Latest Odisha News

BREAKING NEWS

Yearly Archives

2021

ମାତ୍ର ୮ ବର୍ଷର ହିନ୍ଦୁ ପିଲାକୁ ମୃତ୍ୟୁଦଣ୍ଡ ଦେବ ପାକିସ୍ତାନ!

ନୂଆଦିଲ୍ଲୀ: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ମାତ୍ର ଆଠ ବର୍ଷର ପିଲାକୁ ଏଠାରେ ମୃତ୍ୟୁଦଣ୍ଡର ସାମ୍‌ନା ହେବାକୁ ପଡ଼ିପାରେ। ବାସ୍ତବରେ ଏହି ଶିଶୁ ଉପରେ ଈଶ-ନିନ୍ଦାର ତଥା ଈଶ୍ବର ନିନ୍ଦା ଆରୋପ ଲଗାଯାଇଛି। ଗତ ମାସରେ ଧାର୍ମିକ ପୁସ୍ତକ ରଖାଯାଇଥିବା ଏକ ମଦ୍ରାସା ଲାଇବ୍ରେରୀରେ…

ଜାତିଗତ ଟିପ୍ପଣୀ ନେଇ ଅଶ୍ୱୀନଙ୍କ ସମେତ ୫ଜଣଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ବିବାଦୀୟ ଜାତିଗତ ଟିପ୍ପଣୀ ନେଇ ପସିଛନ୍ତି ଦିଲ୍ଲୀ ବିଜେପି ପ୍ରବକ୍ତା ତଥା ପୂର୍ବତନ ସୁପ୍ରିମକୋର୍ଟ ଓକିଲ ଅଶ୍ୱୀନ ଉପାଧ୍ୟୟ । ତାଙ୍କ ସହିତ ଅନ୍ୟ ୫ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି । ସେମାନେ ହେଲେ ଦୀପକ ସିଂ, ବିନୀତ କ୍ରାନ୍ତି, ବିନୋଦ ଶର୍ମା, ପ୍ରୀତି ସିଂ ସ ଦୀପକ । ରବିବାର…

ରେଡ୍ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର, ଦିଲ୍ଲୀରେ ଆତଙ୍କୀ ହମଲା ଧମକ ପରେ ବଢ଼ିଲା ସୁରକ୍ଷା

ଭୁବନେଶ୍ୱର: ଦିଲ୍ଲୀ ବିମାନବନ୍ଦରରେ ବିସ୍ଫୋରଣ ନେଇ ଧମକ ପରେ ଭୁବନେଶ୍ୱର ବିମାନବନ୍ଦରରେ ବଢ଼ିଲା ସୁରକ୍ଷା । ଆଗକୁ ସ୍ୱାଧୀନତ ଦିବସ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱର ଏୟାରପୋର୍ଟକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର…

ଏହି ୭ ଦେଶରେ ଭୟ ବଢାଉଛି ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଡେଲ୍‌ଟା। ଅନେକ ଦେଶରେ ଏବେ ଡେଲ୍‌ଟା ଭୟ ଘାରିଲାଣି। ପୂର୍ବରୁ କରୋନା ମୁକାବିଲା ସଫଳ ହୋଇଥିବା ଅନେକ ରାଷ୍ଟ୍ର ଏବେ ପୁଣି ଥରେ କ‌େରୋନା ଜାଲରେ ଛନ୍ଦି ହୋଇଯାଇଛନ୍ତି। ଯେତେବେଳେ ସମଗ୍ର ବିଶ୍ୱ କରୋନାର ପ୍ରଥମ ତରଙ୍ଗ ସହିତ ଲଢୁଥିଲା ସେତେବେଳେ…

ଭିଜିଲାନ୍ସ ଜାଲରେ ପୁରୀ ସିଡିପିଓ ଅଫିସର ଷ୍ଟାଟିଷ୍ଟିକାଲ୍ ଆସିଷ୍ଟାଣ୍ଟ

ପୁରୀ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ଷ୍ଟାଟିଷ୍ଟିକାଲ୍ ଆସିଷ୍ଟାଣ୍ଟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ତାଙ୍କ ନାଁ କୃଷ୍ଣଚନ୍ଦ୍ର ଜେନା । ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚାଲିଛି । ପୁରୀରେ ତିନିଟି ଓ ଭୁବନେଶ୍ୱରରେ ଗୋଟିଏ…

ଆଫ୍‌ଗାନିସ୍ତାନ ତାଲିବାନ ସଂଘର୍ଷ; ତିନି ଦିନରେ ଗଲାଣି ୨୭ରୁ ଅଧିକ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ: ଆମେରିକା ସୈନ୍ୟ ପ୍ରତ୍ୟାହାର କରିବା ପରେ ପରିସ୍ଥିତି ଏମିତି ବଦଳିଯିବ କେହି ଆଶା କରିନଥିଲେ। ତାଲିବାନ ଦିନକୁ ଦିନ ଆହୁରି ହିଂସ୍ର ହେବାରେ ଲାଗିଛି। ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ଆଣିବାକୁ ସବୁ ସୀମା ଟପିଲାଣି ତାଲିବାନ। ଆଫ୍‌ଗାନିସ୍ତାନ ଉପରେ ଆକ୍ରମଣକୁ ଆହୁରି ଜୋରଦାର…

ଚିନ୍ତା ବଢାଇଲାଣି ମାରାତ୍ମକ ‘ମାରବର୍ଗ ଭାଇରସ୍’

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକାରେ ଅତ୍ୟଧିକ ସଂକ୍ରାମକ ରୋଗ 'ମାରବର୍ଗ' ଭୂତାଣୁର ପ୍ରଥମ ମାମଲା ଚିହ୍ନଟ ହୋଇଛି। ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ସୋମବାର ସତର୍କ ସୂଚନା ଦେଇଛି। ହୁ କହିଛି ଯେ ଗୁଇନିଆର ଗୁଏକେଡୋ ରିପୋର୍ଟ ଅନୁଯାୟୀ 'ମାରବର୍ଗ' ଇବୋଲା ସୃଷ୍ଟି କରୁଥିବା ଭୂତାଣୁର…

ରାହୁଲଙ୍କ ଅନୁପସ୍ଥିତିରେ ଶିବଲଙ୍କ ଘରେ ବିରୋଧୀ ପାଓ୍ୱାର ଏକାଠି, ୧୫ ଦଳର ୪୫ ନେତା ସାମିଲ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲଙ୍କ ବର୍ଥ ଡେ ପାର୍ଟିକୁ ନେଇ ଏବେ ପାଓ୍ୱାର କରିଡରରେ ଚର୍ଚ୍ଚା । ଜନ୍ମଦିନ ପାର୍ଟିରେ ଏକାଠି ହେଲେ ବିଭିନ୍ନ ଦଳର ହେଭିଓ୍ୱେଟ୍ ନେତା । ବିଜେପି ବିରୋଧୀ ଶକ୍ତିଙ୍କୁ ଏକାଠି ଦେଖିବାକୁ ମିଳିଛି । ୧୫ଟି ଦଳର ୪୫ ନେତା ସାମିଲ ହୋଇଥିଲେ ।…

ଆଜିଠୁ ଖୋଲୁଛି ପଠାଣି ସାମନ୍ତ ପ୍ଲାନେଟୋରିୟମ୍

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଖୋଲୁଛି ବିଭିନ୍ନ ପ୍ଲାନେଟୋରିୟମ୍ । ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ୍, ବୁର୍ଲା ସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ୍ ପ୍ଲାନେଟୋରିୟମ୍ ଓ ଖଣ୍ଡପଡ଼ାର ପଠାଣି ସାମନ୍ତ ସଂଗ୍ରହାଳୟ ଖୋଲୁଛି । କୋଭିଡ୍ କଟକଣା ଓ ଗାଇଡଲାଇନ୍ ଅନୁସାରେ ଏସବୁ ସର୍ବସାଧାରଣଙ୍କ…

ଯୋଡ଼ା ବ୍ଲକ ଟେକ୍ନିକାଲ୍ କନସଲଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍

କେନ୍ଦୁଝର: ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକର ସର୍ବଶିକ୍ଷା ଅଭିଯାନର ଟେକନିକାଲ କନସଲଟାଣ୍ଟ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କ୍ଷେତ୍ରବାସୀ ମହାନ୍ତଙ୍କ ଘରେ ଚଢ଼ାଉ ଚାଲିଛି । ତାଙ୍କ ଘର ସମେତ ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ ।…