Latest Odisha News

BREAKING NEWS

Yearly Archives

2021

ଓଡ଼ିଶାରେ ଆସିନି କରୋନାର ଥାର୍ଡ ଓ୍ୱେଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବେ ସ୍ଥିର ଅଛି । ଓଡ଼ିଶାରେ ଥାର୍ଜ ଓ୍ୱେଭ୍ ଆକଳନ କରାଯାଇଛି । କିନ୍ତୁ ତୃତୀୟ ଲହର ଆସିନାହିଁ । ଏହି ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି, ଆମେ ବର୍ତ୍ତମାନ ସେକେଣ୍ଡ ଓ୍ୱେଭରେ ଅଛୁ । ମାଡ୍ରାସ ଇନଷ୍ଟିଚ୍ୟୁଟ ଯେଉଁ…

କାହିଁକି ମାଧୁରୀଙ୍କୁ ଡରୁଥିଲେ କରିସ୍ମା

ମୁମ୍ବାଇ: କରିସ୍ମା କପୁରଙ୍କୁ ଏହି ସପ୍ତାହ ଶେଷରେ ଇଣ୍ଡିଆନ୍ ଆଇଡଲ୍ ୧୨ରେ ବିଶେଷ ଅତିଥି ଭାବରେ ଦେଖିବାକୁ ମିଳିଥିଲା। ତେବେ ଫିଲ୍ମ ଦିଲ୍‌ ତୋ ପାଗଲ୍‌ ହୈକୁ ନେଇ ସେ ଏକ ମଜାଦାର ରହସ୍ୟ ଖୋଲିଥିଲେ। ୧୯୯୭ରେ ଫିଲ୍ମ ଦିଲ୍ ତୋ ପାଗଲ ର୍ହେ ମୁକ୍ତିଲାଭ କରିଥିଲା। ଏଥିରେ ପ୍ରମୁଖ…

ପୋଲିସ ଡିଜିଙ୍କୁ ଦାବିପତ୍ର ଦେଲେ ମୃତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନଙ୍କ ବାପା

କଟକ: ମୃତ୍ୟୁର ୭ ଦିନ ପରେ ବି ରହସ୍ୟଘେରରେ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଚଳାଇଥିବା ବେଳେ ଆଜି କଟକ ପୋଲିସ ମୁଖ୍ୟାଳୟରେ ପହଞ୍ଚିଛନ୍ତି ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର । ପୋଲିସ ଡିଜିଙ୍କୁ ଦାବି…

ରାଜଧାନୀରେ ବର୍ଷା ବିତ୍ପାତ; ଟ୍ରାଫିକ୍‌ ଜାମ୍‌

ଗୁରୁଗ୍ରାମ: ପ୍ରବଳ ବର୍ଷା ଯୋଗୁ ରାଜଧାନୀରେ ଦିଲ୍ଲୀର ସ୍ଥିତି ବେହାଲ ହୋଇପଡ଼ିଛି। ଲଗାତାର୍‌ ବର୍ଷା ହେବା ଫଳରେ ରାଜଧାନୀ ଅନେକ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ ରହିଛି। ଆଜି ସକାଳେ ଲଗାତାର ବର୍ଷା ହେବା ପରେ ଗୁରୁଗ୍ରାମ, ନୋଏଡା ଏବଂ ଦିଲ୍ଲୀରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ଭୀଷଣ…

ବୌଦ୍ଧ-କନ୍ଧମାଳ ସୀମାନ୍ତରୁ KKBN କ୍ୟାଡର ମାଓବାଦୀ ଓ ସହଯୋଗୀ ଅଟକ

ବଲାଙ୍ଗିର: ବୌଦ୍ଧ-କନ୍ଧମାଳ ସୀମାନ୍ତ ଗୁଡଭେଲାରୁ ଜଣେ କ୍ୟାଡର ମାଓବାଦୀକୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ଜଣେ ସହଯୋଗୀଙ୍କୁ ବି ଅଟକ ରଖାଯାଇଛି । ସେମାନେ ସମସ୍ତେ KKBN ମାଓ ସଂଗଠନର ସଦସ୍ୟ । ଖପ୍ରାଖୋଲ ଅଭିମୁଖେ ଯିବା ବେଳେ ଏମାନଙ୍କୁ ଅଟକ ରଖିଛି ବଲାଙ୍ଗିର ପୋଲିସ । ସେମାନଙ୍କୁ…

ନେହାଙ୍କ ଘରକୁ ଆସିବ କୁନି ଅତିଥି

ମୁମ୍ବାଇ: ପୁଣି ଥରେ ମା ହେବେ ଅଭିନେତ୍ରୀ ନେହା ଧୁପିଆ। ନେହା ଏବଂ ପତି ଅଙ୍ଗଦ ବେଦୀ ପୁଣି ଥରେ ପିତାମାତା ହେବାର ସୌଭାଗ୍ୟ ଲାଭ କରିବାକୁ ଯାଉଛନ୍ତି। ସେମାନେ ତାଙ୍କ ଦ୍ୱିତୀୟ ସନ୍ତାନକୁ ଖୁବ୍‌ ଶୀଘ୍ର ସ୍ୱାଗତ କରିବେ। ଏହି ଦମ୍ପତିଙ୍କର ପୂର୍ବରୁ ଏକ ଝିଅ ମେହେର ମଧ୍ୟ ଅଛି। ଉଭୟ…

ଚିନ୍ତା ବଢାଇଲାଣି ନୋରୋଭାଇରସ୍

ନୂଆଦିଲ୍ଲୀ: ସାରା ବିଶ୍ବ ଏବେ କରୋନା ମହାମାରୀ ସହ ମୁକାବିଲା କରୁଥିବା ବେଳେ ଏହା ଭିତରେ ଆଉ ଏକ ସଙ୍କଟ ଉଭା ହୋଇଛି। ବର୍ତ୍ତମାନ ଆଉ ଏକ ଭୟଙ୍କର ସଂକ୍ରମଣର ପ୍ରଭାବ ଦେଖିବାକୁ ମିଳିଛି। ଏହାକୁ ନୋରୋଭାଇରସ୍ କୁହାଯାଉଛି। ଏହା ଭୋମିଟିଙ୍ଗ୍‌ ବଗ୍‌ ଭାବରେ ଜଣାଶୁଣା। ଏହା ଅତ୍ୟଧିକ…

ଶ୍ରମମେବ ଜୟତେ ହିଁ ସତ୍ୟମେବ ଜୟତେ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… ଦେଶ ଗଠନର ବିନ୍ଧାଣି ଶ୍ରମଜୀବୀ ଶ୍ରେଣୀ । ସ୍ୱଳ୍ପ ସଂଖ୍ୟକ ଦେଶରେ ଶ୍ରମଜୀବୀ ଶ୍ରେଣୀକୁ ଗୁରୁତ୍ୱ ଦିଆଯାଉଥିଲେ ହେଁ ଏବେ ସମଗ୍ର ବିଶ୍ୱରେ ଶ୍ରମିକମାନଙ୍କୁ ମାଲିକ ଶ୍ରେଣୀ ଓ ସରକାର ଅତି ନ୍ୟୂନ ଦୃଷ୍ଟିରେ ଦେଖୁଛନ୍ତି ।…

ସୁରକ୍ଷାକର୍ମୀ ଗୁଳିରେ ଟଳିଲା ଲଶ୍ମର-ଇ-ତୋଇବା କମାଣ୍ଡର ଇଶଫାକ୍‌

ଶ୍ରୀନଗର: ସୋମବାର ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଶୋପିଆନରେ ଲଶ୍ମର-ଇ-ତୋଇବା କମାଣ୍ଡର ଇଶଫାକ୍ ଡାର ଏନକାଉଂଟରରେ ଟଳିଛି । ଏହି ଏନକାଂଉଟରରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଦୀର୍ଘଦିନ ଧରି ସୁରକ୍ଷାକର୍ମୀ ଏହି କୁଖ୍ୟାତ ଆତଙ୍କବାଦୀକୁ ଖୋଜୁଥିଲେ । ୨୦୧୭ରେ ପୋଲିସ…

ସାଇକେଲ ଚଢ଼ି ସଂସଦରେ ପହଞ୍ଚିଲେ ଟିଏମସି ସାଂସଦ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ । ତୈଳ ଓ ଗ୍ୟାସ୍ ଦର ବୃଦ୍ଧିକୁ ନେଇ ଚଳିତ ଅଧିବେଶନ ତାତିବ । ପ୍ରଥମ ଦିନରୁ ତାର ଝଲକ ଦେଖିବାକୁ ମିଳିଛି । ଆଜି ସାଇକେଲ୍ ଚଢ଼ି ପାର୍ଲାମେଣ୍ଟ ପରିସରରେ ପହଞ୍ଚିଥିଲେ ତୃଣମୂଳ କଂଗ୍ରେସ ସାଂସଦ । ଝିପିଝିପି ବର୍ଷା…