Latest Odisha News

BREAKING NEWS

Yearly Archives

2021

ପ୍ରତିଦିନ କଙ୍ଗନାଙ୍କ ବିରୋଧରେ ଆସୁଥିଲା ୨୦୦ରୁ ଅଧିକ ମାମଲା

ନୂଆଦିଲ୍ଲୀ: ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱତ୍‌ ତାଙ୍କ ନୂତନ ଚଳଚ୍ଚିତ୍ର 'ଥାଲାଇଭି'ର ପ୍ରମୋସନ ପାଇଁ  ‘ଦି କପିଲ୍ ଶର୍ମା ସୋ’ରେ ପହଞ୍ଚିଥିଲେ। ପାରମ୍ପାରିକ ପୋଷାକରେ ଖୁବ୍‌ ସୁନ୍ଦର ଦିଣୁଥିଲେ କଙ୍ଗନା। ଶୋ’ର ହୋଷ୍ଟ କପିଲ ଶର୍ମା କଙ୍ଗନା ଉପରେ କିଛି ହାସ୍ୟାସ୍ପଦ ମନ୍ତବ୍ୟ…

ୟୁଏସ୍ ଓପନ୍ ଜିତି ଇତିହାସ ରତିଲେ ବ୍ରିଟେନର ଏମ୍ମା ରାଡୁକୋନ୍

ନୂଆଦିଲ୍ଲୀ: ୟୁଏସ୍ ଓପନରେ ଇତିହାସ ରଚିଲେ ବ୍ରିଟେନର ୧୮ ବର୍ଷୀୟ ଯୁବ ଟେନିସ୍ ଖେଳାଳି ଏମ୍ମା ରାଡୁକୋନ । ୟୁଏସ୍ ଓପନର ନୂଆ ଚାମ୍ପିଅନ୍ ହୋଇଛନ୍ତି । ଫାଇନାଲରେ କାନାଡାର ଲେଲା ଫର୍ଣ୍ଣାଡିଜଙ୍କୁ ହରାଇ ମହିଳା ସିଙ୍ଗଲ୍ସ ଚାମ୍ପିଅନ୍ ହୋଇଛନ୍ତି ରାଡୁକୋନ୍ । ୟୁଏସ୍ ଓପନ ପୂର୍ବରୁ ଅଧିକାଂଶ…

୧୪ ଯାଏ ପ୍ରବଳ ବର୍ଷିବ; ୧୭ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବ ଯୋଗୁ ସାରା ରାଜ୍ୟରେ ୧୪ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ରାଜ୍ୟର ୧୭ ଟି ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି। ଏହାର ପ୍ରଭାବରେ, ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ତିନି ଦିନ ପର୍ଯ୍ୟନ୍ତ ସାରା…

ଓଟିଟିରେ ଡେବ୍ୟୁ କରିବେ ଶାହାରୁଖ୍‌! ‌

ମୁମ୍ବାଇ: ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଖୁବ୍‌ ଶୀଘ୍ର ଶାହରୁଖ ଓଟିଟିରେ ଡେବ୍ୟୁ କରିପାରନ୍ତି। ତାଙ୍କ ସମକକ୍ଷ କଳାକାର ଯେମିତିକି ଅଜୟ ଦେବଗନ୍, ଅକ୍ଷୟ କୁମାର, ସୈଫ ଅଲି ଖାନ୍ ଏବଂ ସଞ୍ଜୟ ଦତ୍ତ  ଏମାନେ ସମସ୍ତେ ଓଟିଟି ପ୍ଲାଟ୍‌ଫର୍ମରେ ପାଦ ଥାପି ସାରିଲେଣି। ଶାହରୁଖ…

ଅକ୍ଟୋବରରୁ ଆରମ୍ଭ ହୋଇପାରେ ପିଲାଙ୍କ ଟିକାକରଣ

ନୂଆଦିଲ୍ଲୀ: ଜାଇଡସ୍ କାଡିଲାର ଛୁଞ୍ଚିମୁକ୍ତ କରୋନାଭାଇରସ୍ ଟିକା ZyCoV-D ଅକ୍ଟୋବର ଆରମ୍ଭ ସୁଦ୍ଧା ଉପଲବ୍ଧ ହେବାର ସମ୍ଭାବନା ରହିଛି। ଏ ନେଇ ଶନିବାର ରିପୋର୍ଟ ପ୍ରକାଶ ପାଇଛି। ଭାରତର ଔଷଧ ନିୟାମକ ଅଗଷ୍ଟ ୨୦ରେ ଜରୁରୀକାଳୀନ ବ୍ୟବହାର ପାଇଁ ଜାଇଡସ୍ କାଡିଲା ଟିକାକୁ ଅନୁମୋଦନ କରିଥିଲେ।…

ଏଥର ଭର୍ଚୁଆଲି ଅନୁଷ୍ଠିତ ହେବ ଅଯୋଧ୍ୟା ରାମଲୀଲା

ଅଯୋଧ୍ୟା: ଅଯୋଧ୍ୟା ରାମଲୀଲା ସବୁଥର ଭଳି ଏଥର ସର୍ବସାଧାରଣଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବନି। ଏଥର ରାମଲୀଲା ଭର୍ଚୁଆଲି ଆୟୋଜନ ହେବ ବୋଲି ଏବଂ ଦୂରଦର୍ଶନରେ ଏହାର ସିଧା ପ୍ରସାରଣ କରାଯିବ ବୋଲି ଅଯୋଧ୍ୟାର ରାମଲୀଲା କମିଟି କହିଛି। ରିପୋର୍ଟ ଅନୁଯାୟୀ "ଚଳିତ ବର୍ଷ ରାମଲୀଲା ଉତ୍ସବ…

ରାଜଧାନୀରେ ଚାଞ୍ଚଲ୍ୟ: ସ୍ୱିଗୀ ଡେଲିଭରୀ ବଏକୁ ଅପହରଣ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରୁ ଡେଲିଭରୀ ବଏକୁ ଅପହରଣ ଅଭିଯୋଗ । ଭୁବନେଶ୍ୱର ଉତ୍ତରା ଛକ ନିକଟରୁ ସ୍ୱିଗୀ ଡେଲିଭରୀ ବଏଙ୍କୁ ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ତାଙ୍କ ନାଁ ପତିତପାବନ ପୃଷ୍ଚି ଓ ଘର ଧଉଳି ଥାନା ବିଜୟ ନଗର ଅଞ୍ଚଳରେ । ଗତକାଲି ରାତି ୧୦ଟା ବେଳେ ଏହି ଘଟଣା…

ଆଜି ରାଜ୍ୟରୁ ୬୪୯ କରୋନା ସଂକ୍ରମିତ, ୧୮ବର୍ଷରୁ କମ୍ ବର୍ଗରେ ୧୦୩ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଉପର ତଳ ହେଉଛି । କେବେ ସାମାନ୍ ବଢୁଛି ତ କେବେ ଖସୁଛି । ୬୦୦ରୁ ୮୦୦ ଭିତରେ ରହୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୬୪୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷରୁ କମ୍ ବର୍ଗରେ ଆଉ ୧୦୩ ଜଣ ସଂକ୍ରମିତ…

କିଏ ସମ୍ଭାଳିବେ ଗୁଜରାଟ ମୁଖ୍ୟମନ୍ତ୍ରୀ ଗାଦି ? ଆଜି ନିଷ୍ପତ୍ତି, କାଲି ଶପଥ

ଅହମ୍ମଦାବାଦ: ଗୁଜରାଟରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ? ବିଜୟ ରୂପାନୀଙ୍କ ଇସ୍ତଫା ପରେ କାହାକୁ ବିଜେପି ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବ ତାକୁ ନେଇ ଚର୍ଚ୍ଚା । ନୂଆ ନେତା ଚୟନ ନେଇ ଆଜି ବସୁଛି ବିଜେପି ବିଧାୟକ ଦଳ ବୈଠକ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ଗୁଜରାଟରେ ପହଞ୍ଚିଛନ୍ତି…

ଭୁବନେଶ୍ୱରରେ ମ୍ୟାଡ୍ ମୁଲ୍ ବାର୍ ସିଲ୍, ମାନୁ ନଥିଲେ ନାଇଟକର୍ଫ୍ୟୁ ନିୟମ

ଭୁବନେଶ୍ୱର: କୋଭିଡ୍ ଗାଇଡଲାଇନର ଉଲ୍ଲଂଘନ ଯୋଗୁ ବାର୍ ସିଲ୍ । ଭୁବନେଶ୍ୱର ଜନପଥରେ ଥିବା ମ୍ୟାଡ୍ ମୁଲ୍ ବାରକୁ ସିଲ୍ କରିଛି ବିଏମସି । ରାତି ୧୦ଟା ପରେ ବାର୍ ଚାଲିଥିବା ଖବର ପାଇ ଅଚାନକ ଚଢ଼ାଉ କରିଥିଲେ ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଓ ଖାରବେଳ ନଗର ଥାନା ପୋଲିସ । ନାଇଟକର୍ଫ୍ୟୁ…