Latest Odisha News

BREAKING NEWS

Yearly Archives

2021

ଭୁପେନ୍ଦ୍ର ପଟେଲ ହେବେ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଶନିବାର ଦିନ ବିଜେପିର ବିଜୟ ରୂପାନୀ ହଠାତ୍ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନେବା ପରେ କିଏ ତାଙ୍କ ସ୍ଥାନ ନେବେ ତାହା ବଡ ପ୍ରଶ୍ନ ଥିଲା। ଶନିବାର ବିଜୟ ରୂପାନୀଙ୍କ ଇସ୍ତଫା ପରେ ବିଜେପି ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି। ଭୁପେନ୍ଦ୍ର ପଟେଲ ଗୁଜୁରାଟର ନୂତନ…

ଆଙ୍କର୍‌ ହେବେ ଅଭିନେତା ସୋନୁ ସୁଦ୍‌

ମୁମ୍ବାଇ: ଆଙ୍କର୍‌ ହେବେ ଅଭିନେତା ସୋନୁ ସୁଦ୍‌। ଅଭିନେତା ସୋନୁ ସୁଦଙ୍କୁ କାର୍ଯ୍ୟକ୍ରମ 'ଦେଶ କି ବାତ୍ ସୁନ୍‌ତା ହୁଁ'ର ଉପସ୍ଥାପନ କରିବେ। ଏହି କାର୍ଯ୍ୟକ୍ରମଟି ପ୍ରତିଦିନ ରାତି ୯ ଟାରେ ଗୁଡ୍ ନ୍ୟୁଜ୍ ଟୁଡେ ଚ୍ୟାନେଲରେ ପ୍ରସାରଣ ହେବ। ଏଥିରେ ସୋନୁ ସୁଦ୍‌ ହୋଷ୍ଟ ହେବେ। ମହାମାରୀ…

୧୬ ରେ ଆମାଜନ ପ୍ରାଇମରେ ରିଲିଜ କରିବ ‘ବେଲ୍‌ବଟମ୍‌’

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ଅଭିନୀତ ବେଲ ବଟମ୍ ସେପ୍ଟେମ୍ବର ୧୬ରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ। ଏ ନେଇ ଅକ୍ଷୟ କୁମାର ସୋସିଆଲ ମିଡିଆରେ ସେୟାର୍‌ କରିଛନ୍ତି। ଏହାପୂର୍ବରୁ ଫିଲ୍ମ ଅଗଷ୍ଟ ୧୯ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ରଞ୍ଜିତ ଏମ ତିୱାରୀଙ୍କ ନିର୍ଦ୍ଦେଶିତ…

ପଜିଟିଭ ହେବାର ୩୦ ମଧ୍ୟରେ ମୃତ୍ୟୁବରଣ କଲେ ‘କୋଭିଡ୍ ମୃତ୍ୟୁ’ ଭାବରେ ପରିଗଣିତ ହେବ

ନୂଆଦିଲ୍ଲୀ: କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଭାରତୀୟ ପରିଷଦ ମେଡିକାଲ ରିସର୍ଚ୍ଚ ମିଳିତ ଭାବେ ସେପ୍ଟେମ୍ବର ୩ ରେ କୋଭିଡ-୧୯ ମୃତ୍ୟୁ ପାଇଁ ଏକ ସରକାରୀ ଦଲିଲ ପ୍ରଦାନ ପାଇଁ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି…

ମହିଳା ନର୍ସଙ୍କୁ ‘ଫ୍ଲୋରେନ୍ସ ନାଇଟିଙ୍ଗ୍‌ଲ’ ସମ୍ମାନ

ନୂଆଦିଲ୍ଲୀ: ଗୁଜରାଟର ଜଣେ କାର୍ଯ୍ୟରତ ନର୍ସ କୋଭିଡ୍‌ ପଜିଟିଭ ମହିଳାଙ୍କ ପ୍ରସବ ପରିଚାଳନା ଲାଗି ଫ୍ଲୋରେନ୍ସ ନାଇଟିଙ୍ଗ୍‌ଲ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଉକ୍ତ ନର୍ସ ଜଣଙ୍କ ବରୋଦାସ୍ଥିତ ସାର୍ ସାୟାଜିରାଓ ଜେନେରାଲ୍ ହସ୍ପିଟାଲରେ କାମ କରନ୍ତି। ସେ କୋଭିଡ୍‌-୧୯ ପଜିଟିଭ…

ଭୁବନେଶ୍ୱରରେ ୧୦ ଲକ୍ଷରୁ ଅଧିକ ଲୋକ ନେଲେଣି ଟିକାର ଡବଲ୍ ଡୋଜ୍

ଭୁବନେଶ୍ୱର: ରାଜଧାନୀରେ ଟିକାକରଣରେ ଆଉ ଗୋଟିଏ ମାଇଲଖୁଣ୍ଟ । ୧୦ ଲକ୍ଷରୁ ଅଧିକ ଲୋକ ଟିକାର ଦୁଇଟି ଡୋଜ୍ ନେଇ ସାରିଲେଣି । ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ୨ହଜାର ୭୧୬ ଜଣ ଦୁଇଟି ଲେଖାଏ ଡୋଜ୍ ନେଇ ସାରିଛନ୍ତି । ଭୁବନେଶ୍ୱର ମୋଟ୍ ୨୨ଲକ୍ଷ ୬୬ହଜାର ୬୧ ଡୋଜ୍ ଟିକା ଦିଆଯାଇଛି । ଏଥିରୁ ୧୨ଲକ୍ଷ…

ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ଲାଗି ଶିକାରୀ ମୃତ

ସୋନପୁର: ବାରହା ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ ତାର । କିନ୍ତୁ ନିଜେ ଶିକାର ହୋଇଗଲେ ଶିକାରୀ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶିକାରୀଙ୍କ ଜୀବନ ଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ଜଙ୍ଗଲରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ମୃତକ ହେଲେ…

ବଞ୍ଚିଛି ଅଲ-କାଏଦା ଆତଙ୍କୀ ଚିଫ୍ ଅଲ୍ ଜଓ୍ୱାହିର ! ଭିଡିଓ ଆସିବା ପରେ ବଢ଼ିଲା ସସପେନ୍ସ

ନୂଆଦିଲ୍ଲୀ: ଅଲ-କାଏଦା ଆତଙ୍କବାଦୀ ସଂଗଠନ ମୁଖ୍ୟ ଆୟମାନ୍ ଅଲ୍ ଜଓ୍ୱାହିର ମୃତ ନା ଜୀବିତ ? ଗୋଟିଏ ଭିଡ଼ିଓ ସାମନାକୁ ଆସିବା ପରେ ଆତଙ୍କୀର ମୃତ୍ୟୁକୁ ନେଇ ପୁଣି ସସପେନ୍ସ ବଢ଼ିଛି । ଆମେରିକା ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ୯/୧୧ ହମଲାର ୨୦ ବର୍ଷ ପୂର୍ତ୍ତି ଅବସରରେ କୁଖ୍ୟାତ…

ଟ୍ୱିନ୍ ସିଟିରେ ୪ଟା ଯାଏ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରବିବାର ଦିନ କଟକ ଏବଂ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବା ନେଇ ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଟ୍ବିନ୍‌ ସିଟିରେ ଛଅ ଘଣ୍ଟା ପର୍ଯ୍ୟନ୍ତ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର କହିଛି। ପ୍ରବଳ ବର୍ଷା ହେତୁ…

ସାହିତ୍ୟ ସାମାଜିକ ସତ୍ୟର ନିଖୁଣ ପ୍ରତିରୂପ : ଲିପିକା ଦାସ

ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରବୀଣ ଶିଳ୍ପୀ ଲିପିକା ଦାସ । ଜୀବନର ଅଭିଜ୍ଞତା ଓ ଅନୁଭବକୁ ସାଉଁଟି, ନିଜସ୍ୱ ଢଙ୍ଗରେ ଉପସ୍ଥାପନ କରିବାରେ ସେ ଖୁବ ପାରଙ୍ଗମ। ଶାଣିତ ଶବ୍ଦର ପ୍ରୟୋଗ ସହ ସାବଲୀଳ ଭାବର ମଧୁରପଣରେ ଅତି ନିଖୁଣ ଭାବରେ ସେ ସଜାଇ ପାରନ୍ତି ତାଙ୍କ ସର୍ଜନାର ଧାରା। ଲୁହର ରଙ୍ଗ…