀୟ ରାଜପଥ ନିକଟରେ…

ଜେଲରେ ପ୍ରଥମ ରାତି କାଟିଲେ ଜୁନିଅର କିଙ୍ଗ ଖାନ୍

ମୁମ୍ବାଇ: ଜୁନିଅର୍ ଖାନଙ୍କୁ ମହଙ୍ଗା ପଡ଼ିଲା ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି । ବେଲ୍ ମିଳିଲାନି । ଶେଷରେ ମୁମ୍ବାଇ ଆର୍ଥର ରୋଡ୍ ଜେଲ୍ ଯାଇଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନ୍ । ଜେଲରେ ପ୍ରଥମ ରାତି କାଟିଛନ୍ତି । ଡ୍ରଗ୍ସ କେସରେ ଗିରଫ ଅଭିଯୁକ୍ତଙ୍କୁ ଆର୍ଥର ରୋଡ୍ ଜେଲର ପ୍ରଥମ…

ଗୋରୁ ଖାଇଗଲା ବିରି, ତୀର ନେଇଗଲା ମଣିଷ ଜୀବନ

କେନ୍ଦୁଝର: ବିରି ପାଇଁ ଚାଲିଗଲା ଯୁବକଙ୍କ ଜୀବନ । ଗୋରୁ ବିରି ଖାଇବା ଘଟଣାକୁ ନେଇ ଘଟିଯାଇଛି ନୃଶଂସ ହତ୍ୟାକାଣ୍ଡ । ଏଭଳି ଏକ ଘଟଣାକୁ ନେଇ କେନ୍ଦୁଝର ଜିଲ୍ଲା କୋଡାକଳା ଗାଁ ଚର୍ଚ୍ଚାକୁ ଆସିଛି । ସବିଶେଷ ରିପୋର୍ଟ ଅନୁଯାୟୀ ଗୁରୁବାର ଅପରାହ୍ନରେ କୋଡାକଳା ଗାଁର ଜଗଦୀଶ ଦେହୁରୀ, ସାଗୁ…

ମୃତଦେହ ରଖି ରାସ୍ତାରୋକ, ବାରିପଦା-ଉଦଳା ରାସ୍ତାରେ ଗାଡ଼ି ଚଳାଚଳ ଠପ୍

ବାରିପଦା: ମୃତଦେହ ରଖି ରାସ୍ତା ଅବରୋଧ । ରୋଗୀ ମୃତ୍ୟୁର ପ୍ରତିବାଦ । କ୍ଷତିପୂରଣ ଦାବିରେ ବାରିପଦା-ଉଦଳା ରାସ୍ତାକୁ ଗତକାଲି ରାତିରୁ ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକ । ଫଳରେ ଏହି ରାସ୍ତାରେ ଠପ୍ ହୋଇଛି ଗାଡ଼ିମୋଟର ଚଳାଚଳ । ଅଭିଯୋଗ ହୋଇଛି, ଗତ ୩ ତାରିଖରେ ବାରିପଦା ମେଡିକାଲ କଲେଜ ଓ…

ଦଶହରାରେ ଲଘୁଚାପ: ୧୫-୧୬ ବେଳକୁ ଦକ୍ଷିଣ ଓଡ଼ିଶା ଅତିକ୍ରମ କରିବ

ଭୁବନେଶ୍ୱର: ବର୍ଷାରେ ଭିଜିବ ଦଶହରା । ଆସୁଛି ଆଉ ଏକ ଲଘୁଚାପ । ଉତ୍ତର ଆଣ୍ଡାମାନ-ସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଆଜି ଗୋଟିଏ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ସମୁଦ୍ର ପତ୍ତନଠାରୁ ୩.୧ ରୁ ୫.୮ କିମି ମଧ୍ୟରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ…

ପୋଖରୀ ଭିତରୁ ନିଖୋଜ ଯୁବତୀଙ୍କ ମୃତଦେହ ଠାବ

ଖୋର୍ଦ୍ଧା: ଦୁଇ ଦିନ ତଳେ ନିଖୋଜ ଯୁବତୀଙ୍କ ମୃତଦେ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ଅଟ୍ରି-ଶରଧାପୁର ରାସ୍ତା କଡ଼ ଏକ ପୋଖରୀ ଭିତରୁ ମୃତଦେହ ଠାବ ହୋଇଛି । ୨ ଦିନ ତଳେ ଅଟ୍ରି ଗାଁର ଯୁବତୀ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଏନେଇ ବାଘମାରୀ ଥାନାରେ ଅଭିଯୋଗ ପରେ…

୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଡାକ୍ତର ଗିରଫ

ବାରିପଦା: ଲାଞ୍ଚ ନେବା ବେଳେ ଡାକ୍ତର ବାବୁ ଗିରଫ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାରିପଦା ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତର ଦେବୀଦତ୍ତ ପାତ୍ରଙ୍କୁ ଧରିଥିଲା ଭିଜିଲାନ୍ସ । ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ସେ ୨୦ ହଜାର ଟଙ୍କା ଲାଞ୍ଚ…