Latest Odisha News

BREAKING NEWS

କେନାଲରେ ପଡ଼ି ଦୁଇ ଶିଶୁ ମୃତ

ପାରାଦୀପ: କେନାଲରେ ପଡ଼ି ଦୁଇ ଶିଶୁଭଙ୍କର ମୃତ୍ୟୁ ହୋଇଛି । ପାରାଦୀପ ଅନ୍ତର୍ଗତ ଅଠରବାଙ୍ଗି ଲକପଡ଼ା ବସ୍ତିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ତାଳଦଣ୍ଡା କେନାଲରେ ପଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତକମାନ ହେଲେ ଲକପଡ଼ାର ନୃସିଂହ ମିସ୍ତ୍ରୀଙ୍କ ୪ ବର୍ଷର ପୁଅ ଜିତେନଦ୍ର ମିସ୍ତ୍ରୀ ଓ ବୁଦ୍ଧଦେବ ଦାସଙ୍କ ୪ ବର୍ଷର ଝିଅ ସଙ୍ଗୀତା ଦାସ ।

BjdElectrycity

ଦୁଇ ପିଲା ତାଳଦଣ୍ଡା କେନାଲ ବନ୍ଧରେ ଖେଳୁଥିବା ବେଳେ ଖସି ପଡ଼ିଥିଲେ । ତେବେ ଏସନେଇ କେହି କିଛି ଜାଣି ପାରିନଥିଲେ । କିଛି ସମୟ ପରେ ସେଠାରେ ଗାଧୋଉଥିବା ଲୋକ ଦୁହିଁଙ୍କୁ ଉଦ୍ଧାର କରିଥିଲେ । ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.