Latest Odisha News

BREAKING NEWS

Yearly Archives

2021

ପଶ୍ଚିମବଙ୍ଗରେ ୭ ବର୍ଷର ଛୁଆ ‘ଓମିକ୍ରନ୍‌’, ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାର ଆଉ ଏକ ପଡୋଶୀ ରାଜ୍ୟରେ ପଶିଲା ଓମିକ୍ରନ୍‌ । ଆନ୍ଧ୍ରପ୍ରଦେଶ ପରେ ପଶ୍ଚିମବଙ୍ଗରେ ଚିହ୍ନଟ ହେଲା ଓମିକ୍ରନ୍‌ର ପ୍ରଥମ ମାମଲା । ମୁର୍ଶିଦାବାଦର ଜଣେ ୭ ବର୍ଷୀୟ ଛୁଆ ଏହି ମହାମାରୀରେ ଆକ୍ରାନ୍ତ ହୋଇଛି । ୧୦ ଡିସେମ୍ବରରେ ସଂକ୍ରମିତ ହୋଇଥିବା ଛୁଆ ପରିବାର ଲୋକଙ୍କ ସହ…

ଆର୍ୟନ୍‌ଙ୍କୁ ଆଶ୍ବସ୍ତି; ଆଉ ଏନ୍‌ସିବି କାର୍ଯ୍ୟାଳୟରେ ହାଜର ହେବେନି ଆର୍ୟନ୍‌

ନୂଆଦିଲ୍ଲୀ: ଡ୍ରଗ୍ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଆଶ୍ବସ୍ତି ମିଳିଛି। ଜାମିନରେ ମୁକୁଳିବା ପରେ କୋର୍ଟ ଆର୍ୟନ୍‌ଙ୍କ ନିକଟରେ ଏକ ସର୍ତ୍ତ ରଖିଥିଲେ। ସେ ଘରକୁ ଗଲା ପରେ ବି ପ୍ରତି ଶୁକ୍ରବାର ତାଙ୍କୁ ଏନ୍‌ସିବି କାର୍ଯ୍ୟାଳୟରେ ହାଜିରା ଦେବାକୁ…

କ୍ଷତିପୁରଣ ଦାବିରେ ଧାରଣାରେ ବସିଲେ ଚାଷୀ ଓ ଭଞ୍ଜସେନା ସଙ୍ଗଠନ

ମୟୂରଭଞ୍ଜ : କ୍ଷତି ପୁରଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଲେ ଚାଷୀ । ବତ୍ୟା ଜୱାଦ ଚାଲିଯାଇଛି ସତ ।ହେଲେ ଚାଷୀମାନଙ୍କ ମାନଙ୍କ ଚିନ୍ତା ବଢାଇଦେ ଯାଇଛି ।ଧାର କରଜ କରି ଚାଷୀ ମାନେ ଧାନଚାଷ କରିଥିଲେ । ଲଘୁଚାପ ଜନିତ ଅଦିନିଆ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ଧାନ…

ଆଇପିଏସ୍ ସୁନୀଲ ବଂଶଲ ହେବେ ନୂଆ ଡ଼ିଜିପି

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ସୁନୀଲ ବଂଶଲ ହେବେ ନୂଆ ଡ଼ିଜିପି । ବଂଶଲ ଡ଼ିଜିପି ହେବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ନୂଆ ବର୍ଷରୁ ନୂଆ ଦାୟିତ୍ୱ ନେବେ ସୁନୀଲ ବଂଶଲ । ସୁନୀଲ ବଂଶଲ ୧୯୮୭ବ୍ୟାଚର ବରିଷ୍ଠ ଆଇପିଏସ୍ । ସେ ବର୍ତ୍ତମାନ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକଭାବେ…

୯ରେ ରିଲିଜ କରିବ ରଣବୀର, ଆଲିଆଙ୍କ ‘ବ୍ରହ୍ମାସ୍ତ୍ର’

ନୂଆଦିଲ୍ଲୀ: ବଲିଉଡ୍‌ର ଚର୍ଚ୍ଚିତ ଯୋଡି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର'ର ରିଲିଜ୍ ଡେଟ୍‌ ଘୋଷଣା କରାଯାଇଛି। ଏଥିରେ ଉଭୟଙ୍କ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆୟାନ ମୁଖାର୍ଜୀ। ଫିଲ୍ମ…

[ଭିଡ଼ିଓ] ଜୀବନ ଯୁଦ୍ଧରେ ହାରିଗଲେ ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ

ଦିଲ୍ଲୀ: ଜୀବନ ଯୁଦ୍ଧରେ ହାରିଗଲେ ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ । ଚିକିତ୍ସିତ ଅବସ୍ଥାରେ ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ଦେହାନ୍ତ ହୋଇଯାଇଛି। ଟ୍ୱିଟ କରି ସୂଚନା ଦେଲା ବାୟୁସେନା । ସିଡିଏସ ବିପିନ ରାଓ୍ବତଙ୍କ ଏମଆଇ -୧୭ ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା…

ପାରାଦୀପରେ ନଦୀ ମହୋତ୍ସବ ଆରମ୍ଭ

ପାରାଦୀପ : ପାରାଦୀପରେ ଆରମ୍ଭ ହୋଇଛି ନଦୀ ମହୋତ୍ସବ । ପାରାଦୀପ ବେଳାଭୂମିରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବକୁ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରି ଉଦଘାଟନ କରିଛନ୍ତି ।ଆଜି ଠାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ଏହି ମହୋତ୍ସବରେ ସକାଳୁ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍ ହେଲା କେନ୍ଦ୍ରାପଡା

କେନ୍ଦ୍ରାପଡା : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା କେନ୍ଦ୍ରାପଡା ଜିଲ୍ଲା । ଭିଡିଓ କନଫରେନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରାପଡାର ୩ ଲକ୍ଷ ପରିବାର ଏହି ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଉପକୃତ…

ଆଇଏଏଫ ହେଲିକପ୍ଟର ଦୁର୍ଘଟଣା: ଶେଷ ଜୀବିତ ବ୍ୟକ୍ତି ଗ୍ରୁପ କ୍ୟାପଟେନ ବରୁଣଙ୍କ ପରଲୋକ

ନୂଆଦିଲ୍ଲୀ: ସିଡିଏସ ଜେନେରାଲ ବିପିନ ରାୱତ ହେଲିକପ୍ଟର ଦୁର୍ଘଟଣାରେ ଏକମାତ୍ର ବ୍ୟକ୍ତି ଭାବେ ଜୀବିତ ଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ଆଜି ପରଲୋକ ହୋଇଯାଇଛି । ଭାରତୀୟ ବାୟୁ ସେନା ପକ୍ଷରୁ ଏହି ଶୋକ ଖବର ନେଇ ସୂଚନା ଦେଇଛି । ଡିସେମ୍ବର ୮ରେ ହୋଇଥିବା ଏହି ଦୁର୍ଘଟଣାରେ ହେଲିକପ୍ଟରରେ…

ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ

ରାୟଗଡ଼ା: ସାଧାରଣ ଲୋକଙ୍କ ପାଖରେ ସମସ୍ତ ସୁବିଧା ପହଞ୍ଚାଇବା ପାଇଁ ବିଭିନ୍ନ ଜନହିତକର କାର୍ଯ୍ୟ କରାଯାଉଛି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଏବେବି ଲୋକଙ୍କ ପାଖରେ ସୁବିଧା ପହଞ୍ଚିପାରୁନାହିଁ । ଏହିଭଳି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକର ଉକାମ୍ବା,…