Latest Odisha News

BREAKING NEWS

Yearly Archives

2021

ଆଇପିଏଲ: ନୂତନ ଫ୍ରାଂଚାଇଜ ଲକ୍ଷ୍ନୌର ମେଂଟର ହେଲେ ଗମ୍ଭୀର

ଲକ୍ଷ୍ନୌ: ଆଇପିଏଲର ନୂତନ ଫ୍ରାଂଚାଇଜର ଲକ୍ଷ୍ନୌର ମେଂଟର ଭାବେ ଗୌତମ ଗମ୍ଭୀର ନିଯୁକ୍ତ ହୋଇଛନ୍ତି । ଗମ୍ଭୀରଙ୍କ ନେତୃତ୍ୱରେ କୋଲକାତା ନାଇଟ ରାଇଡର୍ସ ୨ଥର ଚାମ୍ପିୟନ ହୋଇଥିଲା । ଟୁଇଟରରେ ଏ ନେଇ ସୂଚନା ଦେବା ସହ ସେ ଲେଖିଛନ୍ତି ପୁନର୍ବାର ପ୍ରତିଯୋଗିତା ସହ ଜଡିତ ହେବା ମୋ ପାଇଁ ସୌଭାଗ୍ୟର…

ମାତିଛନ୍ତି ସାଇବର ଠକ : ୧୧ ମାସରେ ଲୁଟିଲେଣି ୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କା

ଭୁବନେଶ୍ୱର : ଓଡିଶାରେ ଦିନକୁ ଦିନ ସାଇବର ଠକଙ୍କ ଆତଙ୍କ ବଢିବାରେ ଲାଗିଛି । ଭୁବନେଶ୍ୱରରେ ସାଇବର ସେଲରେ ମୋଟ ୬୭ଟି ମାମଲା ରୁଜୁ ହୋଇଛି । ସାଇବର ଠକମାନେ ଗତ ୧୧ ମାସ ଭିତରେ ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା ଲୁଟି ନେଇଛନ୍ତି । ଏହି ମାମଲାରେ ୧୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।…

ରୋହିଣୀ କୋର୍ଟ ବିସ୍ଫୋରଣ ଘଟଣା: ଗିରଫ ହେଲେ ଡିଆରଡିଓ ବୈଜ୍ଞାନିକ

ନୂଆଦିଲ୍ଲୀ: ଡିସେମ୍ବର ୯ରେ ଦିଲ୍ଲୀର ରୋହିଣୀ କୋର୍ଟ ଭିତରେ ହୋଇଥିବା ବିସ୍ଫୋରଣ ଘଟଣାରେ ଆଜି ସ୍ଥାନୀୟ ପୋଲିସ ଜଣେ ଡିଆରଡିଓ ବୈଜ୍ଞାନିକଙ୍କୁ ଗିରଫ କରିଛନ୍ତି । ସେ ଜଣେ ଓକିଲଙ୍କୁ ହତ୍ୟା କରିବା ପାଇଁ ଏହି ବିସ୍ଫୋରଣ ଘଟାଇଥିଲେ । ଏଥିରେ ଜଣେ ପୋଲିସ କର୍ମୀ ଆହତ ହୋଇଥିଲେ । ଅଭିଯୁକ୍ତ…

କରାଚୀରେ ବିସ୍ଫୋରଣ: ୧୨ ମୃତ

କରାଚୀ: ପାକିସ୍ତାନର ଆର୍ଥୀକ ରାଜନୀତି କରାଚୀରେ ଆଜି କ୍ରମାଗତ ୨ଟି ବିସ୍ଫୋରଣ ହୋଇଛି । ଏଥିରେ ଏ ପର୍ଯ୍ୟନ୍ତ ୧୪ ଜଣଙ୍କ ମୃତ୍ୟୁ ଘଟଥିବା ବେଳେ ଅନେକ ଆହତ ହୋଇଛନ୍ତି ।  ଶେରଶାହ ଅଂଚଳରେ ଏକ ଘରୋଇ ବ୍ୟାଙ୍କ ନିକଟରେ ବିସ୍ଫୋରଣ ହେବାରୁ ଏହି ବିଲ୍ଡିଂ ଭୁଷୁଡି ପଡିଥିଲା । ଲୋକମାନଙ୍କୁ ଏଥିରୁ…

ପରଲୋକରେ ପ୍ରାଣୀ ଚିକିତ୍ସକ ଡ.ସୁରେନ୍ଦ୍ର କୁମାର ରାୟ

ଭୁବନେଶ୍ୱର : ପରଲୋକରେ ପ୍ରାଣୀ ଚିକିତ୍ସକ ଡ.ସୁରେନ୍ଦ୍ର କୁମାର ରାୟ । ପ୍ରାଣୀ ଚିକିତ୍ସକ ଡ ସୁରେନ୍ଦ୍ର କୁମାର ରାୟଙ୍କର ଶନିବାର ସକାଳ ୮ ଟା ସମୟରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ହୃଦଘାତ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…

ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ମୃତ୍ୟୁ ମାମଲା , ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ADG ସ୍ଥିତି ଅନୁଧ୍ୟାନ କଲେ

ପୁରୀ : ବହୁ ଚର୍ଚ୍ଚିତ ଚିତ୍ତ ରଞ୍ଜନ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପୁରୀ ଗସ୍ତରେ ଆସି ବହୁ ଚର୍ଚ୍ଚିତ ଚିତ୍ତ ରଞ୍ଜନ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଅଗ୍ରଗତୀ ପାଇଁ ସମୀକ୍ଷା କରିଛନ୍ତି । ପରେ ସେ ମୃତ ଦେହ ମିଳିଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।…

କେନାଲରୁ ମିଳିଲା କଙ୍କାଳ, ମିଳୁନି ପରିଚୟ

ପିପିଲି: କେନାଲରୁ କଙ୍କାଳ ସହ ଖପୁରୀ ଉଦ୍ଧାର । ପିପିଲି କଢିମୂଳ କେନାଲ ସଫେଇବେଳେ ମଣିଷ କଙ୍କାଳ ସହ ଏକ ଖପୁରୀ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖପୁରୀ ଓ କଙ୍କାଳକୁ ଉଦ୍ଧାର କରିଛି । ଏଗୁଡ଼ିକ ପୁରୁଷର କି ମହିଳାର ଜଣାପଡ଼ି ନାହିଁ । କେତେଦିନରୁ ଏହା କେନାଲ ଭିତରେ…

ଫିଲ୍ମ ‘୮୩’ ପାଇଁ ପ୍ରଥମ ପସନ୍ଦ ଥିଲେ ଅର୍ଜୁନ!

ନୂଆଦିଲ୍ଲୀ: ଆଗାମୀ କ୍ରୀଡ଼ା ଚଳଚ୍ଚିତ୍ର '୮୩'ର ନିର୍ଦ୍ଦେଶକ କବୀର ଖାନ କହିଛନ୍ତି ଯେ ପୂର୍ବତନ କ୍ରିକେଟର କପିଲ ଦେବଙ୍କ ମୁଖ୍ୟ ଭୂମିକା ପାଇଁ ଅଭିନେତା ରଣବୀର ସିଂ ହିଁ ତାଙ୍କର ପ୍ରଥମ ପସନ୍ଦ ଥିଲେ। କପିଲ ଦେବଙ୍କ ଅଧିନାୟକତ୍ୱରେ ଥିବା ଭାରତୀୟ କ୍ରିକେଟ୍ ଦଳ ୧୯୮୩ ମସିହାରେ ଦେଶର ପ୍ରଥମ…

ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର: ଭାରତ ଶନିବାର ସଫଳତାର ସହ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ଏହି ମିଶାଇଲର ପରୀକ୍ଷଣ ଓଡ଼ିଶାର ବାଲେଶ୍ୱର ଠାରେ କରାଯାଇଥିଲା । ଅଗ୍ନି ପ୍ରାଇମ୍ ମିଶାଇଲ୍ ଅଗ୍ନି ସିରିଜର ଏକ ଆଧୁନିକ ମିସାଇଲ୍ ଅଟେ । ଜାତୀୟଗଣମାଧ୍ୟମ ସୂଚନା ଅନୁସାରେ ଏହା ୧୦୦୦ରୁ ୨୦୦୦…

ଭଦ୍ରକ ନଳାଙ୍ଗ ଠାରେ ଉଦଘାଟନ ହେଲା ନୂତନ ଜିଲ୍ଲା କୋର୍ଟ

ଭଦ୍ରକ : ବହୁ ପ୍ରତିକ୍ଷାର ଅନ୍ତ ଘଟିଲା । ବହୁ ବାଦ ବିବାଦ ପରେ ଶେଷରେ ଆଜି ଭଦ୍ରକ ଜିଲ୍ଲା ନ୍ୟାୟଳୟର ନୂତନ କୋର୍ଟ ନଳାଙ୍ଗ ଠାରେ ଉଦଘାଟିତ ହୋଇଯାଇଛି ।ମାନ୍ୟବର ଉଚ୍ଚନ୍ୟାୟାଳୟ ମୁଖ୍ୟ ବିଚାରପତି ଏସ ମୁରଲିଧରନ ଭର୍ଚ୍ୟୁଆଲ ମାଧ୍ୟମରେ କୋର୍ଟକୁ ଉଦଘାଟନ କରିଛନ୍ତି । ୨୦୧୬ ଭଦ୍ରକ ନଳାଙ୍ଗ…