Latest Odisha News

BREAKING NEWS

Yearly Archives

2022

ନୀତା ଅମ୍ବାନିଙ୍କ ପକ୍ଷରୁ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାଟଫର୍ମ “ହର-ସର୍କଲ୍‌’ର ହିନ୍ଦୀରେ ଶୁଭାରମ୍ଭ

ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ (ଅଧ୍ୟକ୍ଷା) ନୀତା ଅମ୍ବାନି “ହର-ସର୍କଲ୍‌’ର ହିନ୍ଦୀ ଆପ୍‌କୁ ଉନ୍ମୋଚନ କରିଛନ୍ତି । ହର-ସର୍କଲ୍ ହେଉଛି ମହିଳାମାନଙ୍କ ଲାଗି ଏକ ବିଶିଷ୍ଟ ପ୍ଲାଟଫର୍ମ ଯାହା ମହିଳାମାନଙ୍କ ସଶକ୍ତୀକରଣ ଲାଗି…

ପୌର ନିର୍ବାଚନ: ୨୨ରୁ ୨୪ ବନ୍ଦ ରହିବ  ଯୁକ୍ତ ୩ ପରୀକ୍ଷା

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଆସନ୍ତା ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଯୁକ୍ତ ୩ ପରୀକ୍ଷା ବନ୍ଦ ରହିବ।  ବିଶ୍ବବିଦ୍ୟାଳୟରେ ହେବାକୁ ଥିବା ସମସ୍ତ ପରୀକ୍ଷା ମଧ୍ୟ ବନ୍ଦ ରହିବ।  ଏ ନେଇ କୁଳପତି, କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି।  ରାଜ୍ୟ ନିର୍ବାଚନ କମିଶନଙ୍କ ଚିଠି ପରେ…

ପୁରୀରେ ବିମାନବନ୍ଦର ନେଇ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଟିମର ସର୍ଭେ

ପୁରୀ : ପୁରୀ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ବୈଷୟିକ ଟିମର ସର୍ଭେ ଆରମ୍ଭ । ୭ ଜଣିଆ ଟିମ୍ ପୁରୀ ଗସ୍ତରେ ଆସି ସିପସରୁବାଲିର ସଂପୃକ୍ତ ଅଞ୍ଚଳ ବୁଲି ଦେଖିବା ସହ ବୈଷୟିକ ଦିଗ ଅନୁଧ୍ୟାନ କରିଛନ୍ତି । ଉକ୍ତ ପ୍ରକଳ୍ପର ଆର୍ଥିକ ବ୍ୟୟ ବରାଦ…

ପଡ଼ିଲା ୫ ଶହ କେଜିର ବୋମା, ଦୁଇ ଶିଶୁଙ୍କ ସମେତ ଚାଲିଗଲା ୧୮ ଜଣଙ୍କ ଜୀବନ

ଭୁବନେଶ୍ୱର: ୟୁକ୍ରେନରୁ ଆସିଛି ଏକ ଅଭାବନୀୟ ଘଟଣା । ସୁମି ସହରରେ ଏକ ଆବାସିକ କୋଠାରେ ଏକ ୫ଶହ କେଜିର ବୋମା ପଡ଼ିବାରୁ ଦୁଇ ଶିଶୁଙ୍କ ସମେତ ୧୮ ଜଣଙ୍କ ଜୀବନ ଚାଲି ଯାଇଛି । ଋଷ ସେନା ପକ୍ଷରୁ ଏହି ବୋମା ମାଡ଼ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି । ଏନେଇ ୟୁକ୍ରେନ ସଂସ୍କୃତି ଓ ସୂଚନା…

ଋଷ୍ ୟୁକ୍ରେନ ଯୁଦ୍ଧ : ”ମୁଁ କିଭ୍‌ରେ ଅଛି ,କାହାକୁ ଭୟ କରୁନି” ଭିଡିଓ ସେୟାର କରି କହିଲେ ୟୁକ୍ରେନ୍…

ଦିଲ୍ଳୀ : ଋଷ୍ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଋଷ୍ ଘନ ଘନ ମିଜାଇଲ ମାଡରେ ପୁରା ଧ୍ୱଂସ ହୋଇଗଲାଣି ୟୁକ୍ରେନ ।ଏହି ସମୟରେ ୟୁକ୍ରେନର ରାଷ୍ଟ୍ରପତି ବୋଲଡୋମିର୍ ଜେଲେନସ୍କିଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓ ନିଜେ ରଷ୍ଟ୍ରପତି ନିଜ ଇଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି…

[ଦେଖନ୍ତୁ ଭିଡିଓ] କାର୍ଡ଼ବୋଡ କ୍ରାଫ୍ଟରେ ଚିତ୍ରଶିଳ୍ପୀଙ୍କ ମହିଳା ଦିବସର ଶୁଭେଚ୍ଛା

ଭୁବନେଶ୍ୱର : ମହିଳା ଦିବସ ଅବସରରେ ବିଭିନ୍ନ ସ୍ଥାନରେ ମହିଳାଙ୍କୁ ସମ୍ମାନୀତ କରାଯାଉଛି। ସେହିଭଳି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ଏକ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି । ଏକ ବଡ଼ ୧୦.୫ଫୁଟ ଲମ୍ବା ଇଅର ରିଙ୍ଗ ତିଆରି କରିଛନ୍ତି । ସେଥିରେ ବିଶିଷ୍ଟ କଣ୍ଠଶିଳ୍ପୀ ଲତା…

ଆଜି ପୁଣି ଶ୍ରୀମନ୍ଦିରରେ ମହାସ୍ନାନ , ନୀତିକାନ୍ତି ବିଳମ୍ବ

ପୁରୀ : ଆଜି ଶ୍ରୀମନ୍ଦିରରେ ପୁଣି ମହାସ୍ନାନ । ବନ୍ଦ ରହିଛି ଦର୍ଶନ । ପୁଣି ଆଜି ପୁରୀ ଶ୍ରୀମନ୍ଦିର ଭିତର କାଠ ନିଟକରେ ଜଣେ ଶ୍ରଦ୍ଧାଳୁ ବାନ୍ତି କରି ଦେବାରୁ ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରଖାଯାଇଛି । ମହାସ୍ନାନ ନୀତି ପରେ ପୁଣି ଦର୍ଶନ ଆରମ୍ଭ ହେବ ବୋଲି ସୂଚନା ମିଳିଛି…

[ଦେଖନ୍ତୁ ଭିଡିଓ] ସଙ୍କଟରେ ଗଜରାଜ: ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ

ଅନୁଗୁଳ : ସଙ୍କଟରେ ଗଜରାଜ। ପ୍ରତିଦିନ କେଉଁଠି ନା କେଉଁଠି ହାତୀ ମୃତ୍ୟୁ ହେଉଛି । ଏମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ନିଆଯାଉଛି। ହେଲେ ଏବେ ବି ସଙ୍କଟରେ ଏହି ହାତୀ ବଂଶ । କେଉଁଠାରେ ବିଦ୍ୟୁତ ଆଘାତରେ ତ ଆଉ କେଉଁଠି ଶକାରୀର ଶିକାର ହେଉଛି ଏହି ହାତୀ। ଖାଲି ସେତିକି…

ମାର୍ଚ୍ଚ ୨୫ରୁ ୩୧ ଯାଏଁ ବଜେଟ ଅଧିବେଶନ

ଭୁବନେଶ୍ୱର: ଖୁବଶୀଘ୍ର ବସିବ ବିଧାନସଭାର ବଜେଟ ଅଧିବେଶନ ।  ମାର୍ଚ୍ଚ ୨୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବ । ୨୫ରୁ ୩୧ ପର୍ଯ୍ୟନ୍ତ ଚାଲିବ ବିଧାନସଭା ବଜେଟ୍ ଅଧିବେଶନ । ୨୫ରେ ବିଧାନସଭାରେ ରାଜ୍ୟପାଳ ଅଭିଭାଷଣ ଦେବେ । ପରେ ମାର୍ଚ୍ଚ ୩୦ ତାରିଖରେ ୨୦୨୨- ୨୩ ପାଇଁ କାମଚଳା…

ଲିଙ୍ଗରାଜଙ୍କ ଦର୍ଶନ କରି ପ୍ରଚାର ମଇଦାନକୁ ଓହ୍ଲାଇଲେ ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ରଣନୀତି । କାଲି ନାମାଙ୍କନ ଦାଖଲ ସରିଥିବା ବେଳେ ଆଜିଠାରୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡିର ଭୁବନେଶ୍ୱର ମହାନଗର ନିଗମର ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ । ଆଜି ପ୍ରଥମେ ସୁଲୋଚନା ଲିଙ୍ଗରାଜ ମନ୍ଦିରରେ ଦର୍ଶନ କରି ପ୍ରଚାର ଆରମ୍ଭ…