Latest Odisha News

BREAKING NEWS

ବ୍ୟଙ୍ଗ : ଭଗବାନ ତୁସି ଗ୍ରେଟ ହୋ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଚାର ଏଇ କିଛି ଦିନ ତଳର କଥା । ସନ୍ଧ୍ୟାରେ ପତ୍ନୀଙ୍କ ସାଙ୍ଗରେ ଝଗଡା । ଝଗଡାଟା ମୋର ଦେହସୁହା କଥା । କାରଣ ତାଙ୍କ ଅଭିଯୋଗର ତାଲିକା ଏତେ ଲମ୍ବା ଯେ ତାକୁ ପୂରା କରୁ କରୁ ଦାମ୍ପତ୍ୟର ଗୋଟିଏ ଜନ୍ମର ବାରଅଣା ଜୀବନ ସରିଗଲାଣି । ଆହୁରି ଛଅ ଜନ୍ମ ପାଇଁ…

ବ୍ୟଙ୍ଗ : ବିକାଶର ଜୟଯାତ୍ରା

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଚାର ବର୍ଷଯାକ ଜାକିଜୁକି ବସି ଘୁମଉଥିବା ଲୁଗା କି ଗହଣା ଦୋକାନୀ ଯେମିତି ରଜ, ସାବିତ୍ରୀ, ଦୀପାବଳି , ବାହାତିଥୀ ପୂର୍ବରୁ ଝାଡ଼ିଝୁଡ଼ି ହୋଇ ଉଠନ୍ତି ଇନକମଟ୍ୟାକ୍ସ, ସିବିଆଇ, ଇଡି ଭଳି ବିଭାଗବାଲାଙ୍କ ଚଢ଼ଉ କିମ୍ବା ନେତାମାନଙ୍କ ଦଳବଦଳ ଖବର ଜୋର…

ବ୍ୟଙ୍ଗ : ହାପି ସଣ୍ଡେ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଭାଗ ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଭାଗ  ଆଜିକାଲି ହ୍ଵାଟ୍ସଆପରେ 'ସୁଖୀ ରବିବାର'ର ଶୁଭକାମନା ସବୁ ଶୁଭସକାଳ ସହିତ ଆସିବା ଆରମ୍ଭ ହେଲାଣି । କେବଳ ଜଣେ ସଂସାରୀ ଜାଣିପାରିବ ଏହି ରବିବାରିଆ ଖୁସିଟା କେତେ ପ୍ରଭାବୀ । ସପ୍ତାହ ଯାକର କାମ ଏହି ଦିନକୁ…

ବ୍ୟଙ୍ଗ : ହାଏ ହାଏରେ ମାନପତ୍ର

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଭାଗ  କିଛି ବର୍ଷ ହେଲାଣି ଦିନ ରାତି ଏକ କରି ଲେଖୁଛି । ଘରଣୀଙ୍କ ଠାରୁ ଗାଳି ବି ଶୁଣୁଛି । ସବୁବେଳେ କହୁଛନ୍ତି , 'କଣ ଖାଲି ସେ ଫୋନରେ ବସି କେଞ୍ଚୁଛ, ବେକ ବଙ୍କିଯିବ । ଆଖି କଣା ହେଇଯିବ।' ମୋର ଗୋଟେ ବଡ ଦୁଃଖ। ଆଜି ଯାଏଁ କେହି ମୋତେ ଚଦର ତ…

ବ୍ୟଙ୍ଗ : ଆତ୍ମସ୍ମୃତି ବନାମ ଆତ୍ମସ୍ତୁତି

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଭାଗ  ମୋର କାଲି ଇଚ୍ଛା ହେଲା ମୁଁ ମୋ ପିଲାଦିନର ସ୍ମୃତି ସବୁକୁ ବନେଇ ଚୁନେଇ ଗୋଟିଏ ଆତ୍ମସ୍ମୃତି ଲେଖିବି । ସେଥିପାଇଁ ଫେସବୁକକୁ ବହୁତ ଅଣ୍ଡାଳି ଅଣ୍ଡାଳି କିଛି ଆଇଡ଼ିଆ ପାଇଲି । ଫେସବୁକ୍ ମନ୍ଥନରୁ ଆଜି କାଲି ମାର୍କେଟ ନେଉଥିବା ଚାରି ପାଞ୍ଚଟା ପଏଣ୍ଟ…

ବ୍ୟଙ୍ଗ : ରାଶିଫଳ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ମୁଁ କି ଦୋଷ କରିଥିଲି ଏ ନିଆଁଗିଳା ରାଶିଫଳବାଲାଙ୍କ ଶଳା ମୋ ସୁଖର ସଂସାରରେ ନିଆଁ ଲଗେଇଦେଲେ । ଏଇ ଦିନେ କି ଦୁଇ ଦିନ ତଳର କଥା, ରାଶିଫଳରେ ଲେଖା ଥିଲା ମୋ ରାଶିରେ କାଳେ ଦୁଇଟା ବାହା ଯୋଗ ଅଛି । ଏହାକୁ ପଢି ଆମ୍ଭର ପ୍ରିୟ ଉଆନ୍ ଏଣ୍ଡ ଓନଲି ଘରଣୀ କହିଲେ…

ବ୍ୟଙ୍ଗ : ଫେରିବାର ପଥ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  "ହେ ଗାନ୍ଧୀ, ପୁଣିଥରେ ଆସ ।ଏ ଧରା ପୃଷ୍ଠରେ ଜନ୍ମ ନିଅ । ଅନ୍ୟାୟ , ଅନୀତି, ଅସହିଷ୍ଣୁତାରେ ଆମେ ସମସ୍ତେ ଜର୍ଜରିତ । ହେ ମହାତ୍ମା , ତୁମେ ପୁଣି ଥରେ ଜନ୍ମନିଅ । ଅନ୍ଧକାରରେ ଆଲୁଅ ଦେଖାଅ । ଆଉଥରେ ଆସ ବାପୁ, ଆଉ ଥରେ ଆସ ।" ଦେବଭୂମି ଭାରତରେ…

ବ୍ୟଙ୍ଗ : କେକ୍ କୌତୁକ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  ବହୁ ଦିନ ତଳର କଥା । ଜଣେ ବନ୍ଧୁଙ୍କ ଘରକୁ କିଛି କାମ ପାଇଁ ଯାଇଥିଲି । ବନ୍ଧୁଙ୍କ ସହ କଥା ହେଉଥିବା ବେଳେ ବନ୍ଧୁ ପତ୍ନୀ ସଦ୍ୟ ରୋଷେଇ ଘରେ ପ୍ରସ୍ତୁତ ହୋଇଥିବା ସୁଦୃଶ୍ୟ କେକ୍ ଖଣ୍ଡେ ଆଣି ପରସି ଦେଲେ । ସୌଜନ୍ୟ ଦୃଷ୍ଟିରୁ କେକ୍ ଅତି ସୁସ୍ୱାଦୁ…

ବ୍ୟଙ୍ଗ : ଗପି ଗପି ଗାଳ୍ପିକ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  ମୋର ବହୁ ଗୁଡିଏ ଭଲ ଅଭ୍ୟାସ ଭିତରୁ ଗୋଟିଏ ହେଲା ମୁଁ ଯେତେବେଳେ କହିବା ଆରମ୍ଭ କରେ ମୋତେ ଲାଗେ ଏକ ବିଶାଳ ଜନସମୁଦ୍ରକୁ ଏଇଟା ମୋ ଜୀବନର ଶେଷ ଭାଷଣ । ବାସ୍ କହି ଚାଲିଥାଏ । କିଛି ଜ୍ଞାନୀ ଲୋକଙ୍କ ମତ ହେଲା , ମୁଁ କହିଲାବେଳେ କାଳେ କମା…

ବ୍ୟଙ୍ଗ : ରାମାୟଣ ପୁନର୍ଲିଖନ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  ତ୍ରେତୟା ଯୁଗର କଥା । ପ୍ରଭୁ ଶ୍ରୀରାମ ଶ୍ରୀଲଙ୍କା ଜୟ ପରେ ମାତା ସୀତାଙ୍କୁ ସାଙ୍ଗରେ ଧରି ଅଯୋଧ୍ୟା ଫେରିଲେ । ଅଯୋଧ୍ୟା ସୀମାରେ ବାଣ ରୋଷଣୀ ଧରି ଭରତ ଅପେକ୍ଷା କରିଥାନ୍ତି । ଭରତ ଦେଖିଲେ ପ୍ରଭୁ ତ ଆସିଛନ୍ତି କିନ୍ତୁ ସାଙ୍ଗରେ ଆସିଛନ୍ତି…