ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲର ଶତବାର୍ଷିକୀ : “ସ୍ମୃତିର ଷଠିଘର” କାର୍ଯ୍ୟକ୍ରମ ଆରମ୍ଭ
କଟକ : ରେଭେନ୍ସା ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଟିତ ଇଷ୍ଟ ହଷ୍ଟେଲ ଶତବାର୍ଷିକୀ ପାଳନ କରୁଛି । ଏହି ଐତିହାସିକ ଉତ୍ସବରେ ଇଷ୍ଟ ହଷ୍ଟଲେ ଆଲୁମିନି ଆସୋସିଏସନ୍ ଏବଂ ଏହାର ଅନ୍ତେବାସୀଙ୍କ ଦ୍ୱାରା ଅନେକ ସୃଜନଶୀଳ ପଦକ୍ଷେପ ନିଆଯାଇଛି । ଏହି କାର୍ଯ୍ୟକ୍ରମ ନାଁ ହେଉଛି "ସ୍ମୃତିର ଷଠିଘର" …