Latest Odisha News

BREAKING NEWS

Yearly Archives

2021

ଏକାମ୍ର ପରମ୍ପରା : ବିନ୍ଦୁସାଗର

ସୁକାନ୍ତ ପଣ୍ଡା ପୁଣ୍ୟଭୂମି ଭାରତର ଚାରି ଦିଗରେ ରହିଛି ଚାରିଗୋଟି ପ୍ରସିଦ୍ଧ ତୀର୍ଥ ପୁଷ୍କରିଣୀ , ପୁରାଣ ବର୍ଣ୍ଣନା ଅନୁସାରେ ସେଗୁଡ଼ିକ ହେଲା ଉତ୍ତରରେ ମାନସ ସରୋବର ଦକ୍ଷିଣରେ ପମ୍ପା ସରୋବର , ପଶ୍ଚିମରେ ନାରାୟଣ ସରୋବର ଏବଂ ପୂର୍ବରେ ବିନ୍ଦୁ ସରୋବର ବା ବିନ୍ଦୁ ସାଗର। ମହାପ୍ରଭୁ…

କାଲି ମହାକାଶ ଯାତ୍ରା କରିବେ ଜେଫ୍‌ ବୋଜେସ୍‌

ନୂଆଦିଲ୍ଲୀ: ମଙ୍ଗଳବାର ଅର୍ଥାତ୍‌ ଆସନ୍ତାକାଲି ଆମାଜନର ପୂର୍ବତନ ମୁଖ୍ୟ ଜେଫ୍‌ ବୋଜେସ୍‌ ତାଙ୍କ କମ୍ପାନୀ ବ୍ଲୁ ଅରିଜିନ୍‌ର ପ୍ରଥମ କ୍ରୁ ଲଞ୍ଚରେ ମହାକାଶକୁ ଯାତ୍ରା କରିବେ। ତାଙ୍କ ସହିତ ଅନ୍ୟ ତିନି ଜଣ ଯାତ୍ରୀ ମଧ୍ୟ ଯୋଗଦେବେ। ଯେଉଁଥିରେ ତାଙ୍କ ଭାଇ, ପୂର୍ବତନ ପାଇଲଟ୍ ଏବଂ ପେଇଙ୍ଗ୍‌…

ତୃତୀୟ ଭାରତୀୟ ଭାବେ ସାନିଆଙ୍କୁ ମିଳିଲା ଗୋଲ୍ଡେନ ଭିଜା

ନୂଆଦିଲ୍ଲୀ: ଭାରତର ଟେନିସ ଷ୍ଟାର ସାନିଆ ମିର୍ଜାଙ୍କୁ ଦୁବାଇରୁ ଗୋଲ୍ଡେନ ଭିଜା ମିଳିଛି । ତୃତୀୟ ଭାରତୀୟ ଭାବେ ସେ ଏହି ସମ୍ମାନ ପାଇଛନ୍ତି । ସେ ଏବେ ଚାହିଁଲେ ତାଙ୍କ ପତି ତଥା କ୍ରିକେଟର ଶୋଏବ ମଲିକଙ୍କ ସହ ଦୁବାଇରେ ରହିପାରିବେ । ପୂର୍ବରୁ ବଲିଉଡ ଅଭିନେତା ସଞ୍ଜୟ ଦତ ଏବଂ ଶାହାରୁଖ…

ଏହି ରାଜ୍ୟରେ ଆଉ ସପ୍ତାହେ ବଢିଲା କରୋନା କର୍ଫ୍ୟୁ

ଡେରାଡୁନ୍: ଉତ୍ତରାଖଣ୍ଡରେ ପୁଣି ବଢିଲା କରୋନା କଟକଣା। ଏ ନେଇ କ୍ୟାବିନେଟ ମନ୍ତ୍ରୀ ସୁବୋଧ ୟୁନିୟାଲ ସୋମବାର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଉତ୍ତରାଖଣ୍ଡରେ ପୂର୍ବରୁ ଲାଗୁ ହୋଇଥିବା କରୋନା କର୍ଫ୍ୟୁକୁ ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି। ମନ୍ତ୍ରୀ କହିଛନ୍ତି ଯେ…

ଆୟୁଷ୍ମାନ ଖୁରାନଙ୍କ ଡକ୍ଟର ଜୀ ଫିଲ୍ମର ଫାର୍ଷ୍ଟ ଲୁକ୍ ଜାରୀ

ମୁମ୍ବାଇ: ବଲିଉଡର ଉଦୀୟମାନ ଅଭିନେତା ଆୟୁଷ୍ମାନ ଖୁରାନଙ୍କ ଡକ୍ଟର ଜୀ ଫିଲ୍ମର ଫାଷ୍ଟ ଲୁକ୍ ଆଜି ଜାରୀ ହୋଇଛି । ଆୟୁଷ୍ମାନ ସୋସିଆଲ ସାଇଟରେ ପ୍ରଶଂସକଙ୍କ ପାଇଁ ଏହି ଫଟୋ ଶେୟାର କରିଛନ୍ତି । ଏହା ସହିତ ସେ ଲେଖିଛନ୍ତି ଡକ୍ଟର ଜୀ ତୈୟାର ହୋ କର ନିକଲେ, ଅବ ହୋଗୀ ଶୁଟିଂ । ହାତରେ…

କରୋନା ମୁକାବିଲା; ଆଗାମୀ ୨ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ସତର୍କ ରହିବାକୁ ପଡ଼ିବ ନହେଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯବ। ଏ ନେଇ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍‌ସ)ର ଜଣେ ବରିଷ୍ଠ ଅଧିକାରୀ ସାଧାରଣ ନାଗିରକମାନଙ୍କୁ ଚେତାଇ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆଉ ଏକ…

ନେହେରୁଙ୍କ ସହ ପିତାଙ୍କ ଫଟୋ ଟୁଇଟ କଲେ ସିଦ୍ଧୁ, ଆରମ୍ଭ କଲେ ମିଶନ ଜିତେଗା ପଞ୍ଜାବ

ଚଣ୍ଡୀଗଡ: ପଞ୍ଜାବ କଂଗ୍ରେସରେ ଗୁରୁ ଦାୟିତ୍ୱ ପାଇବା ପରେ ନବଜୋତ ସିଂ ସିଦ୍ଧୁ ନିଜସ୍ୱ ଶୈଳୀରେ କାମ ଆରମ୍ଭ କରିଛନ୍ତି । ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ ନିଯୁକ୍ତ କରିଥିବାରୁ ମୁଁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟରେ ଋଣୀ । ଏହି ଅବସରରେ ସେ ପଣ୍ଡିତ ଜବାହାର…

କରୋନା ମୁକାବିଲା; ଆଜୀବନ ସୁରକ୍ଷା ପ୍ରଦାନ କରିପାରେ ଆଷ୍ଟ୍ରା ଜେନେକା ଟିକା

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଦ୍ବାରା ବିକଶିତ ଟିକା ଆଷ୍ଟ୍ରା ଜେନେକା କରୋନା ମୁକାବିଲା ବିରୋଧରେ ଅଧିକ ଶକ୍ତିଶାଳୀ। ଏହା ଆଜୀବନ ସୁରକ୍ଷା ପ୍ରଦାନ କରିପାରେ। ଏହା ଆଜୀବନ କରୋନାର ନୂଆ ପ୍ରଜାତି ସହ ଲଢିବାକୁ ସକ୍ଷମ ହୋଇପାରେ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଭାଇରସ୍-ବୁଷ୍ଟିଂ…

ଆସାମରେ ଜନସମାବେଶ ସମ୍ପୂର୍ଣ୍ଣ ନିଷିଦ୍ଧ

ଦିଶ୍‌ପୁର: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଆସାମରେ କୌଣସି ସାଧାରଣ ସମାବେଶକୁ ବା ଜନସମାବେଶକୁ ଅନୁମତି ଦିଆଯିବ ନାହିଁ ବୋଲି ସୋମବାର ରାଜ୍ୟ ସରକାର କହିଛନ୍ତି। ବୁଧବାର ରାଜ୍ୟରେ ଇଦ୍ ଉଲ୍-ଅଦାହ୍‌ ପାଳନ କରାଯିବ। ହେଲେ ଏଥିରେ ଜନସମାବେଶକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି।…

ଆଲଫା ଅପେକ୍ଷା ଡେଲଟା ପ୍ରଜାତି ୪୦ରୁ ୬୦ ପ୍ରତିଶତ ଅଧିକ ସଂକ୍ରାମକ

ନୂଆଦିଲ୍ଲୀ: (INSACOG)ର କୋ-ଚେୟାରମ୍ୟାନ୍ ଡକ୍ଟର ଏନ.କେ ଅରୋରା କହିଛନ୍ତି ଯେ ଡେଲଟା ଭାରିଆଣ୍ଟ ଆଲଫା ଭାରିଆଣ୍ଟ ଅପେକ୍ଷା ପ୍ରାୟ ୪୦ରୁ ୬୦ ପ୍ରତିଶତ ଅଧିକ ସଂକ୍ରାମକ। ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀର ପ୍ରତିରକ୍ଷା (NTAGI) ର କୋଭିଡ୍‌-୧୯ ୱାର୍କିଂ ଗ୍ରୁପ୍ ର ଚେୟାରମ୍ୟାନ୍…