Latest Odisha News

BREAKING NEWS

Yearly Archives

2021

ବିଲେଇ ଖାଇଗଲେ ମୁରୁଜ

ଅନସୂୟା ପଣ୍ଡାଙ୍କ ସ୍ମୃତିର ଫରୁଆରୁ ……  ସମୟ ଅପରାହ୍ନ ସାଢେ ତିନିଟା ହେବ l ଅନ୍ୟ ଦିନ ପରି ମୁଁ କେଉଁ ଇଂରାଜୀ ମୋଟି ଭେଶନାଲ ବହି ପଢି କି ହିନ୍ଦୀ ଚଳଚ୍ଚିତ୍ର ଦେଖିବାରେ ବ୍ୟସ୍ତ ନରହି, ଶୀତ ଦିନର ଝାପସା ଖରାକୁ ସରିଯିବା ଆଗରୁ ବାଲକୋନୀରେ ଠିଆ ହୋଇ ନିଜ ଭିତରେ ସାଉଁଟୁ ସାଉଁଟୁ…

ଧାରାବାହିକ ଉପନ୍ୟାସ : ଦେବୀ (୧୬)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୬ ଶ୍ରାବଣ ମାସର ଶେଷଦିନ ଗୁଡ଼ିକ ପାଟ ସଂଲଗ୍ନ ଖାଲୁଆ ଜମିରେ ପାଣିର ସ୍ତର କମିଯାଏ। ମଧୁର ଜଳ ଲୋଭରେ ନଈ ଛାଡ଼ି ଆସିଥିବା ମାଛ ସବୁ ସପରିବାର ବନ୍ଦୀ ହୋଇ ଶିକାରୀ ପକ୍ଷୀମାନଙ୍କଠାରୁ ନିଜକୁ ବଞ୍ଚେଇବା ପାଇଁ ହରକଞ୍ଚ ବୁଦା ତଳେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଚତୁର୍ଦ୍ଧା ମୂରତି ଶ୍ରୀଜଗନ୍ନାଥଙ୍କ ଚାରି ସ୍ୱରୂପରେ ଏକ ତତ୍ତ୍ୱ କଥା ଆମେ ଆଗରୁ ଆଲୋଚନା କରିଛେ । ଏମାନେ ଚତୁର୍ବିଧ ବା ଚାରି ପ୍ରକାର ତତ୍ୱ ଧାରଣ ଯଦି କରିଥାନ୍ତେ ତେବେ କିଏ ବଡ଼,…

ସଫଳ ଟିକା ପରିଚାଳନା ପାଇଁ ସୁନ୍ଦରଗଡ଼ ଆଞ୍ଚଳିକ ଟିକା ଭଣ୍ଡାରକୁ ମିଳିଲା ଆଇଏସଓ ମାନ୍ୟତା

ସୁନ୍ଦରଗଡ଼ : ଗର୍ଭବତୀ ଏବଂ ପ୍ରସୂତି ମା’ଙ୍କ ସହିତ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଟିକା ଏବଂ କୋଭିଡ୍-୧୯ ଟିକାର ମହଜୁଦ୍ ବ୍ୟବସ୍ଥା ଓ ପରିବହନ କ୍ଷେତ୍ରରେ ସଫଳ ପରିଚାଳନା ପାଇଁ ସୁନ୍ଦରଗଡ଼ ଆଞ୍ଚଳିକ ଟିକା ଭଣ୍ଡାରକୁ ମିଳିଛି ଆଇଏସଓ ମାନ୍ୟତା । ଇଣ୍ଟରନ୍ୟାସନାଲ ଆକ୍ୟୁରେଟ୍…

ସୋଆରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ପୁସ୍ତକ ଲୋକାର୍ପିତ

ଭୁବନେଶ୍ବର : ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ‘ମାନୁଆଲ ଅଫ୍ କ୍ଲିନିକାଲ କେସେସ୍ ଇନ୍ ଇଏନଟି ଆଣ୍ଡ ହେଡ୍-ନେକ୍ ସର୍ଜରୀ’ ପୁସ୍ତକ ଲୋକାର୍ପିତ ହୋଇଛି । ସୋଆ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକଙ୍କ ଦ୍ବାରା ଏହି ପୁସ୍ତକ ଲୋକାର୍ପିତ…

[ଭିଡ଼ିଓ] ଚିତ୍ତରଞ୍ଜନ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ଖୋଳତାଡ

ପୁରୀ: ଦିନକୁ ଦିନ ବଢୁଛି ଚିତ୍ତରଞ୍ଜନଙ୍କ ମୃତ୍ୟୁ ରହସ୍ୟ। କେମିତି ହେଲା ଚିତ୍ତଙ୍କ ମୃତ୍ୟୁ ? ଘଟଣାର ମୋଡ ବଦଳୁଥିବା ବେଳେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । କଣ ରହିଛି ମୃତ୍ୟୁ ରହସ୍ୟ ଏନେଇ ଚିତ୍ତଙ୍କ ଗାଁ ସାନବନ୍ଧକେରା ଗାଁରେ ଟିମ୍ ପହଂଚି ଖୋଳତାଡ କରିଛି କ୍ରାଇମବ୍ରାଞ୍ଚ ।…

କଳିଙ୍ଗା ଘାଟିରେ ଓଲଟିଲା ବସ୍, ୩୦ ଆହତ

କନ୍ଧମାଳ : କନ୍ଧମାଳ ଜି.ଉଦୟଗିରି କଳିଙ୍ଗା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡିଛି ଏକ ଟୁରିଷ୍ଟ ବସ୍ । ଦୁର୍ଘଟଣାରେ ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ଜି. ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ…

କରୋନା ଯୋଗୁ ଘୁଂଚିଲା ପାକିସ୍ତାନ-ୱେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ ସିରିଜ

ଲାହୋର: କରୋନା ମହମାରୀ ଯୋଗୁ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ ସିରିଜ ଅଧାରୁ ବନ୍ଦ କରି ଦିଆଯାଇଛି । ଏବେ ଏହା ଆସନ୍ତା ବର୍ଷ ଜୁଲାଇରେ ହେବ ବୋଲି ସ୍ଥିର ହୋଇଛି । ଗୁରୁବାର ୱେଷ୍ଟଇଣ୍ଡିଜର ଆଉ ୫ ସଦସ୍ୟ କରୋନା ପଜିଟିଭ ଜଣାପଡିଥିଲେ । ଶାଇ ହୋପ, ଜଷ୍ଟିନ ଗ୍ରୀଭସ ଓ ଅକୀଲ…

ଶ୍ରୀଲଙ୍କାରେ ପ୍ରଦର୍ଶିତ ହେଲା ବିଶ୍ୱର ସବୁଠାରୁ ବଡ ନୀଲମ ପଥର

କଲମ୍ବୋ: ଶ୍ରୀଲଙ୍କାରେ ଆୟୋଜିତ ଏକ ପ୍ରଦର୍ଶନୀରେ ବିଶ୍ୱର ସବୁଠାରୁ ବଡ ନୀଲମ ପଥରକୁ ରଖା ଯାଇଥିଲା । ଏହାକୁ ଦେଖିବା ପାଇଁ ବେଶ ଭୀଡ ଜମିଥିଲା । ନୀଲମର ଓଜନ ୩୧୦ କିଲୋଗ୍ରାମ ଏବଂ ଏହା ରତ୍ନାପୁରର ଏକ ଖଣିରୁ ମିଳିଥିଲା । ଆନ୍ତର୍ଜାତୀୟ ବଜାରରେ ଏହାକୁ ବିକ୍ରୀ କରିବା ପାଇଁ ଏହାର ମାଲିକ…

୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର : ବିଭିନ୍ନ ଜିଲ୍ଲାରେ କ୍ରୀଡ଼ା ପ୍ରକଳ୍ପ ସମୂହର ଉଦ୍‌ଘାଟନ ଓ ଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉପଲକ୍ଷେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ…