ଭାରତରୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ବଢାଇଲା ଏହି ଦେଶ
ଟରୋଣ୍ଟୋ: କରୋନା ମହାମାରୀ ଯୋଗୁ କାନାଡା ସରକାର ପୁଣିଥରେ ଭାରତରୁ ଯାତ୍ରୀବାହୀ ବିମାନ ଉପରେ ପ୍ରତିବନ୍ଧକକୁ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଭାରତରୁ ଯାତ୍ରୀବାହୀ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କାନାଡା ସରକାର।
୨୧…