ଧାରାବାହିକ ଉପନ୍ୟାସ : ଦେବୀ (୧୯)
କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୯
ପ୍ରାଚୀ କୂଳରେ ଏକ ଗାଆଁ,ମୁକ୍ତାପୂର। କିଏଦେଲା ଏତେ ସୁନ୍ଦର ନାଆଁ? ପିଲାଦିନରୁ ଶୁଣିଆସିଛି ଦେବ ଏଇ ଗାଆଁକୁ ନେଇ ଏକ ସୁନ୍ଦର କାହାଣୀ। ଦୀର୍ଘ ଅତୀତର କେଉଁ ଏକ ଅନ୍ଧାରୀ ଗୁମ୍ଫାରେ ରହିଛି ସେହି କାହାଣୀର ମଞ୍ଜି। ଦେବ…