Latest Odisha News

BREAKING NEWS

Yearly Archives

2021

କେନାଲରେ ପଡ଼ି ଦୁଇ ଶିଶୁ ମୃତ

ପାରାଦୀପ: କେନାଲରେ ପଡ଼ି ଦୁଇ ଶିଶୁଭଙ୍କର ମୃତ୍ୟୁ ହୋଇଛି । ପାରାଦୀପ ଅନ୍ତର୍ଗତ ଅଠରବାଙ୍ଗି ଲକପଡ଼ା ବସ୍ତିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ତାଳଦଣ୍ଡା କେନାଲରେ ପଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତକମାନ ହେଲେ ଲକପଡ଼ାର ନୃସିଂହ ମିସ୍ତ୍ରୀଙ୍କ ୪ ବର୍ଷର ପୁଅ ଜିତେନଦ୍ର ମିସ୍ତ୍ରୀ ଓ…

ନୂଆପଡାରେ ଶ୍ରମିକ ଗର୍ଜନ ସମାବେଶ: ଘେରିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ନୂଆପଡା: ଶ୍ରମିକଙ୍କ ରଣହୁଙ୍କାର । ନୂଆପଡ଼ା ଜିଲ୍ଲାରେ ଏକାଠି ହେଲେ ହଜାର ହଜାର ଶ୍ରମିକ । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବିରୋଧରେ ଗର୍ଜନ ସମାବେଶ କରିଛନ୍ତି । ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘର ଆବାହାକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲାର କୋଣ ଅନୁକୋଣରୁ ବିଭିନ୍ନ ଶ୍ରମିକ…

ମେ ୨୦୧୯ରୁ ଚାଇନାରେ ଆରମ୍ଭ ହୋଇଥିଲା କରୋନା!

ବେଜିଂ: ଚାଇନାର ଉହାନରେ ମହାମାରୀ କରୋନାର ଉତ୍ପତ୍ତିକୁ ଅନେକ ମାସ ବିତିଗଲାଣି କିନ୍ତୁ ଏହା କିପରି ଆରମ୍ଭ ହେଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଅନୁସନ୍ଧାନକାରୀ ଗୋଷ୍ଠୀ କରୋନାଭାଇରସ୍ ର ଉତ୍ପତ୍ତି ବିଷୟରେ ଜାଣିବାକୁ ପ୍ରୟାସ କରୁଥିବା ବେଳେ…

ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସକୁ ଏଲ୍ଏଚବି…

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ- ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ଲିଙ୍କ୍ ହଫମେନ୍ ବୁଶ (ଏଲଏଚବି) କୋଚରେ ପରିଣତ କରାଯାଉଛି । ଏହି ଦାବିରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାତ୍ରୀଙ୍କ ସୁବିଧାକୁ…

ଚୀନ୍‌ ପରି ଭାରତରେ ଆସିବ କି ବିଜୁଳି ସଙ୍କଟ?

ନୂଆଦିଲ୍ଲୀ: ପାର୍ବଣ ଋତୁ ପୂର୍ବରୁ ଦେଶରେ କୋଇଲା ସଙ୍କଟ ବୃଦ୍ଧି ପାଉଛି। ଯଦି ଦେଶରେ କୋଇଲା ସଙ୍କଟ ଗମ୍ଭୀର ହୁଏ, ତେବେ ବିଜୁଳି ସମସ୍ୟା ମଧ୍ୟ ଉପୁଜିପାରେ। ବାସ୍ତବରେ, ଦେଶରେ ୬୪ ଟି ନନ୍‌-ପିଟ୍‌ହେଡ ପାୱାର୍ ପ୍ଲାଣ୍ଟରେ ଚାରି ଦିନରୁ କମ୍ କୋଇଲା ଭଣ୍ଡାର ବାକି ଅଛି। କୋଇଲା ଖଣିଠାରୁ…

୯୦ ପ୍ରତିଶତ ପ୍ରଭାବଶାଳୀ ଫାଇଜର ଟିକା

ନୂଆଦିଲ୍ଲୀ:ଏକ ନୂତନ ଅଧ୍ୟୟନ ଅନୁଯାୟୀ ଫାଇଜର ଟିକା କରୋନା ବିରୋଧରେ ୯୦ ପ୍ରତିଶତ ପ୍ରଭାବଶାଳୀ। ଡାକ୍ତରଖାନାରେ ଭର୍ତ୍ତି ହେବା ଆଶଙ୍କାକୁ ୯୦ ପ୍ରତିଶତ ହ୍ରାସ କରିଥାଏ ଫାଇଜର ଟିକା। ଏହି ଟିକା ନେବାର ଛଅ ମାସ ପର୍ଯ୍ୟନ୍ତ ଏହା ପ୍ରଭାବଶାଳୀ ହୋଇଥାଏ। ବୈଜ୍ଞାନିକମାନେ ଜାଣିବାକୁ…

ପର୍ଯ୍ୟଟନ ଆଣିବ ତୃତୀୟ ଲହର!

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ମଙ୍ଗଳବାର ଚେତାବନୀ ଦେଇଛି ଯେ ଯଦି ହିଲ୍‌ ଷ୍ଟେସନ ଏବଂ ପର୍ଯ୍ୟଟନ ସ୍ଥଳଗୁଡ଼ିକ କୋଭିଡ ପ୍ରୋଟୋକଲକୁ କଡାକଡି ଭାବେ ପାଳନ ନକରନ୍ତି ତେବେ ପର୍ଯ୍ୟଟନ କୋଭିଡ-୧୯ ମହାମାରୀର ତୃତୀୟ ତରଙ୍ଗ ସୃଷ୍ଟି କରିପାରେ।…

NCB ହେପାଜତରେ ବିଜ୍ଞାନ ବହି ପଢୁଛନ୍ତି ଆର୍ୟନ୍

ମୁମ୍ବାଇ: କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଛନ୍ତି ବଲିଉଡ କିଙ୍ଗ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟନ୍ । ତାଙ୍କୁ ଆସନ୍ତାକାଲି ଯାଏ ହେପାଜତରେ ନେଇ ପଚରାଉଚରା କରୁଛି ଏନସିବି । ରିମାଣ୍ଡ ସମୟରେ ଆର୍ୟନଙ୍କୁ ଦିଆଯାଇଛି ବିଜ୍ଞାନ ବହି । କଷ୍ଟୋଡିରେ ସେ ବିଜ୍ଞାନ ବହି ପଢୁଥବା ସୂଚନା…

କୋଭାକ୍ସିନକୁ ମିଳିବ ‘ହୁ’ର ଅନୁମତି!; ଆସନ୍ତା ସପ୍ତାହରେ ନିଷ୍ପତ୍ତି

ନୂଆଦିଲ୍ଲୀ: କୋଭାକ୍ସିନକୁ ମିଳିବ କି ହୁର ଅନୁମତି! ଏ ନେଇ ଆସନ୍ତା ସପ୍ତାହରେ ଚୂଡାନ୍ତ ନିଷ୍ପତ୍ତି ଆସିପାରେ। ଆସନ୍ତା ସପ୍ତାହ ସୁଦ୍ଧା ଭାରତ ବାୟୋଟେକ୍ ର କୋଭାକ୍ସିନ ପାଇଁ ଜରୁରୀକାଳୀନ ବ୍ୟବହାର ତାଲିକା (EUL) ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ…

ପୁଣି ବଢିଲା ଏଲ୍‌ପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ଘରୋଇ ଏଲପିଜି ସିଲିଣ୍ଡର ପୁଣି ଥରେ ମହଙ୍ଗା ହୋଇଛି। ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ଅକ୍ଟୋବର ୬ ଅର୍ଥାତ୍‌ ବୁଧବାର ଦିନ ପୁଣି ଥରେ ବୃଦ୍ଧି କରାଯାଇଛି। ଏହାପୂର୍ବରୁ ଅକ୍ଟୋବର ୧ ରେ ମାତ୍ର ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା।…