ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩କୁ ବୃଦ୍ଧି
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟର ମୋଟ ୨୧୩ ଟି ମାମଲା ରିପୋର୍ଟ ହୋଇଛି। ରାଜଧାନୀ ଦିଲ୍ଲୀରେ ସର୍ବାଧିକ ସଂଖ୍ୟକ ମାମଲା ରହିିଥିବା ଜଣାପଡ଼ିଛି। ଓମିକ୍ରନ୍ ମାମଲାରେ ମହାରାଷ୍ଟ୍ର ସବୁଠୁ ଆଗରେ ଥିଲା କିନ୍ତୁ ଏବେ ଦିଲ୍ଲୀ ଏହାକୁ ପଛରେ ପକାଇ ଦେଇଛି।…