Latest Odisha News

BREAKING NEWS

Yearly Archives

2021

ଭୁବନେଶ୍ବରରେ ବ୍ୟାଙ୍କ ଅଫ ମହାରାଷ୍ଟ୍ରର ନୂଆ ଜୋନାଲ ଅଫିସ୍ ଉଦଘାଟିତ

ଭୁବନେଶ୍ବର : ଉଦଘାଟିତ ହୋଇଛି ବ୍ୟାଙ୍କ୍ ଅଫ ମହାରାଷ୍ଟ୍ରର ଭୁବନେଶ୍ବର ଜୋନାଲ ଅଫିସ୍ । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶକ୍ତି, ଶିଳ୍ପ ଓ ଏମଏସଏମଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଓଡ଼ିଶାବାସୀଙ୍କ ପାଇଁ ଉତ୍ତମ ବ୍ୟାଙ୍କିଙ୍ଗ ଓ…

ବାଣପୁରରେ ମା’ ଭଗବତୀ ଓ ମା’ ବୀରଜାଈଙ୍କ ଭେଟ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଅନୁଷ୍ଠିତ ହୋଇଛି ମା’ ଭଗବତୀ ଓ ମା' ବୀରଜାଈଙ୍କ ଭେଟ ଉତ୍ସବ । ଓଡ଼ିଶାର ଐତିହାସିକ ପୀଠ ତଥା ବାଣପୁରର ପ୍ରସିଦ୍ଧ ଶକ୍ତି ପୀଠ ମା' ଭଗବତୀଙ୍କ କାଠି ଠାକୁରାଣୀ ଏବଂ ମା' ବୀରଜାଈଙ୍କ କାଠି ଠାକୁରାଣୀଙ୍କର ବିଦ୍ଧି ମୁତାବକ ହୋଇଛି ମହା ଭେଟ…

ପ୍ରକାଶ ପାଇଲା ଗଂଜାମ ଜିଲ୍ଲା ଜିଆରଏସ ଯୋଗ୍ୟତା ତାଲିକା

ଗଞ୍ଜାମ : ପ୍ରକାଶ ପାଇଲା ଗଂଜାମ ଜିଲ୍ଲା ଜିଆରଏସ ଯୋଗ୍ୟତା ତାଲିକା । ମୋଟ ୧୩୭୬ ଜଣ ଆବେଦନକାରୀଙ୍କ ମଧ୍ୟରୁ ୨୪ ଜଣ ପାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ୧୩୫୨ ଜଣ ପାର୍ଥୀ ଅଯୋଗ୍ୟ ବିବେଚିତ ହୋଇଛନ୍ତି । ଗତ ମାର୍ଚ୍ଚ ମାସରେ ହୋଇଥିବା ଚୟନ ପ୍ରକ୍ରିୟାକୁ ଆଧାର କରି ଏହି ତାଲିକା ପ୍ରକାଶ…

ମହଙ୍ଗା ପଡିଲା ଲକ୍ଷ୍ମୀପୁର ଖିରି ହିଂସାକୁ ନିନ୍ଦା କରିବା: ବିଜେପି କାର୍ଯ୍ୟକାରିଣୀରୁ ମାନେକା, ବରୁଣ ବିଦା

ନୂଆଦିଲ୍ଲୀ:ଉତରପ୍ରଦେଶର ଲକ୍ଷ୍ମୀପୁର ଖିରି ହିଂସାକୁ ନିନ୍ଦା କରିବା ଏବଂ ଏହା ସମର୍ଥନରେ ଭିଡିଓ ଅପଲୋଡ କରିବା ମାନେକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଆଜି ଘୋଷଣା କରାଯାଇଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ଏହି ଦୁଇ ଜଣଙ୍କୁ ବାହାର କରି…

ମନ ଲଢେଇରେ ଜିତିଲେ ଦୀପକ: ଷ୍ଟାଡିୟମରେ ପ୍ରେମିକା ଜୟାଙ୍କୁ ମୁଦି ପିନ୍ଧାଇଲେ

ଦୁବାଇ: ଚଳିତ ଆଇପିଏଲରେ ଗୁରୁବାର ଚେନ୍ନାଇ ସୁପର କିଙ୍ଗସକୁ ଶୋଚନୀୟ ଭାବେ ପରାଜିତ କରିଛି ପଞ୍ଜାବ । ମାତ୍ର ଏହି ମ୍ୟାଚରେ ଦଳ ହାରିଥିଲେ ମଧ୍ୟ ମନ ଲଢ଼େଇରେ ବିଜୟ ହୋଇଛନ୍ତି ଦୀପକ ଚହର । ମ୍ୟାଚ ପରେ ଦୀପକ ତାଙ୍କ ଦୀର୍ଘ ଦିନର ପ୍ରେମିକାଙ୍କୁ ଷ୍ଟାଡିୟମରେ ସମସ୍ତଙ୍କ ଉପସ୍ଥିତିରେ ମୁଦି…

ଶ୍ରୀମନ୍ଦିରରେ ଗୁପ୍ତ ଗୁଣ୍ଡିଚା ନୀତି

ପୁରୀ : ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଗୁପ୍ତ ଗୁଣ୍ଡିଚା ନୀତି । ଦୁର୍ଗମାଧବ ରଥକୁ ବିଜେ ହୋଇଥିବା ବେଳେ ୧୨.୩୦ରେ ନାରାୟଣୀ ମନ୍ଦିରକୁ ବିଜେ ହୋଇଛନ୍ତି । ଦୁର୍ଗା ମାଧବ ଉପାସନାର ଅନନ୍ୟ ଐତିହ୍ୟ କ୍ଷେତ୍ର ନାରାୟଣୀ ମନ୍ଦିର । ଆଶ୍ବିନ ମାସରେ ଷୋଳପୂଜା ସମୟରେ ପ୍ରଥମ ଆଠ ଦିନ…

ରାହୁଲଙ୍କ ମାରାତ୍ମକ ବ୍ୟାଟିଂ, ପଞ୍ଜାବର ପ୍ଲେ ଅଫ ଆଶା ଏବେ ବି ଉଜ୍ଜୀବିତ

ଦୁବାଇ: କେଏଲ ରାହୁଲଙ୍କ ବିସ୍ଫୋରକ ଅପରାଜିତ ବ୍ୟାଟିଂ ( ୪୨ ବଲରେ ୯୮ ରନ) ବଳରେ ପଞ୍ଜାବ କିଙ୍ଗସ ୬ ଉଇକେଟରେ ଚେନ୍ନାଇ ସୁପର କିଙ୍ଗସକୁ ଶୋଚନୀୟ ଭାବେ ପରାଜିତ କରିଛି । ଏହି ବିଜୟ ସହ ପଞ୍ଜାବ ଏବେ ବି ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବିତ ରଖିଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ…

ପାରାଦୀପରେ ହୋଟଲ ଏମ୍ପ।ୟାର୍ସ ପକ୍ଷରୁ ୮ ଦିନିଆ ଫୁଡ୍ ଫେଷ୍ଟିଭାଲ

ପାରାଦୀପ: ଫୁଡ୍ ଫେଷ୍ଟିଭାଲ୍ ପାଇଁ ପାରାଦୀପରେ ପ୍ରସ୍ତୁତି ଆରମ୍ଭ । ଦଶହରା ଅବସରରେ ପାରାଦୀପ ହୋଟେଲ ଏମ୍ପାୟାର୍ସ ପକ୍ଷରୁ ଆସନ୍ତା କାଲିଠୁ ଆରମ୍ଭ ହେଉଛି ୮ ଦିନିଆ ଫୁଡ୍ ଫେଷ୍ଟିଭାଲ୍ । ଏହି ଫେଷ୍ଟିଭାଲର ନାଁ ରଖାଯାଇଛି ‘ସୋନାର ବାଙ୍ଗଲା’। ଏହି ଫେଷ୍ଟିଭାଲରେ ସମସ୍ତ ପ୍ରକାର ବଙ୍ଗାଳୀ…

ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇଲେ ଧୋନୀ !

ଦୁବାଇ: ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ତାଙ୍କୁ ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛନ୍ତି । ଆଗାମୀ ଆଇପିଏଲରେ ଖେଳିବା ନେଇ ତାଙ୍କୁ ପଚରାଯିବାରୁ ସେ କହିଥିଲେ, ମୁଁ ନିଜେ ମଧ୍ୟ ଏଥିନେଇ ନିଶ୍ଚିତ ନୁହେଁ । ପ୍ରଶଂସକମାନେ ହଳଦିଆ ଜର୍ସିରେ ମୋତେ ଦେଖିପାରିବେ…

ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ, ଏବେ ବି ଜଣେ ନିଖୋଜ

ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ପୁରୀରେ ଅଘଟଣ । ଭାସିଗଲେ ୩ ଜଣ ପର୍ଯ୍ୟଟକ । ବର୍ତ୍ତମାନ ସୁଦ୍ଧା ୨ଜଣ ଉଦ୍ଧାର ହୋଇଥିବାବେଳେ, ଜଣେ ଏବେ ବି ନିଖୋଜ ଅଛନ୍ତି। ସେପଟେ ମିଳିଥିବା ସୂଚନା ମୁତାବକ ନିଖୋଜ ଯୁବକ ଜଣଙ୍କ ହେଉଛନ୍ତି ସହିଦ ଅନଓ୍ବର । ଲାଇଟ ହାଉସ ସମ୍ମୁଖ ସମୁଦ୍ରରେ ସ୍ନାନ ସମୟରେ…